Daily Archives

April 26, 2024

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ନାମାଙ୍କନପତ୍ର ଦାଖଲ ଶେଷ । ୪ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ୩୯…

କନକ ବ୍ୟୁରୋ : ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଗତକାଲି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ୩୯ ପ୍ରାର୍ଥୀ । ସେହିଭଳି ମୋଟ ୭୫ ସେଟ୍ ନାମାଙ୍କନପତ୍ର ଦାଖଲ କରାଯାଇଛି ।…

ଦେବଗଡରେ ପ୍ରଣବ ପ୍ରକାଶଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ ।

କନକ ବ୍ୟୁରୋ: ଦେବଗଡ ଜିଲ୍ଲା ତିଲେଇବଣିରେ ଓ ବଳମରେ ପ୍ରଚାର କଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବଳମ୍ବଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ…

ଉମରକୋଟରେ ଭିକେ ପାଣ୍ଡିଆନ୍ । ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ୍ ଅପିଲ ।

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ପାଇଁ ନବରଙ୍ଗପୁର ଗସ୍ତରେ ବିଜେଡି ନେତା ଭି.କେ ପାଣ୍ଡିଆନ । ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୪ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପାଣ୍ଡିଆନ । ପ୍ରଥମେ ଉମରକୋଟ ମୁନିସିପାଲଟି ଏବଂ ଝରିଗାଁ ବ୍ଲକ ଧଡରା ଠାରେ ନିର୍ବାଚନୀ…

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆଗରେ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ପ୍ରବଳ ଖରା ଯୋଗୁଁ ଯୁକ୍ତ୩ ଦ୍ୱିତୀୟ ବର୍ଷ…

କନକ ବ୍ୟୁରୋ: +୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଂଚାଇବା ଦାବି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବିଶ୍ୱବିଦ୍ୟାଳୟ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ, ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ…

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ମେ ୨୦ରେ ୫ ଲୋକସଭା , ୩୫…

କନକ ବ୍ୟୁରୋ: ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଦ୍ଧିବଦ୍ଧ ବିଜ୍ଞପ୍ତି । ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ମେ ୨୦ରେ ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟିଂ ହେବ । ଏଥିପାଇଁ ଏପ୍ରିଲ ୨୬ରୁ ମେ…

ନୃଶଂସ ଦେଢଶୁରର ଉନ୍ମତ୍ତ କାଣ୍ଡ । ଭାଇବୋହୂ ଓ ବର୍ଷକର ପୁତୁରାକୁ କୁରାଢିରେ ହାଣି କଲା ହତ୍ୟା ।

କନକ ବ୍ୟୁରୋ: କୁଚିଣ୍ଡା ଦଲକିବାହାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଏଠାରେ ଜଣେ ବ୍ୟକ୍ତି ଭାଇବୋହୂ ସହ ବର୍ଷକର ପୁତୁରାକୁ କୁରାଢିରେ ହାଣି ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ଫେରାର ଅଛି । ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…