Browsing Category

ନ୍ୟୁଜ୍

ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜନୈତିକ ଚର୍ଚ୍ଚା: ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଆଲେଖ୍ୟରେ…

କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚା ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି ସମ୍ବାଦ ସମ୍ପାଦକଙ୍କ ସମ୍ପାଦକୀୟଙ୍କ ସ୍ତମ୍ଭ ଆମ ଘରର ହାଲଚାଲ୍ । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ନାମରେ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିରେ ଫାଇଭ୍-ଟି ସଚିବଙ୍କ ଗସ୍ତ,…
Read More...

ମେରୁ ଅଂଚଳରେ କିପରି ବଦଳୁଛି ତାପମାତ୍ରା? ଚନ୍ଦ୍ରପୃଷ୍ଠରୁ ନୂଆ ତଥ୍ୟ ପଠାଇଲା ବିକ୍ରମ

କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି । ଫଟୋ ଓ ଭିଡିଓ ପଠାଇବା ପରେ, ଏବେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ ଅଂଚଳର ତାପମାତ୍ରା ସମ୍ପର୍କରେ ତଥ୍ୟ ପଠାଇଛି ବିକ୍ରମ । ଚନ୍ଦ୍ରର ଉପର ଭାଗର ସାମାନ୍ୟ…
Read More...

ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ: ବିଜେଡି, ବିଜେପି କର୍ମୀ ଧସ୍ତାଧସ୍ତି, ବିରୋଧ ସତ୍ତେ୍ୱ ସଚିବଙ୍କ ସଭା

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ଗଞ୍ଜାମ ଗସ୍ତର ଶେଷ ଦିନରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି ବିଜେପି । କଳାପତାକା ଦେଖାଇ ବିରୋଧ କରିଛନ୍ତି ବିଜେପି ନେତା ଓ କର୍ମୀ । ବିଜେପି କର୍ମୀ ବିରୋଧ କରୁଥିବାବେଳେ ଦିଗପହଁଣ୍ଡିରେ ବିଜେଡି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ତେବେ ବିଜେପିର…
Read More...

ମୁଢ଼ି ଦେଉଛି ରୋଜଗାର । ମାସକୁ ୧୦ କୁଇଂଟାଲ ମୁଢ଼ି ବିକ୍ରି କରୁଛନ୍ତି ମହିଳା

କନକ ବ୍ୟୁରୋ : ବାଲେଶ୍ୱର ଓ ବାରିପଦା ଅଂଚଳର ଲୋକଙ୍କ ପ୍ରିୟ ଖାଦ୍ୟ ଭିତରେ ମୁଢ଼ି ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ସକାଳ ହେଉ କିମ୍ବା ସଂଜ ଏମାନେ ଖାଇବାରେ ମୁଢ଼ିକୁ ସାମିଲ କରନ୍ତି । ତେଣୁ ଲୋକଙ୍କ ରୁଚି ଏବଂ ବଜାରର ଚାହିଦାକୁ ନଜରରେ ରଖି ବାଲେଶ୍ୱର କସିମିଲା ଗାଁର ଏସଏଚଜି ମହିଳା ମାନେ…
Read More...

ବସ୍ତିରେ ପିଲାଙ୍କ ନିଆରା ପ୍ରୟାସ: ଭଳିକିଭଳି ରାକ୍ଷୀ ତିଆରି କରି ଚାଲିଛି ବିକ୍ରି, ଚନ୍ଦ୍ରଯାନ-୩ ରାକ୍ଷୀ ପାଲଟିଛି…

କନକ ବ୍ୟୁରୋ: ଆଗକୁ ରାକ୍ଷୀ ପୁର୍ଣ୍ଣିମା । ଏନେଇ ରାକ୍ଷୀ ବଜାର ବେଶ ସରଗରମ ହୋଇଗଲାଣି । ରାକ୍ଷୀ କିଣିବାକୁ ଲାଗିଲାଣି ଭିଡ । ହେଲେ ଏହି ରାକ୍ଷୀ କିଣାବିକା ଭିତରେ ସୁନ୍ଦର ଓ ଭିନ୍ନ ଷ୍ଟାଇଲର ରାକ୍ଷୀ କିଣିବାକୁ ମସସ୍ତଙ୍କର ଇଚ୍ଛା । ଆଉ ଏହି ଇଚ୍ଛାକୁୁ ପୂରଣ କରିଛନ୍ତି କିଛି ବସ୍ତିର ପିଲା…
Read More...

