Daily Archives

April 15, 2024

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି: ବଢିଲା ଜେଲ ରହଣି ଅବଧି, ଏପ୍ରିଲ ୨୩ ପର୍ଯ୍ୟନ୍ତ ନାୟିକ ହେପାଜତ ଅବଧିକୁ ବଢାଇଲେ…

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପଟେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ସେପଟେ ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ଜେଲ ରହଣି ଅବଧିରୁ ଏପ୍ରିଲ…

ନିର୍ବାଚନ ପୂର୍ବରୁ ଧରାପଡିଲାଣି କୋଟି କୋଟି ଟଙ୍କା: ପ୍ରତ୍ୟେକ ଦିନ ଶହେ କୋଟିରୁ ଅଧିକ ଟଙ୍କା ଜବତ ହେଉଥିବା ସୂଚନା…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଧରା ପଡିଲାଣି କୋଟି କୋଟି ଟଙ୍କା । ପ୍ରତ୍ୟେକ ଦିନ ଶହେ କୋଟି ଟଙ୍କା ଜବତ ହେଉଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ୍ । କେବଳ ସେତିକି ନୁହେଁ ମାର୍ଚ୍ଚ ୧ ତାରିଖରୁ ବର୍ତମାନ ସୁଦ୍ଧା ୪ହଜାର ୬୫୦ କୋଟି ଜବତ କରାଯାଇଥିବା ନିର୍ବାଚନ କମିଶନ୍ ସୂଚନା…

ମଧ୍ୟପ୍ରାଚ୍ୟରେ ଘନଉଛି ବଡ଼ ଯୁଦ୍ଧ ଆଶଙ୍କା: ଇରାନ ଆକ୍ରଣର ଜବାବ ଦେବାକୁ ଇସ୍ରାଏଲର ବଡ଼ ଯୋଜନା

କନକ ବ୍ୟୁରୋ: ଅଶାନ୍ତ ମଧ୍ୟପ୍ରାଚ୍ୟ । ଗତ କିଛି ମାସ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବାବେଳେ ଏବେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏ ଯୁଦ୍ଧ ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଆରମ୍ଭ ହୋଇଛି । ଏହାକୁ ମିଶାଇ ଏବେ ବିଶ୍ୱରେ ୪ଟି ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି ।…

ମୌସୁମୀ ବର୍ଷା: ଦେଶରେ ଅଧିକ, ଓଡ଼ିଶାରେ କମ୍! ମୌସୁମୀ ପ୍ରଭାବରେ ଦେଶରେ ଅଧିକ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୁଳ ରହିଛି । ଏଥର ଦେଶରେ ସ୍ୱାଭାବିକ ଠାରୁ ଭଲ ବର୍ଷ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗରେ ହେବ ନିଆଂଟିଆ ବର୍ଷା । ରାଜ୍ୟ କେତେ ଅଂଚଳରେ ସ୍ୱାଭାବିକ ଠାରୁ କମ୍…

ଦଳରେ ନଥାଇ ମିଳିଲା କଂଗ୍ରେସ ଟିକେଟ୍! ଚର୍ଚ୍ଚାରେ ଜଟଣୀର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା, ଟିକେଟ ଘୋଷଣା ପରେ ଆଶାୟୀ…

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଆସନକୁ ନେଇ ଅନେକ ସମୟରେ ରାଜ୍ୟ କଂଗ୍ରେସ ଭବନରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଜଟଣୀ ବିଧାୟକ ୨୦୨୪ରେ ନିର୍ବାଚନ ଲଢିବେ ନାହିଁ ବୋଲି କହିଦେବା ପରେ ଅନେକ ଆଶାୟୀ ଟିକେଟ୍ ଆଶାରେ ଶକ୍ତି ପ୍ରଦର୍ଶନ କରିଥିଲେ । ହେଲେ ପ୍ରାର୍ଥୀ ତାଲିକା ଆସିବା ବେଳକୁ ସବୁ…

ଖେଳାଳିଙ୍କ ସହ ଖେଳିଦେଲା କଂଗ୍ରେସ: ପ୍ରଚାର କରୁଥିଲେ, କଟିଗଲା ଟିକେଟ

କନକ ବ୍ୟୁରୋ: କଂଗ୍ରେସର ଟିକେଟ୍ କନଫ୍ୟୁଜନ୍ । ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା ବେଳକୁ ବଦଳିଗଲେ । ହକି ତାରକା ପ୍ରବୋଧ ତିର୍କୀଙ୍କ ସହ ଖେଳି ଦେଲା କଂଗ୍ରେସ । ଦଳୀୟ ଟିକେଟ୍ ଘୋଷଣା ପରେ ପ୍ରଚାର କରୁଥିଲେ ପ୍ରବୋଧ । ହେଲେ ଗତକାଲିର ପ୍ରାର୍ଥୀ…