Browsing Category

ମନୋରଞ୍ଜନ

ଆସନ୍ତାକାଲି “ଏ ଦିଲ ହୈ ମୁସ୍କିଲ’ର ରିଲିଜ ହେବ ଟ୍ରେଲର

କରଣ ଜୋହରଙ୍କ ଆଗାମୀ ଫିଲ୍ମ "ଏ ଦିଲ ହୈ ମୁସ୍କିଲ'ର ଟିଜର, ଓ ଗୀତ ରିଲିଜ ହେବା ପରେ ଏବେ ଟ୍ରେଲର ରିଲିଜ ଡେଟ ଘୋଷଣା ହୋଇଛି । ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ଜଣାପଡିଛି ।ଏନେଇ କରଣ ଜୋହର ଟୁଇଟ କରି ଜଣାଇଛନ୍ତି । ଏକ ତରଫା ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଫିଲ୍ମରେ…
Read More...

“ସାବାସ୍ ନାଇଡୁ”କୁ ଚମକାଇବେ ସାଉଥମାଷ୍ଟର୍ କମଲ୍ ହାସନ ଓ ବ୍ରହ୍ମାନନ୍ଦମ୍

ଡିସେମ୍ବର ୧ରେ ପରଦାକୁ ଆସୁଛି ତାମିଲ ଫିଲ୍ମ “ସାବାସ୍ ନାଇଡୁ” । ଏଥିରେ ପ୍ରଥମ ଥରପାଇଁ ଫାଇଟିଂ କରିବେ କମେଡି କିଙ୍ଗ୍ ବ୍ରହ୍ମାନନ୍ଦମ୍ । ଅଭିନେତା କମଲ୍ ହାସନଙ୍କ ସହ ମଧ୍ୟ ସେ ସ୍କ୍ରିନ୍ ସେୟାର କରିବେ । ଆମେରିକାରେ ୮୦ ପ୍ରତିଶତ ସୁଟିଂ ହୋଇଥିବା ଏହି ଫିଲ୍ମଟି ହେଉଛି ଏକ ତ୍ରିକୋଣୀୟ…
Read More...

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅଭିଷେକ ବଚ୍ଚନ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଫିଲ୍ମ କ୍ୟାରିୟରରେ ସେତେ ସଫଳତା ନ ପାଇଥିଲେ ବି ଜଣେ ସୁପର କୁଲ୍ ଅନ୍ଦାଜ ଓ ନିଜ ଫ୍ୟାମିଲକୁ ଖୁବ୍ ଭଲପାଇଥିବା ଅଭିନେତା ଭାବେ ପରିଚିତ । ଅଭିଷେକଙ୍କର ମଧ୍ୟ ଖୁବ୍ ଲୋକ ସଂପର୍କ  । ଏବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଅଭିଷେକ ।…
Read More...

ପ୍ରଥମ ଫିଲ୍ମରେ ହିଁ ରେଖା ଯୌନ ଶୋଷଣର ଶିକାର ହୋଇଥିଲେ

ନିଜର ଅଭିନୟ ଯାଦୁରେ ସତୁରୀ - ଅଶୀ ଦଶକରେ ଦର୍ଶକଙ୍କ ହୃଦୟରେ ବେଶ୍ ରାଜ୍ କରିଥିଲେ ଗ୍ଲାମର୍ ଗର୍ଲ ରେଖା । ଅଭିନୟ ଜରିଆରେ ଫିଲ୍ମ ଦୁନିଆରେ ରେଖା ଯେତିକି ଚହଳ ସୃଷ୍ଟି କରିଥଲେ ବ୍ୟକ୍ତିଗତ ସଂପର୍କ ପାଇଁ ସେତିକି ଚର୍ଚ୍ଚିତ ମଧ୍ୟ ଥିଲେ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ତାଙ୍କ ପ୍ରେମ…
Read More...

କମେଡି ସିରିଏଲରେ ବଲିଉଡର ବୋଲ୍ଡ ଗର୍ଲ ସନ୍ନି ଲିଓନି

ବଲିଉଡର ବୋଲ୍ଡ ଗର୍ଲ ସନ୍ନି ଲିଓନି ଫିଲ୍ମ ଦୁନିଆରେ ନିଜ ଜାଦୁରେ ଦର୍ଶକଙ୍କୁ ମତୁଆଲା କଲାପରେ ବର୍ତମାନ ସିରିଏଲ ଜଗତରେ ପାଦ ଦେବାକୁ ଯାଉଛନ୍ତି । ସବ ଟିଭିର ଲୋକପ୍ରିୟ କମେଡି ସିରିଏଲ "ଭାଭି ଜି ଘର ପର ହେଁ' ରେ ନଜର ଆସିବେ ସନ୍ନି । ଏହା ଆଗରୁ ସନ୍ନି ରିଏଲିଟି ସୋ "ବିଗ୍ ବସ' ଏବଂ…
Read More...