ବିଭିନ୍ନ ମୌଳିକ ସମସ୍ୟା ଭିତରେ ଗାଁ: ଗମନାଗମନରେ ବାଧକ ସାଜିଛି ନାଳ

କନକ ବ୍ୟୁରୋ: ସ୍ବାଧିନତାର ଦିର୍ଘବର୍ଷ ପରେ ମଧ୍ୟ ହୋଇପାରିଲାନି ପୋଲ ଟିଏ । ଦୁଇ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କଲାପରେ ମଧ୍ୟ ବର୍ଷା ଦିନେ ଦଳବନ୍ଦିର ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ନାଗୁପଡା ଗ୍ରାମବାସୀ । ଲାଂଜିଗଡ ନିର୍ବାଚନ ମଣ୍ଡଳିର ନାଗୁପଡା ଗାଁରେ ପ୍ରାୟ…
Read More...

ସାହାରା ସାଜିଲେ ସାଙ୍ଗସାଥୀ: ଅନୁରୋଧ ପରେ ଯୁବକଙ୍କୁ ସହଯୋଗ ହାତ ବଢାଇଲା ପ୍ରଶାସନ

କନକ ବ୍ୟୁରୋ: ରୋଗ ଗ୍ରସ୍ତ ହୋଇ ବିଛଣାରେ ପଡିରହିଥବା ଟୁକୁନାକୁ ସହାୟତାର ହାତ ବଢାଇଛନ୍ତି ସାଙ୍ଗ ସାଥୀ । ନିଜର ବୋଲି କେହି ନଥିବା ବେଳେ ଆଶ୍ରା ଏବେ ଏହି ବନ୍ଧୁ ମାନେ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବାଲିସାହିର ଟୁକୁନା ନାଉରୀ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ଦରକାର ହେଉଛି ଅଧିକ ଅର୍ଥ…
Read More...

ଆଗକୁ ଗଣପର୍ବ ନୂଆଁଖାଇ: ନବାନ୍ନ ଲାଗି ପାଇଁ ମିଳୁନି ଧାନ, ନିଅଂଟିଆ ବଷାଁ ଯୋଗୁ ହୋଇନି ଅମଳ

କନକ ବ୍ୟୁରୋ: ନୂଆଁଖାଇ ପାଇଁ ମିଳୁନି ଧାନ । ଆଉ ଏହି ଧାନ ପାଇଁ ପଡୋଶୀ ରାଜ୍ୟ ଛତିଶଗଡ ଭରସା । ସେପ୍ଟେମ୍ବର ୨୦ରେ ଗଣପର୍ବ ନୂଆଁଖାଇ । ଏହି ପର୍ବରେ ଚାଷୀ ନିଜ ପ୍ରଥମ ଫସଲ ଅମଳ କରିଥିବା ନୂଆ ଧାନ ଭୋଗ ଲଗାଇବା ପରେ ନୂଆଁ ଖାଇବାର ରହିଛି ପରମ୍ପରା । ତେବେ କିଛି ବର୍ଷ ହେଲା ନୂଆଁଖାଇ ସମୟରେ…
Read More...

ଏଏସଆଇର ବଡ ପଦକ୍ଷେପ: ବାଲିମୁକ୍ତ ହେବ କୋଣାର୍କ ସୂର୍ଯ୍ୟମନ୍ଦିର

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ନେଇ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) କର୍ତୃପକ୍ଷ ବଡ଼ ପଦକ୍ଷେପ ନେଇଥିଲା । ପଦକ୍ଷେପ ସ୍ୱରୂପ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଏହି…
Read More...

ଉଦଘାଟନର ମାତ୍ର ଦୁଇ ବର୍ଷ ପରେ ଅକାମୀ ହୋଇଗଲା କି ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା? ବିଶୁଦ୍ଧ ପାନୀୟ ଜଳ ବଦଳରେ…

କନକ ବ୍ୟୁରୋ: ବଡଦାଣ୍ଡରେ ଭକ୍ତ ହେଉଛନ୍ତି ଡହଳ ବିକଳ । ମିଳୁନି ପିଇବା ପାଣି । ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ବଡଦାଣ୍ଡର ଦୁଇଟି ପାଶ୍ୱର୍ରେ ଲାଗଥିବା ଏହି ପାଣି ଟ୍ୟାପରୁ ବିଶୁଦ୍ଧ ପାଣି ବଦଳରେ ବାହାରୁଛି ଗୋଳିଆ ପାଣି । ଏଠାକୁ ଆସୁଥିବା ପର୍ଯ୍ୟଟକ ନୁହେଁ ବଂର ଏହା ଉପରେ ନିର୍ଭରଶୀଳ…
Read More...