Browsing Category

ମନୋରଞ୍ଜନ

ରିଲିଜ ହୋଇଛି ଆଗାମୀ ଫିଲ୍ମ “ରକ୍ ଅନ୍- ୨’ର ପ୍ରଥମ ଗୀତ

ରିଲିଜ ହୋଇଛି ଆଗାମୀ ଫିଲ୍ମ "ରକ୍ ଅନ୍ ୨'ର ପ୍ରଥମ ଗୀତ । ପ୍ରତମ ଗୀତଟିର ଟାଇଟଲ ରହିଛି "ଜାଗୋ'। ଏହି ଫିଲ୍ମର ଗୀତ ଗୁଡିକ ସଙ୍ଗୀତରେ ସଜାଇଛନ୍ତି ଶଙ୍କର, ଏହସାନ ଓ ଲୟ । ଫରହାନ୍ ଅଖତର ଏବଂ ସିଦ୍ଧାର୍ଥ ମହାଦେବନ ଏହି ଗୀତକୁ ଗାଇଛନ୍ତି । ଗୀତଟିକୁ ଲେଖିଛନ୍ତି ପ୍ରଖ୍ୟାତ ଗୀତିକାର ଜାଭେଦ…
Read More...

ପ୍ରିୟଙ୍କାଙ୍କୁ ଆଉ ଭଲ ଲାଗୁନି ‘ଲଭ ସିନ୍ ’

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ ଆଉ ‘ଲଭ ସିନ୍’ ତାଙ୍କୁ ଭଲ ଲାଗୁନି । ଏକଥା ନିଜେ କହିଛନ୍ତି ସୁନ୍ଦରୀ ପ୍ରିୟଙ୍କା । ତାଙ୍କୁ ନିଜର ଲଭ ସିନ ପସନ୍ଦ ଆସୁନି । ଯେଉଁଥିରେ ୫୦୦ ଲୋକ ବସି ଦେଖୁଥିବେ । ପୁଣି ଏହାକୁ ବାସ୍ତବିକ କରିବାକୁ ଖୁବ୍ କସରତ କରିବାକୁ ପଡୁଥିବ । ହଲିଉଡ…
Read More...

ପୂଜାକୁ ଆସୁଛି ଓଡିଆ ଫିଲ୍ମ ‘ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ’ : ଜୋରସୋରରେ ଆଗେଇ ଚାଲିଛି ସୁଟିଂ

କନକ ବ୍ୟୁରୋ : ଏବେ ଜୋରସୋରରେ ଚାଲିଛି ମଂଜରୀ ମୁଭି ଛାତିତଳେ ଡିଂଗ ଡଂଗର ସୁଟିଂ । କନକ ନ୍ୟୁଜ୍  ଷ୍ଟୁଡିଓରେ ଚାଲିଛି ଏକ ଭିନ୍ନ ଦୃଶ୍ୟର ସୁଟିଂ । କନକ ନ୍ୟୁଜ୍ ମହାବିତର୍କ ଶୈଳୀର ଏକ ଦୃଶ୍ୟର ସୁଟିଂ ଚାଲିଛି । ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀ ବେଶ ଉତ୍ସାହିତ ଅଛନ୍ତି । ଇତି ମଧ୍ୟରେ…
Read More...

ଆସିଲା ସଲମାନଙ୍କ ଆଗାମୀ ଫିଲ୍ମ ‘ଟାଇଗର୍ ଜିନ୍ଦା ହୈ’ର ଫାଷ୍ଟ ଲୁକ୍ : ନିର୍ଦେଶନା ଦେବେ ‘ସୁଲତାନ’ର ନିର୍ଦେଶକ

ଆସିଲା ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ‘ଟାଇଗର୍ ଜିନ୍ଦା ହୈ’ର ଫାଷ୍ଟ ଲୁକ୍ । ‘ଟାଇଗର୍ ଜିନ୍ଦା ହୈ’ର ହେଉଛି ଫିଲ୍ମ ‘ଏକ୍ ଥା ଟାଇଗର’ ର ସିକ୍ୱେଲ୍ । ଆଉ ଏଥିରେ ମଧ୍ୟ କ୍ୟାଟରିନାଙ୍କ ସହ ରୋମାନ୍ସ କରିବେ ସଲମାନ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏକ୍ ଥା ଟାଇଗର’ର ନିର୍ଦେଶନା…
Read More...

ହଲିଉଡ ଆକ୍ଟର ବୀନ ଡିଜଲଙ୍କ ଦେଶୀ ଲୁକ୍

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ହଲିଉଡ ଆକ୍ଟର ବୀନ ଡିଜଲଙ୍କ ଦେଶୀ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ଉଭୟ ଦୀପିକା ଓ ବିନ ଚର୍ଚ୍ଚିତ ଫ୍ୟାଶନ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ପୋଷାକ ପିନ୍ଧିଛନ୍ତି । ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି ବିନ୍ । ଉଭୟଙ୍କ ଫଟୋକୁ ସବ୍ୟସାଚ୍ଚୀ…
Read More...

