Daily Archives

April 25, 2024

ଅମିତ୍ ଶାହାଙ୍କ ଶାଣିତ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ବିଜେଡି । ବିଜେଡି କହିଲା, ହତାଶ ବିଜେପି କର୍ମୀଙ୍କୁ…

କନକ ବ୍ୟୁରୋ : ଅମିତ ଶାହଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ହତାଶ ବିଜେପି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଶାହ ଓଡିଶା ଆସିଛନ୍ତି ବୋଲି ଦଳ କହିଛି । ବ୍ରହ୍ମପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟର ଅନେକ ଯୋଜନାର ସଫଳତା ପାଇଁ…

ସୋନପୁର ସଭାରୁ ସ୍ପଷ୍ଟ ହେଲା ବିଜେପିର ଆଭିମୁଖ୍ୟ । ଚଳିତ ନିର୍ବାଚନରେ ବିଜେଡି ସହ ହେବ ଜୋରଦାର ଲଢେଇ !

କନକ ବ୍ୟୁରୋ : ସୋନପୁର ସଭାରୁ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଗର୍ଜନ କରି ଚଳିତ ନିର୍ବାଚନରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଚଳିତ ନିର୍ବାଚନରେ ଓଡିଶାରେ ଏହା ଅମିତ ଶାହଙ୍କ ପ୍ରଥମ ନିର୍ବାଚନ ରାଲି ଥିଲା । ବିଜେପିର ଏହି ଶୀର୍ଷ ନେତା କହିଛନ୍ତି,…

ସୋନପୁର ସଭା ପରେ ଭୁବନେଶ୍ୱର ପହଂଚି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପି ଚାଣକ୍ୟ । ଓଡିଶାରେ ସରକାର ଗଠନ ଦିଗରେ…

କନକ ବ୍ୟୁରୋ : ସୋନପୁର ସଭାରେ ଯୋଗଦେବା ପରେ ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକ । ଭୁବନେଶ୍ୱରର ଏକ ହୋଟେଲର ଦକ୍ଷିଣ ଓଡିଶା, ଉପକୂଳ ଓଡିଶା ଏବଂ ଉତର ଓଡିଶାର ନେତାଙ୍କ ସହ ଆଲୋଚନା କରିଛନ୍ତି ଶାହ । ୧୩ଟି ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବୈଠକ ବେଳେ ଦଳ କିଭଳି ରାଜ୍ୟରେ ଭଲ…

ବଂଚିଗଲେ ଶହେରୁ ଅଧିକ ତିମି । ଅଷ୍ଟ୍ରେଲିଆ ଉପକୂଳରେ ଫସିଯାଇଥିଲେ, ସ୍ଥାନୀୟ ଲୋକ ଓ ସାମୁଦ୍ରିକ ବିଶେଷଜ୍ଞଙ୍କ…

କନକ ବ୍ୟୁରୋ : ସମୁଦ୍ର ବେଳାଭୂମିରେ ଫସିଗଲେ ଶହେରୁ ଅଧିକ ତିମି । ବଂଚିବାକୁ ସଂଘର୍ଷ କରୁଛନ୍ତି ବିଶାଳକାୟ ଜଳଚର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମ ଅଷ୍ର୍ଟ୍ରେଲିଆର ସମୁଦ୍ର କୂଳରେ । ୧୬୦ରୁ ଅଧିକ ତିମି ଫଶିଥିବା ବେଳେ ୩୦ରୁ ଅଧିକ ଜୀବନ ଗଲାଣି । ପ୍ରତି ଘଂଟାରେ ଗୋଟିଏ ଗୋଟିଏ…

ଅରୁଣାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ଧସିଗଲା ଜାତୀୟ ରାଜପଥ,ଗମନାଗମନ ଗଭୀର ପ୍ରଭାବିତ

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ଧସିଗଲା ରାଜପଥ । ଚୀନ ସୀମାରେ ଅବସ୍ଥିତ ଦିବାଙ୍ଗ ବୈଲୀ ଉପତ୍ୟକାକୁ ସଂଯୋଗ କରୁଥିବା ଏହି ଏକମାତ୍ର ରାଜପଥରେ ବିରାଟ ଗାତ ସୃଷ୍ଟି ହୋଇଛି । ଫଳରେ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ଭୂସ୍ଖଳନ ଯୋଗୁଁ ଜାତୀୟ…

ଅଡୁଆରେ ବଲିଉଡ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାଦେବ ବେଟିଂ ଆପ୍ ମାମଲାରେ ନୋଟିସ୍ ପଠାଇଲା ମହାରାଷ୍ଟ୍ର ସାଇବର ସେଲ୍

କନକ ବ୍ୟୁରୋ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାରାଷ୍ଟ୍ରର ସାଇବର ସେଲ ତମନ୍ନାଙ୍କୁ ନୋଟିସ୍ ପଠାଇଛି । ଫେଆର ପ୍ଲେ ବେଟିଂ ଆପ୍ ସମ୍ପର୍କିତ ମାମଲାରେ ଏହି ନୋଟିସ୍ ପଠାଯାଇଛି । ଏହି ଆପରେ ଆଇପିଏଲ ମ୍ୟାଚ୍ ଦେଖିବାକୁ ପ୍ରୋତ୍ସାହନ ଦେବା ମାମଲାରେ ଏହି ନୋଟିସ୍ ହୋଇଛି ।…