Browsing Category

ନ୍ୟୁଜ୍

ପଶ୍ଚିମବଙ୍ଗରେ ବଡ ଦୁର୍ଘଟଣା: ବିସ୍ଫୋରଣରେ ଥରିଲା ବେଆଇନ ବାଣ କାରଖାନା

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଉତର ଚବିଶ ପରଗଣାରେ ବାଣ କାରଖାନାରେ ବିସ୍ଫୋରଣ । ୮ ମୃତ, ୫ରୁ ଅଧିକ ଆହତ । ଘଟଣାସ୍ଥଳରେ ପହଂଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ନିିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ରବିବାର ସକାଳ ପ୍ରାୟ ୮ଟା ସ୍ଥାନ-ଉତ୍ତର ୨୪ ପ୍ରଗଣା,…
Read More...

ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ! କାରଣ ଖୋଜୁଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ

କନକ ବ୍ୟୁରୋ: ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ । ଦେଖିବାକୁ ମିଳୁଛି ଅଧିକ ସଂଖ୍ୟାରେ କଳା ବାଘ । ବାଘର ରଂଗ ବଦଳିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସଂଖ୍ୟା କମୁଥିବାରୁ ଆନୁବଂଶିକ ରୂପାନ୍ତରଣକୁ ଦାୟୀ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏସବୁ ଭିତରେ ପ୍ରଶ୍ନ ଉଠୁଛି,…
Read More...

ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ: ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା

କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ । ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା । ଅପରାହ୍ନ ୪ଟା ୩୦ରୁ ଟ୍ରେନ ଚଳାଚଳ ଠପ । ଷ୍ଟେସନରେ ହଜାର ହଜାର ଯାତ୍ରୀଙ୍କ ଲାଗିଛି ଭିଡ । ରେଳଯାତ୍ରୀଙ୍କୁ ଦିଆଯାଇନି କୌଣସି ସୂଚନା । ଟ୍ରେନ ଠିକ ସମୟରେ ନଆସିବାରୁ…
Read More...

ନଡିଆ ଖଡିକାରୁ ପ୍ରସ୍ତୁତ ହେଉଛି ଘରସଜା ସାମଗ୍ରୀ । ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି…

କନକ ବ୍ୟୁରୋ : କୌଣସି ତାଲିମ ନନେଇ ମହିଳା ମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ନଡିଆ ଖଡିକାରେ ଫୁଲ ଚାଙ୍ଗୁଡ଼ି, ପାଛିଆ, ଟୋକେଇ, ଡାଲା ଭଳି ବିଭିନ୍ନ ପ୍ରକାରର ଗୃହ ଉପକରଣ ଜିନିଷ ତିଆରି କରି ନିଜେ ଉପାର୍ଜନକ୍ଷମ ହୋଇପାରୁଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକ…
Read More...

ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ପରିବା ଚାଷ  । ଘରେ ବସିରହୁଥିବା ମହିଳା ଏବେ ହୋଇଛନ୍ତି ରୋଜଗାରକ୍ଷମ

କନକ ବ୍ୟୁରୋ :  ରୋଜଗାର ପାଇଁ କିଏ ମିଲେଟ ମିଶନର ସାହାରା ନେଉଛି ତ ଆଉ କିଏ କୁକୁଡା ଚାଷ କରୁଛି  । ଠିକ୍ ସେହିଭଳି ପରିବା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଗଞ୍ଜାମ ଖଲ୍ଲିକୋଟ ଅଂଚଳର ଏସଏଚଜି ମହିଳା    । ମା ଦୁର୍ଗା ଏସଏଚଜିର ମହିଳା ମାନେ ଦୀର୍ଘ ୩ବର୍ଷ ହେଲା ପରିବା ଚାଷ କରୁଥିବା ବେଳେ…
Read More...

ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା: ହିତାହିତ ଜ୍ଞାନ ଭୁଲିଗଲା କୁଚିଣ୍ଡା ପୋଲିସ!

କନକ ବ୍ୟୁରୋ: କୁଚିଣ୍ଡାରେ ସୀମା ଟପିଛି ପୋଲିସ । ଜବରଦଖଲ ଉଛେଦ ବେଳେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିଛି । ଉଛେଦ ପୂର୍ବରୁ ଘରୁ ଆସବାବପତ୍ର ବାହାର କରିବାକୁ ସମୟ ମାଗିବାରୁ, ସାଧାରଣ ଲୋକଙ୍କୁ ମାଡ ମାରି ଲହୁ ଲୁହାଣ କରିଛି ପୋଲିସ । ଏପରିକି ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଦୃଶ୍ୟକୁ…
Read More...

