Browsing Category

ସ୍ପେଶାଲ୍ ରିପୋର୍ଟ

୨୫ କୋଟି ଗ୍ରାହକଙ୍କ ସିମ୍ କାର୍ଡ ହୋଇଯାଇପାରେ ବନ୍ଦ ! ଲିଷ୍ଟରେ ଆପଣଙ୍କ ନମ୍ବର ସାମିଲ ନୁହେଁ ତ ?

ଯଦି ଆପଣ ଏୟାରଟେଲ୍, ଭୋଡାଫୋନ୍ କିମ୍ବା ଆଇଡିଆର ନମ୍ବର ବ୍ୟବହାର କରୁଛନ୍ତି ଏବଂ କମ୍ ରିଚାର୍ଜ କରାଉଛନ୍ତି । ତେବେ ଆପଣଙ୍କ ପାଇଁ ଏହା ଭଲ ଖବର ନୁହେଁ । କାହିଁକିନା ଆପଣଙ୍କ ସିମ୍ କାର୍ଡ କେବେ ବି ବନ୍ଦ ହୋଇଯାଇ ପାରେ । ଭୋଡାଫୋନ୍, ଆଇଡିଆ ଓ ଭାରତୀ ଏୟାରଟେଲ୍ ୨୫ କୋଟି ୨ଜି ମୋବାଇଲ…
Read More...

ଆମାଜନ୍ ପକ୍ଷରୁ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ସର୍ବବୃହତ ଫ୍ୟାଶନ ସେଲ୍ : ଶୀତବସ୍ତ୍ର ଉପରେ ମିଳୁଛି ୭୦% ପର୍ଯ୍ୟନ୍ତ…

ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ଫ୍ୟାଶନ୍ ପକ୍ଷରୁ ଚଳିତ ବର୍ଷର ସର୍ବ ବୃହତ୍ ଫେଶନ୍ ସେଲର ଶୁଭାରମ୍ଭ କରାଯାଇଛି । ଏହା ୨୦୧୮ ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଠାରେ ଲକ୍ଷ ପ୍ରକାର ମହିଳା, ପୁରୁଷ ତଥା ଛୋଟପିଲାଙ୍କ ଷ୍ଟାଇଲ୍ ମହଜୁଦ୍ ରହିଛି…
Read More...

ସାମାଜିକ କଳଙ୍କକୁ ନେଇ ମରିବାକୁ ଚାହୁଁନଥିଲେ, ୫୫ ବର୍ଷ ପରେ ହେଲା ଚମତ୍କାର । ୭୦ ବର୍ଷ ବୟସରେ ବନିଲେ ମା’

ବିବାହ ପରେ ସବୁ ନାରୀମାନେ ମା’ ହେବାର ସ୍ୱପ୍ନ ଦେଖିଥାନ୍ତି । ମା’ହେଲେ ଗୋଟେ ନାରୀ ସମ୍ପୁର୍ଣ୍ଣ ହୁଏ ବୋଲି କୁହାଯାଉଥିବା ବେଳେ ପିଲା ଜନ୍ମ କରି ନପାରିଲେ ମହିଳାଙ୍କୁ ଅନେକ ଯାତନା ସହିବାକୁ ପଡ଼ିଥାଏ । ଠିକ୍ ସେଭଳି ଘଟିଥିଲା ହରିୟାଣାର ହିସାରରେ ରହୁଥିବା ରଜୋ ଦେବୀ ଲୋହାନଙ୍କ ସହ । ବିବାହ…
Read More...

ଶବ ସତ୍କାର ସମୟରେ ଉଠିପଡିଲେ ମୃତ ବ୍ୟକ୍ତି : ମେଡିକାଲରେ ଜୀବନ ଚାଲିଯାଇଥିବା ଘୋଷଣା କରିଥିଲେ ଡାକ୍ତର

କନକ ବ୍ୟୁରୋ : ଗ୍ବାଲିଅରରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ପରିବାର ଲୋକ ଶୋକ ପ୍ରକାଶ କରିବା ପରେ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଶବ ସତ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ହଠାତ୍ ମୃତ୍ୟୁଶଯ୍ୟାରୁ…
Read More...

ଧୋନି ଖୋଲିବେ କ୍ରିକେଟ୍ ଏକାଡେମି ! ଛତିଶଗଡ ସରକାରଙ୍କୁ ପଠାଇଲେ ପ୍ରସ୍ତାବ ।

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଗାମୀ ଦିନରେ କ୍ରିକେଟ ଏକାଡେମି ଖୋଲିବାକୁ ଯାଉଛନ୍ତି। ଧୋନି ଏହି କ୍ରିକେଟ ଏକାଡେମିକୁ ଛତିଶଗଡ଼ରେ ଖୋଲିବାକୁ ମନ ବଳାଇଛନ୍ତି। ବିଶ୍ୱର ଲୋକପ୍ରିୟ କ୍ରିକେଟର ଏକାଡେମି ଖୋଲିବା ପାଇଁ ଛତିଶଗଡ଼ ସରକାରଙ୍କୁ ପ୍ରସ୍ତାବ…
Read More...

