ଲଗାଣ ବର୍ଷାରେ ବାଲିଗୁଡାରେ ଧୋଇଗଲା ପୋଲ : ରାସ୍ତାରେ ୩ ଫୁଟର ପାଣି, ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ଲଘୁଚାପ ଯୋଗୁ ଲଗାଣ ବର୍ଷା । ଆଉ ଲଗାଣ ବର୍ଷାରେ କନ୍ଧମାଳ ବେହାଲ ହୋଇପଡ଼ିଛି । ବର୍ଷା ଜାରି ରହିଥିବା ବେଳେ ଧୋଇଯାଇଛି ପୋଲ । ତୁମୁଡି ବ୍ଲକର ଶୀର୍ଲା - ପାରିଗଡ ରାସ୍ତାର ବତେଡିମୁଣ୍ଡା ନିକଟରେ ଏହି ପୋଲ ଧୋଇ ଯାଇଛି । ପାରିଗଡ ପଞ୍ଚାୟତର ଅନେକ ଗାଁକୁ ଯୋଗାଯୋଗ…

ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣା : ଜିଲ୍ଲାପାଳଙ୍କ ବଡ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କନକ ବ୍ୟୁରୋ : ସେବାଶ୍ରମ ଛାତ୍ର ମୃତ୍ୟୁ ଘଟଣା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବା ସହିତ ରୋଷେୟାକୁ କାର୍ଯ୍ୟରୁ ବାହାର କରିଛନ୍ତି । କିଛି ଦିନ ପୂର୍ବରୁ ମାଲକାନଗିରି କୋଲାଗୋଣ୍ଡା…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଜୋର ଧରୁଛି ଦାବି : ୧୦ ଦିନରେ ନ ଖୋଲିଲେ ମନ୍ଦିର ସାମ୍ନାରେ ଧାରଣା ପାଇଁ ଚେତାବନୀ…

କନକ ବ୍ୟୁରୋ : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ତେଜୁଛି । ୧୦ ଦିନ ମଧ୍ୟରେ ରତ୍ନଭଣ୍ଡାର ନଖୋଲିଲେ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିବେ ଆବେଦନକାରୀ ଅଭିଷେକ ଦାସ । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ସେ ଚିଠି ଲେଖିଛନ୍ତି । ପୂର୍ବରୁ ଅଭିଷେକ ଦାସ ପିଟିସନର ଭାବେ…

ମା’ ମରିଚି ଠାକୁରାଣୀଙ୍କ ମନ୍ଦିରରେ ଭକ୍ତମୟ ପରିବେଶ : ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ହୁଏ…

କନକ ବ୍ୟୁରୋ : ପୁରୀ ମା’ ମରିଚିକୋଟ ଛକରେ ରହିଛି ମା’ ମରିଚି ଠାକୁରାଣୀଙ୍କ ମନ୍ଦିର । ଶ୍ରୀମନ୍ଦିର ରୀତିନୀତି ସହ ମା’ଙ୍କ ମନ୍ଦିର ଜଡିତ । ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଚଣ୍ଡିପାଠ ହୋଇଥାଏ । ପ୍ରତ୍ୟେକ ଦିନ ମା’ଙ୍କ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ମଇଲମ,…

କୋଟିଆ ଗ୍ରାମପୁଞ୍ଜରେ ହେବ ଜଳ ବିଦ୍ୟୁତ୍ ପ୍ରକଳ୍ପ : ଆଦାନୀ ଓ ଟାଟା ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ; ବିନିଯୋଗ ହେବ…

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ହେବ ଜଳବିଦ୍ୟୁତ୍ ପ୍ରକଳ୍ପ । ଆଦାମୀ ଗ୍ରୁପ୍ ପକ୍ଷରୁ ପମ୍ପ ଚାଳିତ ଜଳବିଦ୍ୟୁତ୍ ପ୍ରକଳ୍ପ ଦ୍ୱାରା ଏଠାରୁ ବିଦ୍ୟୁତ୍ ଉତ୍ପାଦନ କରାଯିବ । ଯାହାକୁ ବିତରଣ କରିବ ଟାଟା ପାୱାର । ଏଥିପାଇଁ ପାଖାପାଖି ୫୦୦ କୋଟି ଟଙ୍କା ବିନିଯୋଗ…

ବଂଶଧରା ବାଲିଶଯ୍ୟାରୁ ବାଲି ଖନନକୁ ବିରୋଧ : ଗୁଣୁପୁରରେ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ

କନକ ବ୍ୟୁରୋ : ହଟହଟା ହୋଇଛନ୍ତି ଜିଲ୍ଲାପାଳ । ଶେଷରେ ଜିଲ୍ଲାପାଳଙ୍କୁ ଚଲାଇ ଚଲାଇ ନେଇଛନ୍ତି ଗାଁର ଲୋକେ । ଗୁଣୁପୁର ତହସିଲ ଅନ୍ତର୍ଗତ କତୁରୁ ବାଲିଶଯ୍ୟାରୁ ବାଲି ଖନନକୁ ବିରୋଧ କରିଆସୁଛନ୍ତି ଗାଁର ଲୋକେ । ପ୍ରତିଦିନ ବାଲି ଉଠାଣ କରାଯାଉଥିବା ବେଳେ ଚାଷ ଉଜୁଡିଯିବା ସହିତ ଗାଁ ପ୍ରତି…