ମିଷ୍ଟର ପରଫେକ୍ଟନିଷ୍ଟଙ୍କ ‘ସିକ୍ରେଟ ସୁପରଷ୍ଟାର’ର ଫାଷ୍ଟ ଲୁକ

ବଲିଉଡ ଇଣ୍ଡଷ୍ଟ୍ରିର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନଙ୍କ ଆଗାମୀ ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ର ଫାଷ୍ଟ ଲୁକ ଜାରି ହୋଇଛି । ଏହି ଫିଲ୍ମରେ ଆମୀରଙ୍କ ଲୁକକୁ ନେଇ ଚର୍ଚ୍ଚା । ଫିଲ୍ମ ଡାଇରେକ୍ଟର ଅଦ୍ୱେତ ଚନ୍ଦନ ଫିଲ୍ମଟିର ଫାଷ୍ଟ ଲୁକଟିକୁ ଜାରି କରିଛନ୍ତି । ଏହି ଫିଲ୍ମରେ ଆମୀର ଡିଫରେଂଟ…
Read More...

‘ଦ ରିଙ୍ଗ’ ସୁଟିଂରେ ବ୍ୟସ୍ତ ଅନୁଷ୍କା-ଶାହାରୁଖ

ଇମ୍‌ତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ଆସୁଥିବା ଆଗାମୀ ଫିଲ୍ମ ‘ଦ ରିଙ୍ଗ୍’ ରେ କିଙ୍ଗଖାନ ଶାହାରୁଖଙ୍କ ସହିତ ଚୁଲବୁଲି ନାୟିକା ଅନୁଷ୍କାଙ୍କୁ ଦେଖିବାକୁ ମିଳିବ । ଏବେ ପୂରା ଟିମ୍‌ ଆମଷ୍ଟଡ୍ରମ୍‌ରେ ସୁଟିଂରେ ବ୍ୟସ୍ତ ଅଛନ୍ତି ।ଶାହାରୁଖ ଓ ଅନୁଷ୍କାଙ୍କର ଏହା ତୃତୀୟ ଫିଲ୍ମ । ଏହା ପୂର୍ବରୁ…
Read More...

ପ୍ରଥମେ ଲିକ୍ ଏବେ ରିଲିଜ୍ ! ଆସିଲା ନ୍ୟୁଡ୍ ନାୟିକା ରାଧିକା ଆପ୍ତେଙ୍କ ଫିଲ୍ମ ‘ପାର୍ଚଡ୍’ର ଟ୍ରେଲର୍

ରିଲିଜ୍ ହୋଇଛି ବଲିଉଡର ବିବାଦୀୟ କୁଇନ୍ ରାଧିକା ଆପ୍ତେଙ୍କ ଅପକମିଙ୍ଗ୍ ମୁଭି ‘ପାର୍ଚଡ୍’ ର ଟ୍ରେଲର୍ । ରିଲିଜ୍ ଆଗରୁ କିନ୍ତୁ ବହୁତ ଚର୍ଚ୍ଚା ସାଉଁଟି ସାରିଛି ଏହି ମୁଭି । ରାଧିକାଙ୍କ ବ୍ୟତୀତ ଫିଲ୍ମରେ ନଜର ଆସିବେ ଆଦିଲ୍ ହୁସୈନ୍ , ସୁରବିନ୍ ଚାୱଲା, ତନିଷ୍ଠା ଚାଟାର୍ଜୀ ଓ ସୟାନି ଗୁପ୍ତା…
Read More...

କୁନି ଓଡିଆ କଳାକାରଙ୍କ ବଲିଉଡ ଧମାକା

ବଲିଉଡ ପାଇଁ ଏବେ ଓଡିଆ ସାଜୁଛନ୍ତି ପ୍ରଥମ ପସନ୍ଦ । ନିକଟରେ ଏହା ଏବେ ଦେଖିବାକୁ ମିଳିଛି । ହିନ୍ଦୀ ଚଳଚ୍ଚିତ୍ର ଏମ୍ଏସ୍ ଧୋନୀର ଗୀତ “ପଢୋଗେ ଲିଖୋଗେ” ପାଇଁ ଅନନ୍ୟା କଣ୍ଠଦାନ କରିଛନ୍ତି । ଆଗାମୀ ୩୦ ତାରିଖରେ ଏହି ସିନେମା ମୁକ୍ତିଲାଭ କରିବ । ସେହିପରି ହିନ୍ଦୀ ଫିଲ୍ମ “ବଚ୍ଚେ କଚ୍ଚେ…
Read More...

ରିଲିଜ ହେଲା ଫିଲ୍ମ ‘ଶିବାୟ’ର ଟାଇଟଲ ଟ୍ରାକ୍ : ବୋଲ ହର୍ ହର୍ ହର୍

ଅଜୟ ଦେବଗନଙ୍କ ନିର୍ଦେଶନାରେ ତିଆରି ଫିଲ୍ମ ‘ଶିବାୟ’ର ଟ୍ରେଲର ରିଲିଜ ପରେ,ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି । ଏହି ଗୀତର ମୁଖଡା ହେଉଛି ‘ବୋଲ ହର୍ ହର୍ ହର୍ ’। ଏହି ଗୀତକୁ ସଂଗୀତରେ ସଜାଇଛନ୍ତି ମିଥୁନ୍ । ସୁଖବିନ୍ଦର ସିଂ, ମୋହିତ୍ ଚୈାହାନ୍, ମେଘା ଶ୍ରୀରାମ୍ ପ୍ରମୁଖ ଏହି ଗୀତଟିକୁ…
Read More...