Browsing Category

ମନୋରଞ୍ଜନ

ଆସିଲା ଟାଇଟେଲ୍ ଟ୍ରାକର ଟିଜର୍ : ରିଲିଜ୍ ଅପେକ୍ଷାରେ ରୋମାଟିଂକ୍ ଫିଲ୍ମ ‘ତୁମ୍ ବିନ୍ – ୨’

ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଟିଂକ୍ ଫିଲ୍ମ ‘ତୁମ୍ ବିନ୍ – ୨’ର ଟାଇଟେଲ୍ ଟ୍ରାକର ଟିଜର୍ । ଗୀତର ମୁଖଡା ରହିଛି ‘କୋଇ ଫରିୟାଦ୍ ଦିଲ୍ ମେ ଦବି ହୋ ଜୈସେ’ । ତେବେ ରିଲିଜ୍ ହେବାର କିଛି ସମୟ ମଧ୍ୟରେ ହିଁ ଗୀତଟି ସୋସିଆଲ୍ ମିଡିଆରେ ଧୁମ୍ ମଚାଇବା ସହ ୟୁ ଟ୍ୟୁବରେ ଏହାର ଦର୍ଶକ ସଂଖ୍ୟା…
Read More...

ଷ୍ଟାର କିଡ୍ସ ଏବେ ସିଲଭର ସ୍କ୍ରିନ ମୁହାଁ

ସୈଫ ଅଲ୍ଲୀ ଖାନ୍ ଓ ଅମୃତା ସିଂଙ୍କ ଝିଅ ସାରା ଖାନ ଖୁବଶୀଘ୍ର ସିଲଭର ସ୍କ୍ରିନରେ ପାଦ ଦେବାକୁ ଯାଉଛନ୍ତି । "ଷ୍ଟୁଡେଟଂ ଅଫ ଦ ଇୟର' ସିକ୍ୱେଲରେ ଟାଇଗର ଶ୍ରଫଙ୍କ ବିପକ୍ଷରେ ନାୟିକା ହେବେ ସାରା । କିଛି ଦିନ ପୂର୍ବରୁ ଟାଇଗରଙ୍କୁ ନିର୍ମାତା କରନ ଜୋହର ସାଇନ କରି ସାରିଛନ୍ତି । ରୋମାଟିଙ୍କ…
Read More...

ରିଲିଜ ହେବାକୁ ଯାଉଛି ହ୍ରିତିକଙ୍କ “କ୍ରିସ ୪’

ରାକେଶ ରୋଶନଙ୍କ ନିର୍ଦେଶିତ ଫିଲ୍ମ "କ୍ରିସ ୩' ର ସଫଳତା ପରେ ଆଗାମି ଦିନରେ ରିଲିଜ ହେବାକୁ ଯାଉଛି "କ୍ରିସ ୪ '। ଏନେଇ ବୁଧବାର ଟୁଇଟ୍ କରି ଜଣାଇଛନ୍ତି ନିଜେ ହ୍ରିତିକ ରୋଶନ । ଏହା ଏକ ସୁପରହିରୋ ବେସଡ୍ ଫିଲ୍ମ ହୋଇଥିବା ବେଳେ ଲିଡ ରୋଲରେ ହ୍ରିତିକ ନଜର ଆସିବେ । ଏହି ଫିଲ୍ମଟିକୁ ୨୦୧୮…
Read More...

୧୪ ଅକ୍ଟୋବରରେ ପରଦାକୁ ଆସିବ ଅନ୍ନାଙ୍କ ବାୟୋପିକ୍ ଫିଲ୍ମ

ଏବେ ବଲିଉଡରେ ଚାଲିଛି ବାୟୋପିକ୍ ଫିଲ୍ମର ସମୟ । ଏଥିରେ ସାମିଲି ହୋଇଛି ଅନ୍ନା ହଜାରେଙ୍କ ବାୟୋପିକ୍ ଫିଲ୍ମ । ସମାଜସେବୀ ଅନ୍ନା ହଜାରେଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ ଅନ୍ନା : କିସନ ବାବୁରାଓ ହଜାରେ ” ନାମରେ ତିଆରି ଚାଲିଛି ବାୟୋପିକ୍ ଫିଲ୍ମ । ଏହି ଫିଲ୍ମ ୧୪ ଅକ୍ଟୋବରରେ ବଡ…
Read More...

ଏଥର ଜମିବ ପୂଜା ବଜାର : ପରଦାକୁ ଆସିବ ମଂଜରୀ ମୁଭିର “ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ”

କନକ ବ୍ୟୁରୋ : ଦଶହରା ବଜାରରେ ଓଡିଆ ଫିଲ୍ମ ଲଢେଇ । ଆଉ ଅନ୍ୟାନ୍ୟ ବ୍ୟାନରର ଫିଲ୍ମକୁ କଡା ଟକ୍କର ଦେବ ମଂଜରୀ ମୁଭିଜର ସପ୍ତମ ଅବଦାନ “ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ”। ଏହି ମୁଭିର ୟୁଏସପି ହେଉଛି ବଲିଉଡ ବ୍ୟାଡ ବଏ ଶକ୍ତି କପୁରଙ୍କ ଉପସ୍ଥିତି । ସେହିପରି ପ୍ରଥମ ଥର ପାଇଁ ଦର୍ଶକଙ୍କ ସୋବର ବଏ…
Read More...

