କୁଆଖାଇ ନଦୀ ତଳେ ଯୁବକଙ୍କ ମୃତଦେହ ମିଳିବା ଘଟଣା : ମିଳିଲା ମୃତ ଯୁବକଙ୍କ ପରିଚୟ

କନକ ବ୍ୟୁରୋ : କୁଆଖାଇ ନଦୀ ତଳେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ମୃତ ଯୁବକଙ୍କ ମିଳିଲା ପରିଚୟ । ମୃତକ ହେଲେ ସୁରେଶ ଆଦାକ । ତାଙ୍କ ଘର ବସ୍ତା ଅଂଚଳରେ ବୋଲି ଜଣାପଡ଼ିଛି । ସେ ଦୀର୍ଘ ଦିନ ହେଲା ରସୁଲଗଡ଼ ଅଂଚଳରେ ରହି ଅଟୋ ଚଳାଉଥିଲେ । ୨ ଦିନ ତଳେ ସାଙ୍ଗ ମାନଙ୍କ ସହ କୁଆଖାଇକୁ ଗାଧୋଇବାକୁ…

କାଦୁଅ ଖାତରେ ଖସିପଡ଼ିଲା ଶିଶୁ ହାତୀ : ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କଲେ ବନ କର୍ମଚାରୀ

କନକ ବ୍ୟୁରୋ : କୁଚିଣ୍ଡା ବନାଂଚଳ ବେଦଝରଣ ନିକଟ ଏକ ନାଳକୁ ପାଣି ପିଇବାକୁ ଯାଇଥିବାବେଳେ ଏକ ଶିଶୁ ହାତୀ ଆହତ ହୋଇଛି ।  ଜଙ୍ଗଲ ନିକଟ ଏକ କାଦୁଅ ଖାତ ଭିତରେ ହାତୀଟି ଫସିରହିଥିବା ବେଳେ ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ହାତୀକୁ ଉଦ୍ଧାର କରିଛି ବନବିଭାଗ । ଏହି ଶିଶୁ ହାତୀର ବୟସ ୬…

ପରିବା ବଜାରରେ ପଞ୍ଚୁକ ତାତି : ୫୦ ଟଙ୍କା ଉପରେ ପ୍ରାୟ ସବୁ ପରିବା ଦର

କନକ ବ୍ୟୁରୋ : ପରିବା ବଜାରରେ ପଞ୍ଚୁକ ତାତି । ଏବେ ପଞ୍ଚୁକ ଚାଲିଥିବା ବେଳେ ପରିବା ଦର ଆକାଶ ଛୁଆଁ । ପ୍ରାୟତଃ ସବୁ ଓଡ଼ିଆଙ୍କ ଘରେ ଆମିଷ ବାରଣ । ଘରେ ଘରେ ଚାଲିଛି ହବିଷ କିମ୍ବା ନିରାମିଷ ଭୋଜନ ବିଧି। ମାତ୍ର ଏତିକିବେଳେ ପରିବା ବଜାରର ତାତି ପଞ୍ଚକ ପାଳନକୁ ଅଧିକ କଷ୍ଟଦାୟକ କରିଛି ।…

୧୭ରୁ ଅନ୍ଧାର ହୋଇଯିବ ବ୍ରହ୍ମପୁର : ବିଦ୍ୟୁତ୍ ବିଲ ବାବଦରେ ବକେୟା ଅଛି ୭କୋଟି ୬୫ ଲକ୍ଷ ଟଙ୍କା

କନକ ବ୍ୟୁରୋ : ଆସନ୍ତା ୧୭ରୁ ଅନ୍ଧାରରେ ବୁଡ଼ିପାରେ ରେଶମ ସହର ବ୍ରହ୍ମପୁର । ବିଦ୍ୟୁତ ବିଲ୍ ବାବଦରେ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ ୭କୋଟି ୬୫ ଲକ୍ଷ ଟଙ୍କା ବାକି ରଖିଥିବାରୁ ଏଭଳି ପଦକ୍ଷେପ ନେଇପାରେ ବିଦ୍ୟୁତ ବିଭାଗ । ବକେୟା ଅର୍ଥ ନେଇ ବିଦ୍ୟୁତ ବିଭାଗ ୧୫ ଦିନର ମହଲତ ଦେଇଥିଲା । ଗତ ୨…

ନୂଆ ସର୍ବେକ୍ଷଣରୁ ଆସିଲା ସାଂଘାତିକ ତଥ୍ୟ : କରୋନା କଟକଣା ଯୋଗୁଁ ଚାପରେ ରହୁଛନ୍ତି ଛୋଟ ପିଲା

କନକ ବ୍ୟୁରୋ : ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମାମଲା କମ୍ ହୋଇଥାଇପାରେ । କିନ୍ତୁ କରୋନା କାଳରେ ଛୋଟ ପିଲାଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିଛି । ନିକଟରେ ହୋଇଥିବା ସର୍ଭେକ୍ଷଣରୁ ଏନେଇ ସାଂଘାତିକ ତଥ୍ୟ ମିଳିଛି । ରାଜ୍ୟର ପ୍ରାୟ ୧୬ଟି ଜିଲ୍ଲାର ୮୪ଟି ବ୍ଲକରେ ୨ ହଜାର…

ରାଜ୍ୟରେ ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୨ ଜଣ ଶିଶୁ ଓ କିଶୋର…