Daily Archives

April 1, 2024

ଆଗାମୀ ୨ ଦିନରେ ପାରା ହେବ ଉପରମୁହାଁ! ମଙ୍ଗଳବାରଠାରୁ ରାତିରେ ବଢିବ ତାତି

କନକ ବ୍ୟୁରୋ: ଉପରମୁହାଁ ହୋଇଛି ପାରଦ । ଗରମ ଓ ତାତିରେ ସିଝିଛନ୍ତି ରାଜ୍ୟବାସୀ । ୩ଟି ସହରରେ ତାପମାତ୍ରା ଆଜି ୪୦ ଡିଗ୍ରୀ ଅତିକ୍ରମ କରିଛି । ବାରିପଦା ଓ ଝାରୁସୁଗୁଡାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ୫ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରହିଛି । ଆଜି ଦିନ ସାଢେ ଦୁଇଟା…

କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ନିର୍ବାଚନ ଶେଷ ନହେବା ନଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ଆୟକର ବିଭାଗ ନୋଟିସ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଦଳକୁ ନିର୍ବାଚନ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଛନ୍ତି । ଶୁଣାଣି ସମୟରେ ଆୟକର ବିଭାଗ କହିଛି ନିର୍ବାଚନ ସରିବା ପର୍ଯ୍ୟନ୍ତ ଦଳ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ କରିବ ନାହିଁ । ଅର୍ଥାତ…

ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ: ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ ଅରବିନ୍ଦ…

କନକ ବ୍ୟୁରୋ: ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଆଜିଠୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ତିହାର ଜେଲ୍ରେ ରହିବେ । ଏନେଇ ଜେଲ୍ ପକ୍ଷରୁ ବ୍ୟବସ୍ଥା ଆରମ୍ଭ ହୋଇଛି । ତିହାରର ୨ ନମ୍ବର ଜେଲରେ ୨୪ ଘଂଟିଆ ସିସିଟିଭି ନଜରରେ ରହିବେ ଦିଲ୍ଲୀ…

ଜେଲ୍ ପ୍ରଶାସନକୁ କେଜ୍ରିୱାଲଙ୍କ ଅନୁରୋଧ । ୫ଟି ଜିନିଷ ଯୋଗାଇ ଦେବାକୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏପ୍ରିଲ ୧୪ ପର୍ଯ୍ୟନ୍ତ ତିହାର ଜେଲ ନମ୍ବର ୨ରେ ରହିବେ କେଜ୍ରିୱାଲ । ତେବେ ଜେଲ ପ୍ରଶାସନକୁ ସେ ୫ଟି ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆବଶ୍ୟକ ଅନୁସାରେରେ ଔଷଧ ଯୋଗାଇ ଦିଆଯାଉ । ଭାଗବତ…

କେନ୍ଦ୍ରାପଡାରେ ହେବ ମହା ଲଢ଼େଇ: ବୈଜୟନ୍ତ ବନାମ ଅଂଶୁମାନ

କନକ ବ୍ୟୁରୋ: ବଡ ଲଢେଇ ପାଇଁ ପ୍ରସ୍ତୁତ ହେଉଛି କେନ୍ଦ୍ରପଡା । ବିଜେପି ଟିକେଟ ପାଇବା ପରେ କେନ୍ଦ୍ରାପଡାରେ ବିଶାଳ ରାଲି କରି ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବୈଜୟନ୍ତ ପଣ୍ଡା । ଆଉ କହିଚନ୍ତି, ମୋଦିଙ୍କ ବିକଶିତ ଭାରତ ଗଠନର ଆମର ଲକ୍ଷ୍ୟ । ଏଠାରେ ବୈଜୟନ୍ତଙ୍କୁ ଟକ୍କର ଦେଉଛନ୍ତି ବିଜେଡିର…

ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ: ପଦ୍ମ ଧରିଲେ ଅନୁଭବ

କନକ ବ୍ୟୁରୋ: ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ । ଦିଲ୍ଲୀ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଛନ୍ତି ଅନୁଭବ ମହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପିରେ ମିଶିଛନ୍ତି କହିଛନ୍ତି ଅନୁଭବ ।…