ଗୋଟିଏ ଦେହରେ ତିନୋଟି ଗୋଡ: ବାଲେଶ୍ୱରର ଏଭଳି ଶିଶୁକୁ ନେଇ ଚିକିତ୍ସା ବିଜ୍ଞାନରେ ଚର୍ଚ୍ଚା । ପରୀକ୍ଷା ପରେ ଜଣାପଡିବ…

କନକ ବ୍ୟୁରୋ: ଗୋଟିଏ ଶିଶୁ ତିନୋଟି ଗୋଡ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କାରଣ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ଶିଶୁର ତିନୋଟି ଗୋଡ ରହିଛି । ସାଧାରଣତ ୨ଟି ଗୋଡ ଯେମିତି ରହିବା କଥା ସେମିତି ରହିଛି ମାତ୍ର ଆଉ ଏକ ଗୋଡ ଅଣ୍ଟା ପାଖରୁ ବାହାରିଛି । ତେବେ…

‘ଲେମ୍ବୁ’ ଲଗାଇଲା ରାଜନୀତିରେ ରଙ୍ଗ । ରାଫେଲରେ ରାଜନାଥଙ୍କ ଲେମ୍ବୁ ପୂଜା ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବହୁ ପ୍ରତିକ୍ଷୀତ ରାଫେଲ ବିମାନକୁ ପୂଜା କରିବା ପରେ ଆରମ୍ଭ ହୋଇଛି ରାଜନୀତି । ଗତକାଲି ଶସ୍ତ୍ରପୂଜା ବେଳେ ରାଜନାଥ ରାଫେଲରେ ଓଁ ଲେଖିବା ସହ ଭାରତୀୟ ପରମ୍ପରା ଅନୁସାରେ ବିମାନ ଚକ ତଳେ ଲେମ୍ବୁ ରଖିଥିଲେ । ଆଉ ଫ୍ରାନରେ ଲେମ୍ବୁ…

ଜିଓର ମାଗଣା ଯୁଗ ଶେଷ: ଜିଓ ଗ୍ରାହକଙ୍କ ପାଇଁ ବଡ ଘୋଷଣା । ଅନ୍ୟ ନେଟୱର୍କକୁ କଲ କଲେ ପଡିବ ପଇସା । କାଲିଠାରୁ ନୂଆ…

କନକ ବ୍ୟୁରୋ: ଜିଓର ମାଗଣା ଯୁଗ ଶେଷ । ମାଗଣା ଭଏସ କଲରେ କଟକଣା ଲଗାଇଛି ରିଲାଏନ୍ସ ଜିଓ । ଏଣିକି ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ କଲେ ପଡିବ ପଇସା । ଅଣ- ଜିଓ ମୋବାଇଲକୁ କଲ କଲେ ମିନିଟ ପିଛା ୬ ପଇସା ପଡିବ । ତେବେ ଆସନ୍ତାକାଲି ଠାରୁ ଏହି ନୂଆ ନିୟ୍ମ ଲାଗୁ ହେବ ବୋଲି ଜିଓ ପକ୍ଷରୁ ବଡ…

କର୍ଣ୍ଣାଟକ ବିଧାନସଭାକୁ ମିଡିଆ ମନା: ଗୃହକାର୍ଯ୍ୟର ସିଧାପ୍ରସାରଣ ଉପରେ କଟକଣା, ସାମ୍ବାଦିକଙ୍କୁ ପରେ ଦିଆଯିବ ଭିଡିଓ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ କର୍ଣ୍ଣାଟକ ବିଧାନସଭା । ବିଗତ କିଛି ଦିନ ତଳେ ନୂଆ ନୂଆ ରାଜନୈତିକ ନାଟକ ପାଇଁ କର୍ଣ୍ଣାଟକ ବିଧାନସଭା ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ଗଣମାଧ୍ୟମକୁ ବ୍ୟାନ କରି ଚର୍ଚ୍ଚାର ପରିସରକୁ ଆସିଛି । ତେବେ କର୍ଣ୍ଣାଟକ ବିଧାନସଭାର ସିଧାପ୍ରସାରଣ ଉପରେ କଟକଣା…

ଓଡିଶା ହେବ କି ରାମରାଜ୍ୟ ? ଦଶହରାରେ ରାଜନେତାଙ୍କ ‘ରାମାୟଣ ରାଜନୀତି’

କନକ ବ୍ୟୁରୋ: ପବିତ୍ର ବିଜୟା ଦଶମୀରେ ଉଠିଛି ରାମରାଜ୍ୟର କଥା । ରାବଣକୁ ବଦ୍ଧ କରି ରାଜା ଶ୍ରୀରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ସାରା ଅଯୋଧ୍ୟାବାସୀ ରାମରାଜ୍ୟର ପରିକଳ୍ପନାରେ ଉତ୍ସାହିତ ହୋଇପଡିଥିଲେ । ତେବେ ବର୍ତ୍ତମାନ କଣ ରାମରାଜ୍ୟ ସମ୍ଭବ? ଆଉ ଯଦି ସମ୍ଭବ, ତେବେ କେବେ…

ମୁଁ ଯବାନ ହେବି, ସୀମାରେ ଶତ୍ରୁଙ୍କ ସହ ଲଢେଇ କରିବି । ପାଠ ପଢି ଦେଶ ସେବା କରିବାକୁ ସଂଘର୍ଷ କରୁଛି ମାଲକାନଗିରିର…

କନକ ବ୍ୟୁରୋ: ମୁଁ ପାଠ ପଢିବି, ଯବାନ ହେବି । ଆଉ ସୀମାରେ ଶତ୍ରୁଙ୍କ ସହ ଲଢେଇ କରି ମୋ ଦେଶକୁ ରକ୍ଷା କରିବି । ଘର ଘର ବୁଲି କ୍ଷୀର ବିକୁଥିବା ଏ କୁନି ପିଲା ସୈନିକଟେ ହେବାର ସ୍ୱପ୍ନ ଦେଖିଛି । ଆଉ ନିଜ ସ୍ୱପ୍ନକୁ ସାକାର କରିବାକୁ ସବୁଦିନ ସଙ୍ଘର୍ଷ କରୁଛି । ତେବେ ସକାଳ ହେବା କ୍ଷଣି…