ଉଦ୍ଧାର ହୋଇପାରିଲା ନାହିଁ ଜନ୍ ଚାଉଙ୍କ ମୃତ ଶରୀର ! ଧନୁତୀର ଧରି ପୋଲିସଙ୍କୁ ଆକ୍ରମଣ କଲେ ରହସ୍ୟମୟ ଦ୍ୱୀପର ଆଦିବାସୀ…

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅନ୍ତର୍ଗତ କ୍ଷୁଦ୍ର ଦ୍ୱୀପ ଉତ୍ତର ସେଣ୍ଟିନେଲରେ କିଛିଦିନ ତଳେ ଜଣେ ଆମେରିକୀୟ ପର‌୍ୟ୍ୟଟକ ତଥା ମିଶନାରୀ ଜନ ଚାଉଙ୍କୁ ଆଦିବାସୀମାନେ ହତ୍ୟା କରିଥିଲେ । ଏହି ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ଆଣ୍ଡାମାନ ପୁଲିସ ଚାଉଙ୍କ ମୃତଦେହ…
Read More...

ବାହାଘର କାର୍ଡରେ ବର ମାଗିଲେ ଭୋଟ୍ ! ଗିପ୍ଟ ଦିଅ କି ନଦିଅ ମୋଦିଙ୍କୁ ଭୋଟ ଦିଅ ।

ମୋ ବାହାଘରରେ ମତେ ଉପହାର ଦିଅ କି ନଦିଅ, କିନ୍ତୁ ୨୦୧୯ ନିର୍ବାଚନରେ ମୋଦିଙ୍କୁ ନିଶ୍ଚୟ ଭୋଟ ଦିଅ । କିଛି ଏହି ଭଳି ଢଙ୍ଗରେ ବିବାହ କାର୍ଡରେ ମୋଦିଙ୍କ ପାଇଁ ଭୋଟ୍ ମାଗି କର୍ଣ୍ଣାଟକର ଜଣେ ଯୁବକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୂଚନା ମୁତାବକ, କର୍ଣ୍ଣାଟକର ମଙ୍ଗଲୋର ନିକଟସ୍ତ…
Read More...

୨୬/୧୧କୁ ୧୦ ବର୍ଷ ! ଏବେ ବି ହୋଇପାରେ କି ମୁମ୍ବାଇ ଉପରେ ଆକ୍ରମଣ ? ପଢ଼ନ୍ତୁ କ’ଣ କହିଲେ ନୌସେନା ମୁଖ୍ୟ ।

କନକ ବ୍ୟୁରୋ: ଆସନ୍ତାକାଲି ମୁମ୍ବାଇ ଆତଙ୍କବାଦୀ ହମଲାକୁ ପୂରିବ ୧୦ ବର୍ଷ । ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିବା ସେ ଦିନର ଘଟଣା ମନେ ପଡ଼ିଲେ ଅଙ୍ଗେ ନିଭେଇଥିବା ଲୋକଙ୍କ ଲୋମ ଏବେ ବି ଟାଙ୍କୁରି ଉଠେ । ତେବେ ମାୟାନଗରୀରେ ମୃତ୍ୟୁର ତାଣ୍ଡବଲୀଳା ସାରା ମୁମ୍ବାଇବାସୀଙ୍କ ପାଇଁ ଯେମିତି ପାଲଟି…
Read More...

ହକି ଉଦଘାଟନୀ ହେବ ତାରକା ଖଚିତ ! ମାଟି ତଳୁ ବାହାରିବେ ମାଧୁରୀ, ‘ଦି ଆର୍ଥ’ ସଙ୍ଗରେ ଦେଖାଇବେ ଜଲୱା ।

କନକ ବ୍ୟୁରୋ : ହକି ବିଶ୍ୱକପକୁ ଆଉ ମାତ୍ର ୨ ଦିନ । ବିଶ୍ୱକପ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୨୭ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥି ପାଇଁ ବିଦେଶୀ ଦଳ ମଧ୍ୟ ଓଡିଶାରେ ପହଞ୍ଚି ସାରିଲେଣି । ଆଉ କିଛି ଦଳ ଆଜି…
Read More...

ଭାବବିହ୍ୱଳ ହେଲେ ଚାମ୍ପିୟନ୍ ! ବକ୍ସିଂରେ ବିଶ୍ୱ ବିଜୟିନୀ ହେବା ପରେ କାନ୍ଦିପକାଇଲେ ମେରିକମ୍ ।

କନକ ବ୍ୟୁରୋ : ବକ୍ସିଂରେ ବିଶ୍ୱ ମୁକୁଟ ଜିତିବା ପରେ ଆତ୍ମବିଭୋର ହେଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମସି ମେରିକମ୍ । ନୂଆଦିଲ୍ଲୀର କେଡି ଯାଦବ ଇନଡୋର ହଲରେ ଶନିବାର ସ୍ୱର୍ଣ୍ଣପଦକ ଜିତିବା ପରେ ଜାତୀୟ ପତାକା ତ୍ରିରଙ୍ଗାକୁ ଧରିବାବେଳେ ମେରିକମଙ୍କ ଆଖିରୁ ଝରି ଆସିଥିଲା ଲୁହ ଧାର ।…
Read More...