Browsing Category

ନ୍ୟୁଜ୍

ସମୀରଙ୍କ ଟୁଇଟ୍ ର ଜବାବ ଦେଲା ବିଜେଡି । ଲେନିନଙ୍କ ଟୁଇଟ୍- ‘ରାଜନୀତିରେ ତିଷ୍ଠି ରହିବାକୁ ଉଦ୍ୟମ କରୁଛନ୍ତି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନକୁ ନେଇ ଜୋର ଧରିଲା ରାଜନୀତି । ସମୀରଙ୍କ ଟୁଇଟ୍ ର ଜବାବ ଦେଲା ବିଜେଡି । ନବୀନ ପଟ୍ଟନାୟକ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବା ନେଇ ବିଜେପିିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କରିଥିବା କଟାକ୍ଷର ଜବାବ ଦେଇଛି ବିଜେଡି…
Read More...

ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ଯାଆ ସୁଭ୍ରା ବଢାଇଲେ ଆଲୋକ ମୌର୍ଯ୍ୟଙ୍କ ଅଡୁଆ, ପୁରା ପରିବାର ନାମରେ ଦାଖଲ କଲେ ଅଭିଯୋଗ

କନକ ବ୍ୟୁରୋ : ଏସଡିଏମ ଜ୍ୟୋତ ମୌର୍ଯ୍ୟଙ୍କ ଯାଆ ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ ଉପରେ ଜ୍ୟୋତିଙ୍କ ସ୍ୱାମୀ ଆଲୋକଙ୍କ ପରିବାର ଉପରେ ମାମଲା ଦାୟର ହୋଇଛି । ଏହାକୁ ନେଇ ଜ୍ୟୋତିଙ୍କ ସ୍ୱାମୀ ଆଲୋକଙ୍କ ଅଡୁଆ ପୁଣିଥରେ ବଢିପାରେ ବୋଲି ଅନୁମାନ କରାଯାଉଛି । ଶୁଭ୍ରା ନିଜ ସ୍ୱାମୀ ଓ ଦିଅର ଆଲୋକଙ୍କ…
Read More...

ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଡ୍ରାଇଭର ସଂଘ: ଡ୍ରାଇଭର ସଂଘ କହିଲା, ପ୍ରତିଶ୍ରୁତି ଦେଇ ପୂରଣ କଲେ…

କନକ ବ୍ୟୁରୋ: ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲା ଡ୍ରାଇଭର ସଂଘ । ଷ୍ଟିଅରିଂ ଛଡ଼ା ଅନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ମିଳିଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଂଚିଛି । କିନ୍ତୁ ବୋର୍ଡ ଗଠନ ହେଉନି । ଗୋଟେ…
Read More...

ବୋରୱେଲ ଭିତରୁ ଉଦ୍ଧାର ହେଲା ଶିବମ । ୪ ବର୍ଷର ଶିଶୁକୁ ଉଦ୍ଧାର କଲା ଏନଡିଆରଏଫ୍ ଟିମ୍ ।

କନକ ବ୍ୟୁରୋ: ବୋରୱେଲ ଭିତରୁ ଉଦ୍ଧାର ହେଲା ଶିବମ । ଏନଡିଆରଏଫର ରେସ୍କ୍ୟୁ ଅପରେସନ୍ ପରେ ଉଦ୍ଧାର ହୋଇଛି ଏହି ୪ ବର୍ଷର ଶିଶୁ । ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଶିବମର ସ୍ୱାସ୍ଥ୍ୟ ବର୍ତ୍ତମାନ କେମିତି ଅଛି ସେନେଇ କୌଣସି ସଠିକ୍ ସୂଚନା…
Read More...

ମାର୍କେଟ୍ ବିଲ୍ଡିଂରେ ମୁହାଁମୁହିଁ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ: ଧାରଣା ଦେଉଥିବା ବେଳେ ଉଠା ଦୋକାନୀଙ୍କୁ ଉଠାଇବାକୁ…

କନକ ବ୍ୟୁରୋ: ତେଜୁଛି ମାର୍କେଟ୍ ବିଲ୍ଡିଂ ସ୍ଥାୟୀ ଓ ଉଠା ଦୋଦାକୀ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ । ମାର୍କେଟ୍ ବିଲ୍ଡିଂ ବାହାରେ ଉଠା ଦୋକାନୀ ଧାରଣା ଦେଉଥିବା ବେଳେ ସ୍ଥାୟୀ ଦୋକାନୀ ସଂଘ ସେମାନଙ୍କୁ ଉଠାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ…
Read More...

