Daily Archives

February 28, 2024

ଝାଡଖଣ୍ଡ ଜାମତାରାରେ ବଡ ଧରଣର ଦୁର୍ଘଟଣା । ଟ୍ରେନ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ଝାଡଖଣ୍ଡ ଜାମତାରାରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଟ୍ରେନ୍ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଝାଡଖଣ୍ଡର କାଲାଝରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨ଟି ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ସହ…

ଜନସଭାରେ ଡିଏମକେ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । କହିଲେ ଇସ୍ରୋ ଓ ଦେଶର ବୈଜ୍ଞାନିକଙ୍କ ଅପମାନ କରେ ଡିଏମକେ

କନକ ବ୍ୟୁରୋ : ତାମିଲନାଡୁ ଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଯୋଜନାର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ମୋଟ ୧୭ହଜାର ୩ଶହ କୋଟି ଟଙ୍କାର ଭେଟିଛନ୍ତି ମୋଦୀ ସରକାର । ଦେଶର ପ୍ରଥମ ହାଇଡ୍ରୋଜନ ହବପୋର୍ଟ ଉଦଘାଟନ କରିଛନ୍ତି । ଏହି ସମୟରେ ଡିଏମକେ ଓ କଂଗ୍ରେସ ଉପରେ…

ରାଜ୍ୟସଭା ନିର୍ବାଚନରେ ବ୍ୟାପକ କ୍ରସଭୋଟିଂ । ହିମାଚଳରେ କଂଗ୍ରେସ ଓ ଉତରପ୍ରଦେଶରେ ସମାଜବାଦୀ ପାର୍ଟିକୁ ବଡ଼ ଝଟକା

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ଆଖି ଥିଲେ ରାଜ୍ୟସଭା ଆସନ ଉପରେ । ଏପ୍ରିଲରେ ୫୬ଟି ଆସନ ଖାଲିହେବାକୁ ଯାଉଛି । ଏହାପୂର୍ବରୁ ଏହି ଆସନରେ ନିର୍ବାଚନ ହୋଇଛି । କିନ୍ତୁ ୫୬ ଆସନରୁ ବିଜେପି ଏକାକୀ ୩୦ ଆସନ ଦଖଲ କରିଛି । କୁହାଯାଉଛି ରାଜ୍ୟସଭାରେ ବିଜେପିର ଏହି ଫଳାଫଳ…

ହିମାଚଳ ରାଜନୀତିରେ ହାଇଭୋଲଟେଜ ଡ୍ରାମା । ମନ୍ତ୍ରୀ ପଦରୁ ବିକ୍ରମାଦିତ୍ୟ ସିଂଙ୍କ ଇସ୍ତଫା ଦେବା ପରେ ସଙ୍କଟରେ ହିମାଚଳ…

କନକ ବ୍ୟୁରୋ : ହିମାଚଳ ରାଜନୀତିରେ ଘଡିକେ ଛୁଟିଛି ଘୋଡା । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁଙ୍କ ଇସ୍ତଫା ଚର୍ଚ୍ଚାକୁ ଖଣ୍ଡନ କଲେ ନିଜେ ସୁଖବିନ୍ଦର । କହିଲେ ଏବେବି ତାଙ୍କ ପାଖରେ ରହିଛି ବହୁମତବିଧାନସଭାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ବହୁମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ହିମାଚଳ…

ସୁସ୍ଥ ହେବା ପରେ ପୁଣି ଦମ୍ ଦେଖାଇଲେ ଦାମ । ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ‘ପୁଣି ନବୀନ’ କାର୍ଯ୍ୟକ୍ରମରେ ହେଲେ…

କନକ ବ୍ୟୁରୋ : ଦୀର୍ଘଦିନର ବ୍ୟବଧାନ କର୍ମୀ ସମ୍ମିଳନୀରେ ନଜର ଆସିଲେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ । ସୁସ୍ଥ ହେବା ପରେ ଜଗତ୍ସିଂହପୁର କୁଜଙ୍ଗ ପଡିଆରେ ଆୟୋଜିତ ପୁଣି ନବୀନ ସାଧାରଣ ସଭାରେ ଦମ ଦେଖାଇଛନ୍ତି ଦାମ । ହ୍ୱିଲ ଚେୟାରରେ ସଭା ପାଖରେ ପହଂଚିବା ପରେ ତାଙ୍କୁ…

୩୫ଟି ନୂଆ ଏନ୍ଏସି ଗଠନ ପରେ ବି ଥମୁନି ଏନଏସି ଦାବି । ବିଭିନ୍ନ ଅଂଚଳରେ ତେଜୁଛି ଅସନ୍ତୋଷ,ବାମରା, କାକଟପୁର, ବୋଲଗଡ଼ ଓ…

କନକ ବ୍ୟୁରୋ : ରାଜ୍ୟରେ ୩୫ଟି ସହରକୁ ଏନଏସି ମାନ୍ୟତା ମିଳିବା ପରେ ବିଭିନ୍ନ ସହରରେ ଏନଏସି ଦାବି ଜୋର ଧରିଛି । ବାଲେଶ୍ୱର ଜିଲ୍ଲା ଖଇରାକୁ ଏନଏସି ମାନ୍ୟତା ଦାବିରେ ସ୍ୱାଭିମାନୀ ମଂଚ ପକ୍ଷରୁ ୯ ଘଂଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ…