Daily Archives

February 11, 2024

ନିର୍ବାଚନ ସରିବାର ୩ ଦିନ ପରେ କିଏ ଗଢିବ ସରକାର ତାକୁ ନେଇ ଦ୍ୱନ୍ଦ । ସର୍ବାଧିକ ଆସନରେ ବିଜୟୀ ହୋଇଛନ୍ତି ଇମ୍ରାନଙ୍କ…

କନକ ବ୍ୟୁରୋ : ପାକିସ୍ତାନରେ ନିର୍ବାଚନ ସରିବାର ତିନି ଦିନ ବିତିଲାଣି କିନ୍ତୁ କିଏ ସରକାର ଗଢିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଉଭୟ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ ଦଳ ଏବଂ ଇମ୍ରାନ ଖାନଙ୍କ ତେହେରିକ-ଏ-ଇନସାଫ(ପିଟିଆଇ ଦଳ ସରକାର ଗଢିବାକୁ ଦାବି କରିଛନ୍ତି ।…

ଭୟଙ୍କର ସ୍ଥିତି ଆଣିଛି ଲିଙ୍ଗ ନିରୂପଣ । କଟକରେ ୧ ହଜାର ପୁଅରେ ମାତ୍ର ୭୪୫ ଝିଅ

କନକ ବ୍ୟୁରୋ : ଓଡିଶାର ସ୍ୱାସ୍ଥ୍ୟ ରାଜଧାନୀ କହିଲେ କଟକକୁ ବୁଝାଏ । କିନ୍ତୁ କଟକରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ରର ପ୍ରଭାବ କେତେ ଭୟଙ୍କର ହୋଇପାରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନଏଫଏସର ତଥ୍ୟ ଅନୁସାରେ ପୁଅଙ୍କ ତୁଳନାରେ କମ୍ ଝିଅ ଥିବା ଜିଲ୍ଲା ମଧ୍ୟରେ କଟକ ସବୁଠୁ…

ରାଜ୍ୟସଭା ରେସ : କାହାକୁ ଭରସା କରିବ ବିଜେଡି? ନୂଆଙ୍କୁ ସୁଯୋଗ ନା ବରିଷ୍ଠଙ୍କ ଉପରେ ଭରସା !

କନକ ବ୍ୟୁରୋ : ରାଜ୍ୟସଭାର ୩ ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଥିବାରୁ ନୂଆ ସଦସ୍ୟ ରାଜ୍ୟସଭାକୁ ଯିବେ । ସଂଖ୍ୟା ଦୃଷ୍ଟିରୁ ୩ ଟି ଯାକ ଆସନ ବିଜେଡି ଜିତିବା ଏକପ୍ରକାର…

ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍ । ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଝାମ୍ପି ନେଉଛନ୍ତି ସୁନା ଗହଣା, ସତସଙ୍ଗ…

କନକ ବ୍ୟୁରୋ : ଆପଣ କୌଣସି ଜନ ଗହଳିପୁର୍ଣ୍ଣ ସ୍ଥାନକୁ ଯାଉଛନ୍ତି କି । ଆଖ ପାଖରେ କିଛି ଅଚିହ୍ନା ମହିଳାଙ୍କୁ ଦେଖୁଛନ୍ତି କି । କିମ୍ବା ଅଣ ଓଡିଆ ଭାଷା କହୁଥିବା ମହିଳା ଆପଣ ମାନଙ୍କ ନିକଟତର ହେବାକୁ ଚାହୁଁଛନ୍ତି କି । ଯଦି ହଁ , ତାହେଲେ ଟିକିଏ ସତର୍କ ହୋଇଯାନ୍ତୁ । କାହିଁକି ନା ଏହି ଅଣ…

ପୁରୀ ସ୍ୱର୍ଗଦ୍ୱାରରେ ଆଉ ଅପେକ୍ଷା କରିବାକୁ ପଡିବନି ଘଂଟା ଘଂଟା । ପ୍ରକ୍ରିୟା ସହଜ ପାଇଁ ଆରମ୍ଭ ହେଲା ‘ସ୍ୱର୍ଗଦ୍ୱାର…

କନକ ବ୍ୟୁରୋ : ଶବଦାହ ପାଇଁ ଆଉ ଘଂଟା ଘଂଟା ଅପେକ୍ଷା କରିବାକୁ ପଡ଼ିବନି । ସହଜ ହେବ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପ୍ରକ୍ରିୟା । ‘ସ୍ୱର୍ଗଦ୍ୱାର’ ଆପ୍ ଆରମ୍ଭ ହେବା ପରେ ରୂପାନ୍ତରଣରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ପୂରା ପ୍ରକ୍ରିୟା ପେପର୍ଲେସ୍ ହେବା ସହ ପଂଜିକରଣ ପାଇଁ ଆଉ ଅପେକ୍ଷା…

ବାଟରେ ଜଗିଥିଲା ମୃତ୍ୟୁ । ଝାରସୁଗୁଡା ଲଖନପୁର ନିକଟରେ କୋଇଲା ବୋଝେଇ ଟ୍ରକ ସହ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା,  ୫…

କନକ ବ୍ୟୁରୋ : ସକାଳୁ ସକାଳୁ କୀର୍ତନ ପାଇଁ ବାହାରିଥିଲେ । ଆଉ ଅଧାବାଟରେ ଘଟିଲା ଅଘଟଣ । ସାମ୍ନାପଟୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ହେଲା ମୁହାଁମୁହିଁ ଧକ୍କା । ଆଉ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ଲଖନପୁର ଜୁନିଅନ ନିକଟରେ ଘଟିଛି ଏଭଳି…