ବନ ବିଭାଗକୁ ବଡ଼ ସଫଳତା । ୪ କଲରାପତରିଆ ବାଘଛାଲ ଜବତ, ୩ ଜଣ ଗିରଫ

କନକ ବ୍ୟୁରୋ: ବନ ବିଭାଗକୁ ବଡ଼ ସଫଳତା । ବାରିପଦା ବହଳଦା ଗାଁରେ ବନବିଭାଗ ଚଢ଼ାଉ କରି ୪ କଲରାପତରିଆ ବାଘଛାଲ ଜବତ କରିଛି । ବାଘଛାଲ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାରିପଦା ଡିଏଫଓ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ବନ ବିଭାଗ କର୍ମଚାରୀ ଓ ଶିମିଳିପାଳ…
Read More...

କେବଳ ମହାତ୍ମା ଗାନ୍ଧୀ ଓ ତିରୁବଲ୍ଲୁବରଙ୍କ ଫଟୋ ଲଗାଇ ପାରିବ ଆମ୍ବେଦକରଙ୍କର ନୁହେଁ : ମାଡ୍ରାସ ହାଇକୋର୍ଟ

କନକ ବ୍ୟୁରୋ : ଡ. ଭୀମରାଓ ଆମ୍ବେଦକରଙ୍କ ଫଟୋକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି ତାମିଲନାଡୁ ଓ ପୁଡୁଚେରୀ କୋର୍ଟରେ କେବଳ ମହାତ୍ମା ଗାନ୍ଧୀ ଓ ତାମିଲ କବି ତିରୁବଲ୍ଲୁବରଙ୍କ ଫଟୋ ଲାଗି ପାରିବ । ହାଇକୋର୍ଟ ରେଜିଷ୍ଟାରଙ୍କ ତରଫରୁ ଜୁଲାଇ ୭…
Read More...

କାହିଁକି ଭରାଯାଏ ମୃତ ବ୍ୟକ୍ତିଙ୍କ ଆୟକର? ଆୟକର ନଭରିଲେ କଣ ହୋଇଥାଏ ଅସୁବିଧା ? ଜାଣନ୍ତୁ ମୃତ ବ୍ୟକ୍ତିଙ୍କ ନାମରେ କିଏ…

କନକ ବ୍ୟୁରୋ : କୁହାଯାଏ ମଣିଷ ମରିଯିବା ପରେ ସବୁ ସରିଯାଏ । କିନ୍ତୁ ଇଂରାଜୀରେ ଗୋଟେ କଥା ଅଛି, ନଥିଙ୍ଗ କ୍ୟାନ ବି ସେଡ୍ ଟୁ ବି କ୍ରିଏସନ, ଏକସେପ୍ଟ ଡେଥ୍ ଆଣ୍ଡ ଟ୍ୟାକ୍ସେସ । ଏହାର ଅର୍ଥ ହେଉଛି ମୃତ୍ୟୁ ଏବଂ କର ବ୍ୟତିତ ଅନ୍ୟ କିଛି ନିଶ୍ଚିତ ନୁହେଁ । ଏବେ ଦେଶରେ ଆୟକର ରିଟର୍ଣ୍ଣ ଭରିବାର…
Read More...

କିଏ ହେବ ସିଏସକେର ଆଗାମୀ କ୍ୟାପଟେନ୍? ଅମ୍ବାତି ରାଇଡୁ କହିଲେ ଏହି ଖେଳାଳିର ନା । ଜାଣନ୍ତୁ, କିଏ ସେହି…

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀଙ୍କୁ ଏବେ ୪୨ ବର୍ଷ, ହେଲେ ଏହାସତ୍ତ୍ୱେ ବି ଏବେ ସେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ଗତଥର ଚେନ୍ନାଇ ସୁପର କିଙ୍ଗସକୁ ୫ମ ଥର ଟ୍ରଫି ଜିତାଇବା ପରେ, ଧୋନୀ ଆଇପିଏଲରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ…
Read More...

ଆର୍ଯ୍ୟବର୍ତ୍ତରୁ ଇଣ୍ଡିଆ… ଆମ ଦେଶର ନାଁ ପଛର ଏମିତି ରହିଛି ରହସ୍ୟ

କନକ ବ୍ୟୁରୋ: ଦେଶରେ ପୁଣିଥରେ ଭାରତ ବନାମ ଇଣ୍ଡିଆ ଆରମ୍ଭ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ୨୬ ବିରୋଧୀ ଦଳ ନିଜର ମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ଏହି ଘୋଷଣା ପରେ ବିଜେପି ଏହାର ଘୋର ବିରୋଧ କରିଥିଲା । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଇଣ୍ଡିଆ…
Read More...