Daily Archives

April 6, 2024

ଧରାପଡିଲା ପଡୋଶୀ ରାଜ୍ୟର ଷଡଯନ୍ତ୍ର । ଓଡିଆ ବାଛିବେ ଛତିଶଗଡିଆ ନେତା

କନକ ବ୍ୟୁରୋ: ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତର ବିର୍ଜୁପାଲି ଗାଁ । ଆନ୍ଧ୍ର ଯେଭଳି କୋଟିଆ ଉପରେ ଲୋଲୁପ ଆଖି ପକାଇଛି, ପଡୋଶୀ ଛତିଶଗଡ ବି ଏହି ଗାଁ ଉପରେ ନଜର ପକାଇଛି । ମିଠା କଥା ଓ ମିଠା ଯୋଜନାର ଲୋଭ ଦେଖାଇ ଲୋକଙ୍କୁ ପାଠ ପଢାଉଛି । ମାଗଣା ଜମି ଦେଇ ଲୋକଙ୍କୁ ଆବାସ ଘର…

କାହିଁକି ଜଳୁଛି ରାଜଧାନୀ? ଭୁବନେଶ୍ୱରରେ ତାପମାତ୍ରା ବଢିବାର କାରଣ କହିଲେ ବିଶେଷଜ୍ଞ

କନକ ବ୍ୟୁରୋ: କାହିଁକି ଜଳୁଛି ରାଜଧାନୀ? ଗତକାଲି ରାଜଧାନୀର ତାତି ସବୁ ସୀମା ଟପି ଯାଇଥିଲା । ଶୁକ୍ରବାର ବିଶ୍ୱରେ ୨୪ ତମ, ଏସିୟାରେ ଷଷ୍ଠ ଓ ଦେଶରେ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟି ଯାଇଥିଲା ରାଜଧାନୀ ଭୁବନେଶ୍ୱର । ଦିନର ସର୍ବାଧିକ ୪୩ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ…

ତାତିରୁ ମିଳିବ ତ୍ରାହି! ୨୪ ଘଂଟା ପରେ କାଳବୈଶାଖୀ ସମ୍ଭାବନା

କନକ ବ୍ୟୁରୋ: ତାତିରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୪ ଘଂଟା ପରେ ବଦଳିବ ପାଗ । ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।…

ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା । ଆନ୍ଧ୍ର ନମ୍ବର ଥିବା କାର ଯାଞ୍ଚ ବେଳେ ୫୫ ଲକ୍ଷ ଟଙ୍କା ଜବତ

କନକ ବ୍ୟୁରୋ: ନିର୍ବାଚନ ଆସିଲେ ପୁଳା ପୁଳା ଟଙ୍କା ଜବତ ହେବା ଖବର ଆସେ । ଆଉ ଏବେ ଯେତେବେଳେ ନିର୍ବାଚନ ଆସିଛି, ସେତେବେଳେ ସେହିଭଳି ଖବର ସାମନାକୁ ଆସିଛି । ନିର୍ବାଚନ ମାହୋଲ ସମ୍ପୂର୍ଣ୍ଣ ଜମିବା ପୂର୍ବରୁ ଯାଞ୍ଚ ବେଳେ ଏକ ଆନ୍ଧ୍ର୍ରପ୍ରଦେଶ ନମ୍ବର ଥିବା ଗାଡିରୁ ବିନିକା ପୋଲିସ ଜବତ କରିଛି…

ଟିକେଟ ପାଇବା ପରେ ବି ଆଶ୍ୱସ୍ତ ନୁହଁନ୍ତି ବିଜେପି ପ୍ରାର୍ଥୀ? କାହାର ବଦଳିବ, କାହାକୁ ମିଳିବ, ଆଶଙ୍କାରେ ନେତା ?

କନକ ବ୍ୟୁରୋ: ଟିକେଟ୍ ବଂଟାକୁ ନେଇ ବିଜେପିରେ ଥମୁନି ବିବାଦ । ରାଜ୍ୟ କାର୍ଯ୍ୟାଳୟରେ ପହଁଚି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ନେତା ଓ କର୍ମୀ । ଟିକେଟ୍ ନ ପାଇ ବିକ୍ଷୋଭ, ପ୍ରତିବାଦ କରୁଛନ୍ତି ଆଶାୟୀ । ସେପଟେ ପ୍ରାର୍ଥୀ ଘୋଷଣା ପରେ ବିଜେପି ଭିତରେ ଉଠିଥିବା ଝଡ, ନିର୍ବାଚନ ପ୍ରଚାରକୁ…

ଧିରେ ଧିରେ ଜମିଆସୁଛିି ମାହୋଲ: ଏପଟେ ବିରୋଧ, ସେପଟେ ମାରାଥନ ପ୍ରଚାରରେ ଅପରାଜିତା

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଜୋରଦାର ହେଉଛି ପ୍ରଚାର । ତାତି ବଢିବା ସହ ନିର୍ବାଚନୀ ମାହୋଲ ବି ଉଷ୍ମ ହେବାରେ ଲାଗିଛି । ଘର ଘର ବୁଲି ଲୋକଙ୍କ ପାଖରେ ପହଁଚୁଛନ୍ତି ନେତା । ରୋଡ୍ ଶୋ, ରାଲି କରି ଭୋଟରଙ୍କୁ ମତାଇବାକୁ କରୁଛନ୍ତି ପ୍ରୟାସ । ଆଗକୁ ବିଜେଡି,…