ଆସନ୍ତା ୨୦ ଯାଏ ରାଜ୍ୟରେ ମେଘୁଆ‌ ପାଗ ଓ ବର୍ଷା ! ଆଜି ୯ଟି ଜିଲ୍ଲାରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଗତକାଲି ଉତ୍ତର ଆଣ୍ଡାମାନ ସାଗରରେ ରହିଥିବା ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଛି । ଏହା ଆହୁରି ପଶ୍ଚିମକୁ ଗତି କରିବ ଓ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ୧୮ ତାରିଖ ବେଳକୁ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ…

ମହିଳାଙ୍କୁ ଅଟକ ରଖିଲେ ମଦୁଆ ଅଫିସର : ଅଶ୍ଳୀଳ ଭାଷାରେ ଗାଳି କରିଥିବା ଅଭିଯୋଗ

କନକ ବ୍ୟୁରୋ : ମହିଳାଙ୍କୁ ଅଟକ ରଖିଲେ ମଦୁଆ ଅଫିସର । ବରଗଡ଼ ବିଜେପୁର ବିଡିଓଙ୍କୁ ଅଭିଯୋଗ ଜଣାଇବା ପାଇଁ ଯାଇଥିଲେ ସାନବାଉଁସେନ ପଂଚାୟତ ଝାଲପାଲି ଗାଁର ସ୍ୱୟଂସହାୟକ ଗୋଷ୍ଠୀର ମହିଳା । ହେଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୟାଧର ଭୋଇ ମଦ୍ୟପାନ କରି ମହିଳାଙ୍କୁ ଏକ କୋଠରୀରେ ୬ ଘଂଟା…

ପୋଖରୀରେ ଲୁଚାଇ ରଖିଥିଲେ ମଦ ପୋଚ । ପୁରୁଣା ବାଲେଶ୍ୱରରେ ଅବକାରୀ, ପୋଲିସ ଓ ବନବିଭାଗର ୧୦୦ ଜଣିଆ ଦଳର ଚଢାଉ

କନକ ବ୍ୟୁରୋ : ପୋଖରୀ ଭିତରେ ଲୁଚାଇ ରଖିଥିଲେ ମଦ ପୋଚ । ଚଢାଉ କଲା ଅବକାରୀ ବିଭାଗ । ପୁରୁଣା ବାଲେଶ୍ୱରରେ ଚାଲିଛି ମାରାଥନ ଚଢାଉ । ଅବକାରୀ, ପୋଲିସ ଏବଂ ବନ ବିଭଗର ୧୦୦ ଜଣିଆ ଦଳ ଚଢାଉ କରୁଛନ୍ତି । ମଦ ବ୍ୟବସାୟୀ ଫେରାର ହୋଇଯାଇଥିବା ବେଳେ ପୋଖରୀ ଓ ନଈ ଭିତରେ ଲୁଚାଇ ରଖାଯାଇଥିବା ମଦ…

କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ : ଏକ ସାମାଜିକ କାର୍ଯ୍ୟକ୍ରମକୁ ଗସ୍ତ ବେଳେ ଅଲଣା ହାଟ…

କନକ ବ୍ୟୁରୋ : ଜଗତସିଂହପୁରରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ନାଉଗାଁ ଅଙ୍ଗେଶ୍ୱରପଡା ହାଇସ୍କୁଲକୁ ଏକ ସାମଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଅଲଣା ହାଟ ନିକଟରେ ଅଣ୍ଡା ମାଡ଼ କରାଯାଇଛି । ଯୁବ କଂଗ୍ରେସ ନେତା ମାନେ କଳାପତାକା ଦେଖାଇବା…

ଏଥର ୬୭୯୪ ପଂଚାୟତରେ ହେବ ପଂଚାୟତ ନିର୍ବାଚନ : ୯୧ ହଜାର ୯୧୬ ୱାର୍ଡ଼ରେ ତ୍ରିସ୍ତରୀୟ ଭୋଟିଂ

କନକ ବ୍ୟୁରୋ : ଏଥର ୬ ହଜାର ୭୯୪ ପଂଚାୟତରେ ହେବ ପଂଚାୟତ ନିର୍ବାଚନ । ଗତ ୨୦୧୭ ନିର୍ବାଚନରେ ୬ ହଜାର ୮୦୧  ଗ୍ରାମ ପଂଚାୟତରେ ନିର୍ବାଚନ ହୋଇଥିଲା । ଏଥର ୭ଟି ଗ୍ରାମ ପଂଚାୟତକୁ ଏନ୍ଏସିରେ ମିଶାଇ ଦିଆଯାଇଛି । ବାଲେଶ୍ୱର ରେମୁଣାର ୪ଟି ଗ୍ରାମ ପଂଚାୟତ, ନୟାଗଡ଼ ଓଡଗାଁର ୨ଟି ଗ୍ରାମ ପଂଚାୟତ…

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ । ଓଡିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇର ଚଢାଉ

କନକ ବ୍ୟୁରୋ : ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ମାମଲାରେ ସିବିଆଇର ତନାଘନା । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୬ଟି ସ୍ଥାନରେ ଚଢାଉ କରୁଛି ସିବିଆଇ । ଓଡ଼ିଶାରେ ମଧ୍ୟ ସିବିଆଇ ପକ୍ଷରୁ ଯାଂଚ କରାଯାଉଛି । ନଭେମ୍ବର ୧୪ ତାରିଖରେ ସିବିଆଇ ଅଲଗା ଅଲଗା ୨୩ଟି ମାମଲା ରୁଜୁ…