ଅଶୋକଙ୍କ ବିଜେପୁର ଅଭିମାନ: ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିବ କି ବଡ ଝଟକା ? ଅଣଦେଖା ଅଭିଯୋଗ ଆଣିଲେ ଅଶୋକ…

କନକ ବ୍ୟୁରୋ: ବିଜେପୁର ଉପ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ବିଜେପୁର ମୈଦାନରୁ ଆସିଛି ଏକ ହଟଚମଟ ସୃଷ୍ଟି କଲା ଭଳି ଖବର । ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ଅଶୋକ ପାଣିଗ୍ରାହୀ । ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ବହୁ ସମର୍ଥକ ଏନେଇ ଏକ ବୈଠକ ବି କରିଥିବା…

ଆମେରିକାରେ ମାଦୁର୍ଗା: ମହାଷ୍ଟମୀ ପାଳିଲେ ପ୍ରବାସୀ ଓଡ଼ିଆ, ମାଆଙ୍କ ପୂଜା ସହ ମୀନାବଜାର ମଜା ନେଲେ

କନକ ବ୍ୟୁରୋ: ରାଜ୍ୟ ତଥା ଦେଶ ଏବେ ଉତ୍ସବମୁଖର ଶାରଦୀୟ ଦୁର୍ଗାପୂଜାକୁ ନେଇ । ମାଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଚାଲିଛି ବୁଲାବୁଲି । ତେବେ ଖାଲି ଆମ ଦେଶ କାହିଁକି ଦେଶ ବାହାରେ ମଧ୍ୟ ଚାଲିଛି ପୂଜା ସେଲିବ୍ରେସନ । ତେବେ ଆମେରିକାର ପ୍ରବାସୀ ଓଡିଆମାନେ ମଧ୍ୟ ପାଳୁଛନ୍ତି ଦୁର୍ଗାପୂଜା ।…

ଆସନ୍ତା ୪୮ ଘଣ୍ଟାରେ ବର୍ଷା ସମ୍ଭାବନା: ଭିଜିବ ଓଡିଶା, ପାଣିଚିଆ ହୋଇପାରେ ଦଶହରା ମାହୋଲ

କନକ ବ୍ୟୁରୋ: ଦଶହରାରେ ମାଡି ଆସୁଛି ବର୍ଷା । ଆଗାମୀ ୪୮ ଘଣ୍ଟା ଭିତରେ ଭିଜିବ ସାରା ରାଜ୍ୟ । ଉତ୍ତର ଏବଂ ଉପକୂଳ ଓଡିଶାରେ ୪୮ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ଲଗାଣ ବର୍ଷା ହେବାର…

ବିହାରକୁ ହାତ ବଢାଇଲା ଓଡିଶା: ବନ୍ୟା ପାଇଁ ବିହାରକୁ ସବୁ ସାହାଯ୍ୟ କରିବାକୁ ଓଡିଶା ପ୍ରସ୍ତୁତ ବୋଲି କହିଲେ ନବୀନ

କନକ ବ୍ୟୁରୋ: ବିଗତ କିଛି ଦିନ ହେବ ବିହାରରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ପରିସ୍ଥିତି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିହାରରେ ବନ୍ୟା ପରିସ୍ଥିତି କେମିତି ଅଛି ସେ ନେଇ କଥା…

ଶିକ୍ଷାର ସଉଦା କରି ଶିକ୍ଷୟିତ୍ରୀ ମାଲେମାଲ୍ ? ସିଟି ଟ୍ରେନିଂ ଶିକ୍ଷୟିତ୍ରୀଙ୍କ ସମ୍ପତ୍ତିଙ୍କ ଦେଖି ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ: ଅଳ୍ପ ବର୍ଷ ହେଲା ଚାକିରି ହେଲେ ଅଚଳା ଅଚଳ ସମ୍ପତ୍ତି । ୧୦ ବର୍ଷରେ ଚାକିରି କରି କୋଟିପତି ବନିଛନ୍ତି ଶିକ୍ଷୟିତ୍ରୀ । ସ୍କୁଲରେ ଶିକ୍ଷକତା କରି ଜଣେ କୋଟିପତି ହୋଇଥିବ ହୁଏତ ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ଭିଜିଲାନ୍ସ ରେଡ ବେଳେ ଯେଉଁ ସମ୍ପତ୍ତି ତାଲିକା ଆସିଛି…

ଗାନ୍ଧୀ ଜୟନ୍ତୀରେ ନେତାକର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ,…

କନକ ବ୍ୟୁରୋ: ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେଲା ବିଜେଡି ଜନସମ୍ପର୍କ ପଦଯାତ୍ରା । ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ବିଜେଡିର ଏହି ପଦଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କ ସହ ଯୋଡି ହେବା ଆଉ…