ମାଟିରେ ରାକ୍ଷୀ ତିଆରି କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଡେରଗାଁର ମହିଳା । ଓରମାସ ପକ୍ଷରୁ ମିଳିଛି ସମସ୍ତ ପ୍ରକାର…

କନକ ବ୍ୟୁରୋ : ଆଗକୁ ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ଭଉଣୀ ବାନ୍ଧିବ ସମ୍ପର୍କର ଡ଼ୋରୀ । ଆଉ ଏଇଥିପାଇଁ ରାଖି ବଜାର ଏବେ ବେଶ ଚଳଚଂଚଳ ହୋଇପଡ଼ିଲାଣି । ରାକ୍ଷୀ କିଣିବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଗହଳି । ଚଳିତ ବର୍ଷ ଷ୍ଟୋନ୍ ରାଖି, କଣ୍ଢେଇ ରାଖି ଏବଂ ଛୋଟ ପିଲାଙ୍କୁ ଆକୃଷ୍ଟ କରିବା…
Read More...

ଗାଁ ବଜାରରେ ଖୋଲିଛି ବିୟୁଟି ପାର୍ଲର ଓ ସିଲେଇ ସେଣ୍ଟର । ସ୍ଥାନୀୟ ମହିଳାଙ୍କୁ ମେକଅପ୍ ଦେଇ କରୁଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ : ଗାଁରେ ଖୋଲିଛି ବିୟୁଟି ପାର୍ଲର । ସ୍ୱାବଲମ୍ବୀ ହେବାପାଇଁ କିଛି ମହିଳା ଏକାଠି ହୋଇ ଏହି ପାର୍ଲର ଖୋଲିଛନ୍ତି । ଘର ଚାରିକାନ୍ଥ ମଧ୍ୟରେ ମହିଳା ଆଉ ସୀମିତ ହୋଇ ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ୱଚ୍ଛଳ ପାଇଁ ଦାୟିତ୍ୱ ମୁଣ୍ଡାଇଛନ୍ତି । ପୁରୀ…
Read More...

ନେତାଙ୍କୁ ଘେରିଗଲେ ଜନତା: ଉନ୍ନୟନମୂଳକ କାମର ମାଗିଲେ ହିସାବ

କନକ ବ୍ୟୁରୋ: ପ୍ରତି ପାଂଚ ବର୍ଷରେ ନିର୍ବାଚନ ହୁଏ । ଭୋଟ ନେବାକୁ ନେତା ଜନତାଙ୍କ ପାଖକୁ ଆସନ୍ତି । କିନ୍ତୁ ନିର୍ବାଚନ ସରିଲେ ଆଉ ନେତାଙ୍କ ଦେଖା ମିଳେନି ବୋଲି ଅଭିଯୋଗ ହୁଏ । ଆଉ ଯେତେବେଳେ ଜନତାଙ୍କ ଗହଣକୁ ନେତା ଯାଆନ୍ତି ସେମାନଙ୍କୁ ହିସାବ ମାଗନ୍ତି ଭୋଟର । ଆଜି ସେମିତି ଖବର ଦେଖିବାକୁ…
Read More...

ଡକାୟତି ପଛରେ ଡ୍ରାଇଭର: ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍

କନକ ବ୍ୟୁରୋ: ଡକାୟତମାନେ ବିଭିନ୍ନ ଉପାୟରେ ଚୋରି କରିଥାନ୍ତି । କିନ୍ତୁ ରାଜଧାନୀ ନନ୍ଦନବିହାର ଲୁଟ କାହାଣୀ ବଲିଉଡ୍ ଫିଲ୍ମଠାରୁ କମ୍ ନୁହେଁ । ସିବିଆଇ ଅଧିକାରୀର ପରିଚୟ ଦେଇ ଘର ଭିତରେ ପଶିବା ପରେ, ଦେଖାଇଲେ ଅସଲ ରୂପ । ମିଛ ଅଧିକାରୀ ହୋଇ ଆସିଥିଲେ, ହେଲେ ତାପରେ ଆରମ୍ଭ କରି ଦେଇଥିଲେ…
Read More...