Browsing Category

ମନୋରଞ୍ଜନ

ଓସ୍କାର ଲାଇବ୍ରେରୀରେ ସାମିଲ ଫିଲ୍ମ ‘ ସନରାଇଜ୍’ ଓ ‘ପାର୍ଚଡ’ର ପଟ୍ଟକଥା

ଦୁଇଟି ଫିଲ୍ମ ‘ପାର୍ଚଡ’ ଓ ‘ ସନରାଇଜ୍’ ର ପଟ୍ଟକଥାକୁ ଓସ୍କାର ଲାଇବ୍ରେରୀରେ ସାମିଲ କରାଯାଇଛି । ଏ ଖବର ଅଭିନେତା ଆଦିଲ ହୁସେନ ଟ୍ୱିଟ କରି କହିଛନ୍ତି । ସେ ନିଜେ ମଧ୍ୟ ଏହି ଫିଲ୍ମ ଦୁଇଟିରେ ସାମିଲ ଅଛନ୍ତି । ଆଦିଲ ୨୦୧୫ରେ ରିଲିଜ ହୋଇଥିବା ,ପାର୍ଥ ସେନ ଗୁପ୍ତା ନିର୍ଦେଶିତ ଫିଲ୍ମ…
Read More...

ଓଲିଉଡରେ ଇତିହାସ ! ପ୍ରଥମ ଥର ଏକାଠି ଅଭିନୟ କରୁଛନ୍ତି ବର୍ଷା ଓ ଅର୍ଚ୍ଚିତା

ପ୍ରଥମ ଥର ଗୋଟିଏ ଫିଲ୍ମରେ ଏକାଠି ନଜର ଆସୁଛନ୍ତି ଓଲିଉଡର ଦୁଇ ହିଟ୍ ନାୟିକା ଅର୍ଚ୍ଚିତା ଓ ବର୍ଷା ପ୍ରିୟଦର୍ଶିନୀ । ମଞ୍ଜରୀ ମୁଭିଜର ଆଗାମୀ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’ ରେ ଏକାଠି ସ୍କ୍ରିନ୍ ସେୟାର୍ କରୁଛନ୍ତି ଏହି ଚୁଲବୁଲି ନାୟିକା । ଫିଲ୍ମର ମେଲ୍ ଲିଡରେ ଅଛନ୍ତି ସବ୍ୟସାଚୀ । ଏହା…
Read More...

ବଲିଉଡରେ ପାଦ ଦେବେ ପୁନମ ଧିଲୋଁଙ୍କ ଝିଅ ପାଲୋମା

ବଲିଉଡରେ ପାଦ ଦେବାକୁ ଯାଉଛନ୍ତି ବିଗତଦିନର ଅଭିନେତ୍ରୀ ପୁନମ ଧିଲୋଁଙ୍କ ଝିଅ ପାଲୋମା । ଖୁବ ଶୀଘ୍ର ପାଲୋମା ବଲିଉଡ ଫିଲ୍ମରେ ସୁଟିଂ କରିବାକୁ ଯାଉଛନ୍ତି । ସିଲଭର ସ୍କ୍ରିନରେ ନଜର ଆସିବା ପୂର୍ବରୁ ପାଲୋମା ଏବେ ମଡେଲିଂ ଦୁନିଆରେ ସକ୍ରିୟ ରହିଛନ୍ତି । ଏଥିସହ ସୋସିଆଲ ମିଡିଆରେ ପାଲୋମା ଏବେ…
Read More...

ଅମିତାଭ ଗାଇଲେ ଟିଭି ଶୋ’ “ବାବା କେଦାର”ର ଟାଇଟଲ ଟ୍ରାକ୍

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ଗଣେଶ ଚତୁର୍ଥୀ ଅବସରରେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ସିଦ୍ଧିବିନାୟକ ମନ୍ତ୍ର ଓ ଆରତୀ ଗାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏବେ ପୁଣି ଆଉ ଏକ ଗୀତର ଟ୍ରାକରେ ବଲିଓଡର ସେହେନ୍ସା ଅମିତାଭ । ଏକ ଅପକମିଙ୍ଗ ଟିଭି ସିରିୟଲର “ବାବା କେଦାର”ର ଟାଇଟଲ…
Read More...

କାଷ୍ଟିଂକାଉଚ୍ ଜାଲରେ ଟଲିଉଡ୍ : ମୁହଁ ଖୋଲିଲେ ଅଭିନେତ୍ରୀ ସୁରଭିନ୍ ଚାୱଲା

କାଷ୍ଟିଂକାଉଚକୁ ନେଇ କିଛିଦିନ ତଳେ ବେଶ ଚର୍ଚ୍ଚା ହୋଇଥିବାବେଳେ ଏବେ ବଲିଉଡ ନାୟିକା ସୁର୍ଭିନ୍ ଚାୱଲା ଏହାକୁ ନେଇ ମୁହଁ ଖୋଲିଛନ୍ତି । ତେବେ ବଲିଉଡରୁ ନୁହେଁ ବରଂ ଟଲିଉଡ୍ ବା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏହି ଅଫର୍ ପାଇଥିବାର କହିଛନ୍ତି । ନିଜର ସଂଘର୍ଷମୟ ସମୟରେ ଅନେକ ନିର୍ଦେଶକ ଏଭଳି…
Read More...

