Daily Archives

April 26, 2024

୨୮ରେ ହେଭି ୱେଟଙ୍କ ପ୍ରଚାରରେ କମ୍ପିବ ଓଡିଶା । ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ…

କନକ ବ୍ୟୁରୋ : ଦିନକ ପରେ ଦିଲ୍ଲୀରୁ ଓଡିଶା ଆସିବେ ବିଜେପି ଓ କଂଗ୍ରେସର ଦୁଇ ଟାଣୁଆ ନେତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ…

ଆକ୍ରାମଣାତ୍ମକ ମୁଦ୍ରାରେ ସବୁ ଦଳର ନେତା । ନବୀନଙ୍କ ଟାର୍ଗେଟରେ ଜବାବ ଦେଲେ ଶାହା । ଜାରି ରହିଛି ଧର୍ମେନ୍ଦ୍ର ଓ…

କନକ ବ୍ୟୁରୋ : ନିର୍ବାଚନ ଯେତେ ପାଖଉଛି ସେତେ ଆକ୍ରମଣାତ୍ମକ ହେଉଛନ୍ତି ପ୍ରମୁଖ ରାଜନୈତିକ ଦଳର ହେଭିୱେଟ୍ ନେତା । କିଛି ବର୍ଷ ହେଲା ରାଜ୍ୟ ରାଜନୀତିରେ ଯାହା ଦେଖିବା ପାଇଁ ମିଳିନଥିଲା, ଏବେ ତାହା ନିର୍ବାଚନ ପ୍ରଚାର ମଇଦାନରୁ ଆସିବାରେ ଲାଗିଛି । ହିଂଜିଳିରେ ବିଜେଡି ସୁପ୍ରିମୋ,…

ନିଇତି ଡରାଉଛି ଡହଡହ ଖରା । ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ।

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗରମ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛି ଜନଜୀବନ । ତାତି ଏତେ ହେଉଛି ଯେ କମିବାର ନାଁ ନେଉନି । ଆଉ ଏତିକି ବେଳେ ଝାଞ୍ଜି ପବନରେ ଜଳି ପୋଡି ଯାଉଛି ଦେହ । ତାତି ପ୍ରତି ଦିନ ରେକର୍ଡ କରୁଛି । ଆଜି ୧୨ଟି ସହରର ତାପମାତ୍ରା ୪୩…

ଜେଇଇ ପରୀକ୍ଷାରେ ସମ୍ବଲପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଉଲ୍ଲେଖନୀୟ ସଫଳତା

କନକ ବ୍ୟୁରୋ : ସଂଯୁକ୍ତ ପ୍ରବେଶିକା ପରୀକ୍ଷା (ଜେଇଇ) ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଖେଳି ଯାଇଛି ଖୁସିର ଲହରି । ସମ୍ବଲପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ଅକ୍ଷତ ଅଗ୍ରୱାଲ, ୯୮.୫ ପ୍ରତିଶତ, ମହମ୍ମଦ ଅକମଲ ୯୮.୭୬ ପ୍ରତିଶତ, ଗୁନଗୁନ୍ ଅଗ୍ରୱାଲ ୮୪…

ଖବର ବାଜିଲା ଗାଁକୁ ବିଜୁଳି ଆସିଲା । ନିଆଳି ଗଜାବର ଗାଁରେ ଲାଗିଲା ନୂଆ ଟ୍ରାନ୍ସଫରର୍ମର, ଘରକୁ ଘର ଟଣା ହେଲା ତାର

କନକ ବ୍ୟୁରୋ : ଖବର ବାଜିଲା, ବିଭାଗର ନିଦ ଭାଙ୍ଗିଲା । ଗାଁରେ ବିଜୁଳି ସମସ୍ୟା ଦୂର ହେଲା । କାରଣ ଖବର ପ୍ରସାରଣ ହେବା ପରେ ଗାଁରେ ନୂଆ ଟ୍ରାନ୍ସଫମର୍ର ଲଗାଯାଇଛି । କନକ ନ୍ୟୁଜରେ ଖବର ପ୍ରସାରଣ ହେବାର ମାତ୍ର ଦିନ କେଇଟା ଭିତରେ ରାତାରାତି ଗାଁରେ ନୂଆ ଟ୍ରାନ୍ସଫର୍ମର ଲଗାଇଛି ବିଦ୍ୟୁତ୍…

ଗରମ ଗୁଳୁଗୁଳିରେ ଅତିଷ୍ଠ ଜୀବନ । ବାଦ୍ ପଡୁନାହାନ୍ତି ଜୀବଜନ୍ତୁ, କୁଳଡିହାରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜଙ୍ଗଲ…

କନକ ବ୍ୟୁରୋ : ବଢୁଛି ଗ୍ରୀଷ୍ମପ୍ରବାହ । ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡୁଥିବା ବେଳେ ବାଦ୍ ପଡୁନାହାନ୍ତି ଜୀବଜନ୍ତୁ । ସେହିଭଳି ପିଇବାପାଣି ପାଇଁ ମଧ୍ୟ ବହୁ ସମସ୍ୟା ଭୋଗୁଛନ୍ତି । କେବଳ ମଣିଷ ନୁହନ୍ତି କୁଳଡିହାରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଜୀବଜନ୍ତୁ ।…