ଆସିଲା ଓଡିଆ ଫିଲ୍ମ ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ ର ଟାଇଟେଲ୍ ଟ୍ରାକର ଷ୍ଟୁଡିଓ ଭର୍ସନ୍

ରିଲିଜ ହୋଇଛି ମଂଜରୀ ମୁଭିର ଆଗୀମୀ ଫିଲ୍ମ ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ର ଟାଇଟେଲ୍ ଟ୍ରାକର ଷ୍ଟୁଡିଓ ଭର୍ସନ । ମଳୟ ମିଶ୍ରଙ୍କ ନିର୍ଦେଶନାରେ ନିର୍ମିତ ଏହି ଗୀତଟି ଖୁବ୍ ମନଛୁଆଁ ହୋଇଛି । ସେପଟେ ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ । ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀ ବେଶ ଉତ୍ସାହିତ…
Read More...

ଫିଲ୍ମ ‘ ନାମ୍ ଶବାନା ’ରେ ନଜର ଆସିବେ ଅକ୍ଷୟ

ବଲିଉଡର ଖିଲାଡି ଷ୍ଟାର ଅଭିନେତା ଅକ୍ଷୟ କୁମାର । ଦର୍ଶକଙ୍କୁ ଫିଲ୍ମ ରୁସ୍ତମର ସଫଳ ଭେଟି ପରେ ଏବେ ପୁଣି ନଜର ଆସିବେ ଆଉ ଏକ ଦମଦାର ଫିଲ୍ମରେ । ଟ୍ୱିଟ୍ କରି ଏହା ନିଜେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି ଅକ୍ଷୟ । ସିବମ୍ ନାୟରଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ‘ନାମ୍ ଶବାନା’ ରେ ନଜର ଆସୁଛନ୍ତି ।…
Read More...

ରିଲିଜ ହୋଇଛି ଆଗାମୀ ଫିଲ୍ମ “ରକ୍ ଅନ୍- ୨’ର ପ୍ରଥମ ଗୀତ

ରିଲିଜ ହୋଇଛି ଆଗାମୀ ଫିଲ୍ମ "ରକ୍ ଅନ୍ ୨'ର ପ୍ରଥମ ଗୀତ । ପ୍ରତମ ଗୀତଟିର ଟାଇଟଲ ରହିଛି "ଜାଗୋ'। ଏହି ଫିଲ୍ମର ଗୀତ ଗୁଡିକ ସଙ୍ଗୀତରେ ସଜାଇଛନ୍ତି ଶଙ୍କର, ଏହସାନ ଓ ଲୟ । ଫରହାନ୍ ଅଖତର ଏବଂ ସିଦ୍ଧାର୍ଥ ମହାଦେବନ ଏହି ଗୀତକୁ ଗାଇଛନ୍ତି । ଗୀତଟିକୁ ଲେଖିଛନ୍ତି ପ୍ରଖ୍ୟାତ ଗୀତିକାର ଜାଭେଦ…
Read More...

ପ୍ରିୟଙ୍କାଙ୍କୁ ଆଉ ଭଲ ଲାଗୁନି ‘ଲଭ ସିନ୍ ’

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ ଆଉ ‘ଲଭ ସିନ୍’ ତାଙ୍କୁ ଭଲ ଲାଗୁନି । ଏକଥା ନିଜେ କହିଛନ୍ତି ସୁନ୍ଦରୀ ପ୍ରିୟଙ୍କା । ତାଙ୍କୁ ନିଜର ଲଭ ସିନ ପସନ୍ଦ ଆସୁନି । ଯେଉଁଥିରେ ୫୦୦ ଲୋକ ବସି ଦେଖୁଥିବେ । ପୁଣି ଏହାକୁ ବାସ୍ତବିକ କରିବାକୁ ଖୁବ୍ କସରତ କରିବାକୁ ପଡୁଥିବ । ହଲିଉଡ…
Read More...

ପୂଜାକୁ ଆସୁଛି ଓଡିଆ ଫିଲ୍ମ ‘ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ’ : ଜୋରସୋରରେ ଆଗେଇ ଚାଲିଛି ସୁଟିଂ

କନକ ବ୍ୟୁରୋ : ଏବେ ଜୋରସୋରରେ ଚାଲିଛି ମଂଜରୀ ମୁଭି ଛାତିତଳେ ଡିଂଗ ଡଂଗର ସୁଟିଂ । କନକ ନ୍ୟୁଜ୍  ଷ୍ଟୁଡିଓରେ ଚାଲିଛି ଏକ ଭିନ୍ନ ଦୃଶ୍ୟର ସୁଟିଂ । କନକ ନ୍ୟୁଜ୍ ମହାବିତର୍କ ଶୈଳୀର ଏକ ଦୃଶ୍ୟର ସୁଟିଂ ଚାଲିଛି । ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀ ବେଶ ଉତ୍ସାହିତ ଅଛନ୍ତି । ଇତି ମଧ୍ୟରେ…
Read More...