ବିବାହ ପାଇଁ କମେଡି ଶୋକୁ ଅଲବିଦା କହିଲେ ଭାରତୀ!

ଦର୍ଶକ ଆଉ ଦେଖିବାକୁ ପାଇବେନି କ୍ରିଷ୍ଣା ଓ ଭାରତୀଙ୍କ ଯୋଡି। ଶୁଣିବାକୁ ମିଳୁଛି କମେଡି ଶୋ “କମେଡି ନାଇଟସ୍ ବଚାଓ” ରେ ଏହି ଦୁହିଁଙ୍କ ସ୍ଥାନରେ ମୋନା ସିଂହଙ୍କୁ ଦେଖିବାକୁ ମିଳିବ। ତେବେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଭାରତୀ ନିଜ ଜୀବନସାଥୀ ତଥା “କମେଡି ନାଇଟସ୍ ବଚାଓ”ର ଲେଖକ ହର୍ଷଙ୍କୁ…
Read More...

ରିଲିଜ ହେଲା ଫିଲ୍ମ ‘ ୟେ ଦିଲ୍ ହେ ମୁସ୍କିଲ’ର ‘ବୁଲ୍ଲେୟା’ ଗୀତ

କରଣ ଜୋହରଙ୍କ ଦ୍ୱାତା ନିର୍ଦେଶିତ ଫିଲ୍ମ ‘ ୟେ ଦିଲ୍ ହେ ମୁସ୍କିଲ’ର ‘ବୁଲ୍ଲେୟା ’ଗୀତ ରିଲିଜ ହୋଇଛି । ଏହି ସୁମଧୁର ଗୀତର ସଂଗୀତ ପ୍ରୀତମ ଦେଇଥିବା ବେଳେ ଏହାକୁ ଅମିତ ମିଶ୍ରା ଓ ଶିଳ୍ପା ରାୱା ଗାଇଛନ୍ତି ଏବଂ ଏହି ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ରଣବୀର କପୁର , ଅନୁଷ୍କା…
Read More...

ଅମିରଙ୍କ ଆଗାମୀ ଫିଲ୍ମ‘ଦଙ୍ଗଲ’ର ଟାଇଟଲ ଟ୍ରାକ୍ ଗାଇବେ ଦଲେର୍ ମେହନ୍ଦୀ

ଗାୟକ ଦଲେର୍ ମେହନ୍ଦୀ ଅଭିନେତା ଅମିର ଖାନଙ୍କ ଆଗାମୀ ଫିଲ୍ମ ‘ଦଙ୍ଗଲ’ର ଟାଇଟଲ ଟ୍ରାକ୍ ଗାଇବେ । ଦଲେର୍ କହିଛନ୍ତି “ ଏହିଥର ମୋର ଆଗାମୀ ଗୀତ ଫିଲ୍ମ ‘ଦଙ୍ଗଲ’ ପାଇଁ ହେବ । ଯାହାକୁ ପ୍ରୀତମ ସଂଗୀତ ଦେଇଛନ୍ତି । ଏହାର ମୁଖଡା ଖୁବ୍ ଅର୍ଥପୂର୍ଣ୍ଣ ଅଟେ । ଏ ଏମିତି ଏକ ଗୀତ ଯାହାକୁ ଲୋକେ ଶୁଣି…
Read More...

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ବଲିଉଡ୍ ସିନେମା “ପିଙ୍କ୍’

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଇଛି ବହୁ ପ୍ରତିକ୍ଷୀତ ବଲିଉଡ୍ ସିନେମା "ପିଙ୍କ୍'। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ବିଗ୍-ବି ଅମିତାଭ ବଚ୍ଚନ । ଏକ ଆଇନଜୀବୀ ଭୂମିକାରେ ନଜର ଆସୁଛନ୍ତି ଅମିତାଭ । ଏହା ବ୍ୟତୀତ ତାପସୀ ପାନ୍ନୁ, କିର୍ତୀ କୁଲାରୀ, ପିୟୁସ ମିଶ୍ର ପ୍ରମୁଖ ଏହି ଫିଲ୍ମରେ…
Read More...

ନୂଆ ବିଜ୍ଞାପନ ‘ ଅବ୍ ସମଝୋତା ନହିଁ ’ରେ ଅମିତାଭ

ବଲିଉଡ ମେଗାଷ୍ଟାର ଅମିତାଭ୍ ବଚ୍ଚନ । ବୟସର ଛାପ ରୋକି ପାରିନି ରିଲ୍ ଲାଇଫକୁ । ଚିତ୍ର ଚରିତ୍ରର ଜଣେ ଅପୂର୍ବ ସୈାଦାଗର । ଫିଲ୍ମ ଓ ବିଜ୍ଞାପନରେ ଖୁବ୍ ସକ୍ରିୟ । ଏବେ ଏକ ଡିଜିଟାଲ ଚ୍ୟାନେଲ “ବ୍ଲଶ”ର  ନୂଆ ବିଜ୍ଞାପନ ‘ ଅବ୍ ସମଝୋତା ନହିଁ ’ରେ ନଜର ଆସିଛନ୍ତି । ଏହି ଭିଡିଓରେ ମହିଳା ଓ…
Read More...