Daily Archives

April 13, 2024

ଖୋଲୁଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଗୁମର । ୨୫ କୋଟି ଦେବାକୁ ଧମକ ଦେଇଥିଲେ କବିତା । କୋର୍ଟରେ ବୟାନ ରଖିଲା…

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଥିବା ବିଆରଏସ ନେତ୍ରୀ କେ. କବିତାଙ୍କ ଗୁମର ଖୋଲୁଛି ସିବିିଆଇ । ଦିଲ୍ଲୀର ନୂଆ ଅବକାରୀ ନୀତିରେ ୫ଟି ମଦ ଦୋକାନ ଖୋଲିବା ପାଇଁ ଫାର୍ମା ପ୍ରୋମଟର ଶରତ ଚନ୍ଦ୍ର ରେଡିଙ୍କୁ ୨୫ କୋଟି ଟଙ୍କା ଦେବାକୁ କେ. କବିତା ଧମକ ଦେଇଥିବା…

ମଧ୍ୟପ୍ରାଚ୍ୟରେ ଘନଉଛି ଆଉ ଏକ ଯୁଦ୍ଧ ଆଶଙ୍କା । ରକ୍ତମୁଖା ଇରାନ, ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା

କନକ ବ୍ୟୁରୋ: ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ କୌଣସି ମୁହୁର୍ତ୍ତରେ ଆକ୍ରମଣ କରିପାରେ ଇରାନ । ଏପ୍ରିଲ ୧ରେ ସିରିଆର ଡାମସକସରେ ଥିବା ଇରାନ ଦୂତାବାସ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିବା ଅଭିଯୋଗ କରିଥିଲା । ଘଟଣାରେ ୨ଜଣ ସେନାଧିକାରୀଙ୍କ ସହ ୧୩ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର…

ସୁଧ କାରବାରର ସାଙ୍ଘାତିକ ସତ । ୧୦ ହଜାର ପାଇଁ ବନ୍ଧା ପଡିଛି ଘର ଡିହ!

କନକ ବ୍ୟୁରୋ: ରାଜଧାନୀରେ ଚାଲିଛି ସୁଧ ବେପାରୀଙ୍କ ଆତଙ୍କରାଜ । ସୁଧ ଟଙ୍କା ଆଦାୟ ପାଇଁ ଜୀବନ ଦେଇ ପାରିବେ ଆଉ ଜୀବନ ନେଇ ବି ପାରିବେ । ବକେୟା ଟଙ୍କା ଆଦାୟ ବେଳେ ରକ୍ତମୁଖା ହୋଇ ପଡନ୍ତି ଏହି ସୁଧ ବେପାରୀ ଆଉ ତାଙ୍କ ସହଯୋଗୀ । ହାତରେ ଖଣ୍ଡା, ଭୁଜାଲି, ଲାଠି ଓ ଢେଲା ଧରି ମାଡି ଆସନ୍ତି ।…

ଘରେ ପଶି ଡକାୟତ କରୁଥିଲେ, ଅଟକାଇଲେ ହାଣି ପକାଉଥିଲେ । ଏପରି ନୃଂଶସ ଅପରାଧୀଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: କିଲୋ କିଲୋ ସୁନା ସହ ଧରାପଡିଥିବା ଏହି ଡକାୟତ ଗ୍ୟାଙ୍ଗର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ପାଦତଳୁ ମାଟି ଖସିଯିବ । ଏହି ଡକାୟତମାନେ ଜେଲ ଭିତରେ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରନ୍ତି । ଆଉ ଜେଲରୁ ବାହାରିବା ପରେ ଏହାକୁ ବାସ୍ତବ ରୂପ ଦିଅନ୍ତି । ଏମାନେ ଏତେ ନୃଂଶସ…

୭୬ ବର୍ଷରେ ରାଜଧାନୀ: ସ୍ମାର୍ଟ ହୋଇଛି ଭୁବନେଶ୍ୱର, ତଥାପି ବାକି ଅଛି ବିକାଶ

କନକ ବ୍ୟୁରୋ: ୬୭ ବର୍ଷରେ ପାଦ ଦେଇଛି ଭୁବନେଶ୍ୱର । ଏହାରି ଭିତରେ ନୂଆରୂପ ପାଇଛି ରାଜଧାନୀ । ବଣପାହାଡ ଘେରା ଅଂଚଳରେ ଏବେ ବଡବଡ କୋଠା, ଫ୍ଲାଏ ଓଭର ଶୋଭା ପାଉଛି । ୧୫ ହଜାର ଜନସଂଖ୍ୟା ୧୫ ଲକ୍ଷରୁ ଅଧିକ ହୋଇଛି । ସହର ବିକଶିତ ହୋଇଛି । ତଥାପି ଅନେକ କାମ ବାକି ରହିଛି । ସ୍ୱପ୍ନର…

ଅମଳ ସରୁ ସରୁ ଆଳୁ ମହଙ୍ଗା: କେଜି ପିଛା ଦର ୨୮ରୁ ୩୦ ଟଙ୍କା

କନକ ବ୍ୟୁରୋ: ଅମଳ ସରୁସରୁ ମହଙ୍ଗା ଆଳୁ ଦର । ଭୁବନେଶ୍ୱର ବଜାରରେ ଏବେ ଆଳୁ କିଲୋ ପିଛା ଦର ୨୮ରୁ ୩୦ ଟଙ୍କା ଦେବାକୁ ପଡୁଛି । ଧନିରୁ ଗରିବ ସମସ୍ତଙ୍କ ରୋଷେଇ ଶାଳରେ ଆବଶ୍ୟକ ପଡୁଥିବା ଏହି ପରିବାର ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍କୁ ଭାରି ବାଧୁଛି । ନୂଆ ଆଳୁ ବଜାରକୁ ଆସିବା ପରେ ଦର କମିବା…