Browsing Category

ନ୍ୟୁଜ୍

ମଣିପୁର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ: ରାବଣର ଉଦାହରଣ ଦେଇ କହିଲେ, ଦୁଇ ଜଣଙ୍କ କଥା ଶୁଣୁଛନ୍ତି ମୋଦୀ

କନକ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ । ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି । ଯେଉଁଭଳି ରାବଣ କେବଳ ୨ ଜଣଙ୍କ କଥା ଶୁଣୁଥିଲେ, ଜଣେ ମେଘନାଦ ଅନ୍ୟ ଜଣେ କୁମ୍ଭକର୍ଣ୍ଣ ।…
Read More...

ରାହୁଲଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ: କହିଲେ, ମଣିପୁର ବିଭାଜିତ ନୁହେଁ, ଦେଶର ଅଭିନ୍ନ ଅଙ୍ଗ

କନକ ବ୍ୟୁରୋ: ସଂସଦ ଆରମ୍ଭରୁ ଆଜି ହଙ୍ଗାମା ଆରମ୍ଭ ହୋଇଛି । ପ୍ରଥମେ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ରାହୁଲ ଗାନ୍ଧୀ । ଏହାପରେ ସଂସଦରେ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ । କହିଲେ, ତାଳି ମାରୁଥିବା କଂଗ୍ରେସ ମନରେ ରହିଛି ବେଇମାନୀ ।…
Read More...

ମଣିପୁର ପ୍ରସଙ୍ଗରେ ସଂସଦରେ ଗର୍ଜିଲେ ରାହୁଲ ଗାନ୍ଧୀ । କହିଲେ, ସେନା ଗୋଟିଏ ଦିନରେ ମଣିପୁରରେ ଫେରାଇଆଣିବ ଶାନ୍ତି

କନକ ବ୍ୟୁରୋ : ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ନେଇ ଚାଲିଥିବା ବିତର୍କରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଗ ନେଇ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଲୋକସଭା ସାଂସଦ ପଦ ଫେରିପାଇବା ପରେ ପ୍ରଥମଥର ପାଇଁ ଆଜି ସେ ସଂସଦରେ ନିଜ ମତ ରଖିଛନ୍ତି । ପ୍ରଥମେ ସେ…
Read More...

ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା : ୨୧ଶିକାରୀ ଗିରଫ, ୧୬୫ଟି ଦେଶୀ ବନ୍ଧୁକ ଜବତ; ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

କନକ ବ୍ୟୁରୋ : ଶିମିଳିପାଳ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା । ଫରେଷ୍ଟର ମାଥି ହାଁସଦାଙ୍କ ଶିକାରୀ ଗୁଳିରେ ମୃତ୍ୟୁ ଘଟିବା ପରେ ଜୁନ ୧୮ ତାରିଖରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏଥିରେ ଜିଲ୍ଲାର ୧୪ଟି ଥାନାରେ ୨୧ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା…
Read More...

ରାହୁଲଙ୍କ ଟାର୍ଗେଟରେ ମୋଦୀ ସରକାର: କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି

କନକ ବ୍ୟୁରୋ: ଅବିଶ୍ୱାସ ପ୍ରସ୍ତାବର ଦ୍ୱିତୀୟ ଦିନରେ ଆଜି ପାର୍ଲାମେଣ୍ଟରେ ହଙ୍ଗମା ଦେଖିବାକୁ ମିଳିଛି । ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜ ମତ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାସହ ମଣିପୁର ଘଟଣାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ…
Read More...

ବାଚସ୍ପତିଙ୍କୁ ଧନ୍ୟବାଦ, ବିଜେପି ବନ୍ଧୁଙ୍କୁ ଡରିବାର ଆବଶ୍ୟକତା ନାହିଁ । ଲୋକସଭାରେ କାହିଁକି ଏମିତି କହିଲେ ରାହୁଲ…

କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଲୋକସଭାରେ ଭାଷଣ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପୁଣିଥରେ ଲୋକସଭା ସଦସ୍ୟତା ଫେରାଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇ ରାହୁଲ କହିଛନ୍ତି, ଗତଥର ଭାଷଣ ସମୟରେ ଅଦାନୀଙ୍କ ଉପରେ ଏତେ ଫୋକସ…
Read More...

ଏଏସଓ ଚୟନ ପ୍ରକ୍ରିୟାରେ ରୋକ୍ ଲଗାଇଲେ ହାଇକୋର୍ଟ : ଜବାବ ଦାଖଲ କରିବାକୁ ଓପିଏସସିକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଏଏସଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ । ପୂର୍ବରୁ ଦେଇଥିବା ରାୟର ପୁର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଏସଓ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ କରବାକୁ କୋର୍ଟରେ ଆବେଦନ କରିଥିଲେ ଆଶାୟୀ । କିନ୍ତୁ କୋର୍ଟ…
Read More...

ଝାରସୁଗୁଡା ଏଡିଜେ କୋର୍ଟରେ ଗୋପାଳ ଦାସ ହାଜର : ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ

କନକ ବ୍ୟୁରୋ : ନବଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର କରାଯାଇଛି । ଚୌଦ୍ୱାର ଜେଲରୁ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା କୋର୍ଟକୁ ଅଣାଯାଇଥିଲା । ଏଡିଜେ କୋର୍ଟ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାଜ ପ୍ରେମ ହେବାର ଥିଲା । ମାତ୍ର…
Read More...

କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା : ବଲିଉଡ, ବିଦେଶ ଲିଙ୍କ ଓ ଆର୍ଥିକ କାରବାର ନେଇ ଦୁଇ…

କନକ ବ୍ୟୁରୋ : କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା । ବଲିଉଡ, ବିଦେଶ ଲିଙ୍କ ଓ ଆର୍ଥିକ କାରବାର ନେଇ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ଅର୍ଥନୈତିକ ଅପରାଧ ଶାଖା । ଗୋବିନ୍ଦାଙ୍କ ବ୍ୟତିତ ଆଉ କେଉଁ ଅଭିନେତା, ଅଭିନେତ୍ରୀ ପ୍ରଚାର କରୁଥିଲେ ତାହାର ଖୋଳତାଡ…
Read More...

ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେପି ସାଂସଦଙ୍କ ପ୍ରତିବାଦ : ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଇଣ୍ଡିଆ ମେଣ୍ଟ…

କନକ ବ୍ୟୁରୋ : ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେପି ସାଂସଦ ପ୍ରତିବାଦ କରିଛନ୍ତି । ବିରୋଧୀ ଇଣ୍ଡିଆ ମେଣ୍ଟ ବିରୋଧରେ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଜେପି ସାଂସଦ । ବଂଶବାଦ ରାଜନୀତି ଭାରତ ଛାଡ଼, ଦୁର୍ନୀତି ଭାରତ ଛାଡ ଆଦି ସ୍ଲୋଗାନ ଦେବା ସହ…
Read More...