ପ୍ରଯୋଜନା ଦୁନିଆରେ ପାଦ ଦେବେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ

ଖୁବ ଶୀଘ୍ର ପ୍ରଯୋଜନା ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ଅଭିନେତ୍ରୀ ସୋହା ଅଲ୍ଲୀ ଖାନ । ସୋହା ଓ କୁନାଲ ଖେମୁ ନିକଟରେ ନିଜ ନୂଆ ପ୍ରଡକ୍ସନ ହାଉସରନାଁ ଘୋଷଣା କରିଛନ୍ତି । ସୋହାଙ୍କ ନୂଆ ପ୍ରଡକ୍ସନ ହାଉସ ନାଁ ରହିଛି "ରେନଗେଡ୍' । ତାଙ୍କ ପ୍ରଡକ୍ସନ୍ ହାଉସ ବ୍ୟାନରରେ ବାୟୋପିକ ଫିଲ୍ମ…
Read More...

ପୁଣି ଜମିବ କ୍ରିତି-ଟାଇଗରଙ୍କ ଯୋଡି

ପୁଣି ଥରେ ଜମିବ ଟାଇଗର ସ୍ରର୍ଫ ଓ କ୍ରିତି ସାନନଙ୍କ ଯୋଡି । ବଲିଉଡ ବାଗି ବୟ ଟାଇଗର ଓ ଦିଲୱାଲେ ଗର୍ଲଙ୍କୁ ନେଇ ନିର୍ମାତା ଆନନ୍ଦ ଏଲ ରାୟ ପ୍ରସ୍ତୁତ କରୁଛନ୍ତି ରୋମାଟିଂକ ଫିଲ୍ମ । ବନାରସରେ ଫିଲ୍ମର ପ୍ରଥମ ଭାଗ ସୁଟିଂ ଆରମ୍ଭ ହୋଇଛି । ସୁଟିଂ ଆରମ୍ଭ ସମ୍ବନ୍ଧରେ ଟୁଇଟ କରିଛନ୍ତି କ୍ରିତି ।…
Read More...

ଶାହିଦ ରଖିଲେ ନିଜ ଝିଅ ନାଁ ମୀଶା : ମୀରା – ମୀ , ଶାହିଦ -ଶା

ଶାହିଦ କପୁର ନିଜ ମ୍ୟାରେଜ ଠାରୁ ବାପା ହେବା ଯାଏ ଖୁବ୍ ଚର୍ଚ୍ଚାରେ । ଯେବେଠୁ ସାହିଦ କପୁର ବାପା ହେଲେଣି । ସେବେ ଠାରୁ ଫ୍ୟାନ ମାନେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ, ଶାହିଦଙ୍କ ପରିବାରର ଏହି ନୂଆ ମେମ୍ବରର ନାଁ କଣ ରଖାଯିବ । ଶାହିଦଙ୍କ ପତ୍ନୀ ମୀରା କପୁର ଗତ ମାସରେ ଏକ ଝିଅକୁ ଜନ୍ମ…
Read More...

ଏମି ଆୱାର୍ଡରେ ରେଡ୍ ଗାଉନରେ ନଜର ଆସିଲେ ପ୍ରିୟଙ୍କା

ଦେଶୀ ଗର୍ଲ ପ୍ରିୟଙ୍କା ଏବେ ଆମେରିକାରେ ଜଣେ ଖୁବ୍ ଜଣାଶୁଣା ସେଲିବ୍ରିଟି । ଟିଭି ଧାରାବାହିକ କ୍ୱାଣ୍ଟିକୋ ଏବଂ ହଲିଉଡ ସିନେମା ବେୱାଚ୍ ତାଙ୍କୁ ଆଣିଦେଇଛି ସଫଳତା । ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଏମି ଆୱାର୍ଡ ଉତ୍ସବରେ ପ୍ରିୟଙ୍କା ପହଁଞ୍ଚିଥିଲେ ଲାଲ୍ ପରୀ ସାଜି । ଡିଜାଇନର ରେଡ୍ ଗାଉନ…
Read More...

ଜୟପୁରର ଝିଅ ଆନି ପ୍ରିନ୍ସ : ସାଉଥ୍ ସିନେ ଇଣ୍ଡଷ୍ଟ୍ରିରେ ସାଉଥþ ଓଡିଶା ସେନସେସନ

କନ୍ନଡ ଚଳଚିତ୍ର ‘ନାନୋ ବନେ ଓଲିଭନୁ’ । ଏଥିରେ ଦେଖିବାକୁ ମିଳିବ ଜୟପୁର ଝିଅ ପ୍ରିନ୍ସଙ୍କ ଅଭିନୟର ଯାଦୁ । ଏହି ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି ପ୍ରିନ୍ସ । ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଫିଲ୍ମ । ଏହା ପୂର୍ବରୁ ତାମିଲ ଫିଲ୍ମ ମହାରାଣୀ କୋଟାଇରେ…
Read More...