ଗୁହାରୀ କରୁଛି ଗଙ୍ଗାଧର: ମତେ ଭଲ କରିଦିଅ, ମୁଁ ପାଠ ପଢିବି… ରୋଗ ଶଯ୍ୟାରେ ଶୋଇ ବି ସ୍କୁଲ ଯିବାର ସ୍ୱପ୍ନ…

କନକ ବ୍ୟୁରୋ: ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରୀ ଆଶା । ସେ ସୁସ୍ଥ ହେବ, ସ୍କୁଲ ଯିବ ଆଉ ପୁଣି ଥରେ ପାଠ ପଢା ଆରମ୍ଭ କରି ବଡ ମଣିଷ ହେବ । ରୋଗକଷ୍ଟର ଖଟ ଉପରେ ଶୋଇ ଯନ୍ତ୍ରଣା ସହ ଯୁଦ୍ଧ କରୁଥିବା କୁନି ବାଳକ ଗଙ୍ଗାଧର ଖଟୁଆ ନିଜ ଭବିଷ୍ୟତକୁ ନେଇ ଏମିତି କିଛି ସ୍ୱପ୍ନ ଦେଖୁଛି । ଅଜଣା…

ଦୁଃଖର ଚକ୍ରବ୍ୟୁହରେ ଚାପି ହୋଇଛନ୍ତି ଚମ୍ପା: ନା ମୁଣ୍ଡ ଉପରେ ଛପର ଅଛି ନା ରହିବାକୁ ଘର । ବାତ୍ୟାରେ ଘର ଭାଙ୍ଗିଯିବା…

କନକ ବ୍ୟୁରୋ: ଦୂରରୁ ଦିଶୁଥିବା ଏ ଭଙ୍ଗା ଚାଳ ଘରେ ଜଣେ ବିଧବା ମହିଳା ରହନ୍ତି ଆଉ ତାଙ୍କ ସହ ରୁହେ ଦୁଃଖର ଦାନବ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ହେବ ଏମିତି ଜୀବନ-ଯନ୍ତ୍ରଣା ସହ ଯୁଝିଯୁଝି ଦୁଃଖରେ ଦିନ କାଟୁଛନ୍ତି ଢେଙ୍କାନାଳ ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁର ଗରିବ…

ରାଜଧାନୀରେ ଦାଦାଗିରି ଦେଖାଇ ଜେଲ ଗଲେ ରାଜ୍ୟ ବାହାରର ଯୁବକ । ଆର୍ମି ପରୀକ୍ଷାରେ ଫେଲ ହେବା ପରେ ରଚିଥିଲେ ଆତଙ୍କରାଜ

କନକ ବ୍ୟୁରୋ: ସାଙ୍ଘାତିକ ହେଲା ସେନା ପରୀକ୍ଷାର୍ଥୀଙ୍କ ବ୍ୟବହାର । ରାଜ୍ୟ ବାହାରୁ ସେନାରେ ଭର୍ତ୍ତି ପାଇଁ ଆସିଥିବା ଯୁବକଙ୍କ ବିଶୃଙ୍ଖଳାରେ ଅତିଷ୍ଟ ହୋଇ ପଡିଲା କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଗୁଣ୍ଡାଗିରି କରିବା ସହ ଏମାନେ ଯୁବତୀଙ୍କୁ ଅସଦାଚରଣ ମଧ୍ୟ କରିଛନ୍ତି । ଏହି…

ଜନ୍ମଦିନରେ ନବୀନଙ୍କ ବଡ ଭେଟି: ଫୁଲବାଣୀରେ ହେବ ମେଡିକାଲ କଲେଜ । ଅନ୍ୟ ୫ ଜିଲ୍ଲାର ସ୍ୱାସ୍ଥ୍ୟସେବା ନେଇ ମଧ୍ୟ…

କନକ ବ୍ୟୁରୋ: ଜନ୍ମଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣି ବଡ ଘୋଷଣା କଲେ ନବୀନ । ଫୁଲବାଣୀ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀରେ ହେବ ମେଡିକାଲ କଲେଜ । ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।…

ଓଡିଶାରେ ଅଳିଆ ସଫା କଲେ ସୁଇଜରଲ୍ୟାଣ୍ଡ ଦମ୍ପତି: ରାସ୍ତା କଡରେ ସଫେଇ କରି ଦେଶକୁ ସ୍ୱଚ୍ଛ ରଖିବାକୁ ଦେଲେ ବାର୍ତ୍ତା

କନକ ବ୍ୟୁର: ଓଡିଶାରେ ସଫେଇ କଲେ ସୁଇଜରଲ୍ୟାଣ୍ଡ ଦମ୍ପତି । ହାତରେ ଅଖା ଓ ସଫେଇ ଯନ୍ତ୍ର ଧରି ସହର ସଫା କଲେ ସୁଇଜରଲ୍ୟାଣ୍ଡରୁ ଆସିଥିବା ସ୍ୱାମୀସ୍ତ୍ରୀ । କୋରାପୁଟକୁ ବୁଲିବାକୁ ଆସିଥିବା ଏହି ଦମ୍ପତି ସହରର ରାସ୍ତା କଡରେ ପଡିଥିବା ଅଳିଆ ଆବର୍ଜନାକୁ ଗୋଟାଇବା ସହ ସେସବୁକୁ ଏକ ଅଖାରେ…

ଜୀବନ ପାଉଛି ଶୁଖିଲା ପଇଡ: ଅଦରକାରୀ ପଇଡକୁ ସାଉଁଟି ଆଣି ଦେବାଦେବୀଙ୍କ ସୁନ୍ଦର ଚିତ୍ର କରୁଛନ୍ତି ବିଭୂତି

କନକ ବ୍ୟୁରୋ: ପଇଡରୁ ପାଣି ପିଇ ସାରିଲା ପରେ ସମସ୍ତେ ତାକୁ ଫୋପାଡି ଦିଅନ୍ତି କିମ୍ବା ଅଦରକାରୀ ଭାବି ଜାଳେଣୀ ପାଇଁ ନେଇଯାଆନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ପଇଡ ସହ ଦିନ ରାତି କାଟି ଦିଅନ୍ତି । ପଇଡକୁ ପ୍ରେମ କରନ୍ତି, ପଇଡକୁ ମନ ଦିଅନ୍ତି ଆଉ ପଇଡ ଭିତରେ ପ୍ରଭୁଙ୍କୁ…