Daily Archives

January 27, 2024

ବିହାର ରାଜନୀତି ହଟଚମଟରେ ଇଣ୍ଡିଆମେଂଟରେ ହଇଚଇ । ଜାଣନ୍ତୁ, ଖଡଗେ ଓ ଷ୍ଟାଲିନ କ’ଣ କହିଲେ

କନକ ବ୍ୟୁରୋ : ବିହାର ରାଜନୈତିକ ସଙ୍କଟ ଭିତରେ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ବୟାନ । ମଲ୍ଲିକାର୍ଜୁନ ଖଡଗେ ସ୍ପଷ୍ଟ ଶଦ୍ଧରେ କହିଛନ୍ତି ଯେ ନୀତୀଶ କୁମାରଙ୍କ ମନରେ କ’ଣ ଚାଲିଛି ସେକଥା ସେ ଜାଣନ୍ତି ନାହିଁ । ତେବେ ମେଂଟ ଭିତରେ ଯେଉଁ ମତଭେଦ ରହିଛି ତାକୁ ଦୂର କରିବାକୁ ପୂରା ପ୍ରୟାସ କରାଯିବ ।…

ବିହାରରେ ନୀତୀଶ କମ୍ପନ । କୌଣସି ମୁହୁର୍ତରେ ବଦଳିପାରେ ରାଜ୍ୟରାଜନୀତିର ରୂପରେଖ,ମୁଖ୍ୟମନ୍ତ୍ରୀଙ୍କ ଘରେ ବସୁଛି ଘନଘନ…

କନକ ବ୍ୟୁରୋ : ବିହାର ରାଜନୀତିରେ ପୁଣିଥରେ ଦେଖିବାକୁ ମିଳୁଛି ବଡ ପରିବର୍ତ୍ତନ । ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ତୁହାକୁ ତୁହା ବୈଠକ, ନେତା – ମନ୍ତ୍ରୀଙ୍କ ଭିତରେ ଫୋନରେ ଆଲୋଚନା । କଣ ହେବ ନୀତୀଶ କୁମାରଙ୍କ ପରବର୍ତୀ ନିଷ୍ପତି । ସାରା ଦେଶର ନଜର ରହିଛି ପାଟନା ଉପରେ ।…

କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲୁଟୁଥିଲେ ଟଙ୍କା ।

କନକ ବ୍ୟୁରୋ: କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ବିବାହିତା ମହିଳା ଓ ଏକାଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ୱର ଜିଲ୍ଲାର ସସ୍ମିତା ଜେନା । ବଡ଼ କଥା ହେଉଛି ସସ୍ମିତା ଓ ତାଙ୍କ ସ୍ୱାମୀ ନିଜକୁ ପୁଲିସ ଅଧିକାରୀ କହି ଯୁବତୀ ଓ ମହିଳାଙ୍କୁ…

ବସନ୍ତପୁର ଶିରିଡି ସାଇ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ସ୍ଥାନୀୟ ସରପଂଚ

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି। ଉକ୍ତ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମହାପାତ୍ର ଜାତୀୟ…

ହାତରେ ଗିଟାର, ମୁହଁରେ ଭକ୍ତି ସଙ୍ଗୀତ । ବଡଦାଣ୍ଡରେ ଗୀତ ଗାଉଛନ୍ତି ବିଦେଶୀ ଭକ୍ତ ।

କନକ ବ୍ୟୁରୋ: ଭକ୍ତିରସରେ ଲୀନ । ହାତରେ ଗିଟାର, ଆଗରେ ମାଇକ୍, ମୁହଁରେ ଭକ୍ତି ସଂଗୀତ । ଘର, ଋଷିଆରେ, କିନ୍ତୁ ଶିବ ଭକ୍ତିରେ ମଗ୍ନ । ସିଂହଦ୍ୱାର ସମ୍ମୁଖ ପୁରୀ ପରିକ୍ରମା ମାର୍ଗରେ ୠଷୀୟ ଭକ୍ତଙ୍କୁ ଦେଖି ଅଟକି ଯାଉଛନ୍ତି ଶ୍ରଦ୍ଧାଳୁ । ସେ କାହା ସହ କଥାବାର୍ତା କରୁନାହାନ୍ତି, ଘଣ୍ଟା…

୨୦୨୪ ନିର୍ବାଚନ ପୂର୍ବରୁ ଓବିସି ଭୋଟ ଉପରେ ବିଜେପିର ନଜର । ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ନିଷ୍ପତି । ପଛୁଆ…

କନକ ବ୍ୟୁରୋ: ଯୁବ, ମହିଳାଙ୍କ ପରେ ଏବେ ବିଜେପି ଫୋକସରେ ପଛୁଆ ବର୍ଗ । ଆସନ୍ତା ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ପଛୁଆବର୍ଗ । ଏଥିପାଇଁ ଏବେଠାରୁ ଓବିସି ଭୋଟବ୍ୟାଙ୍କକୁ ନିଜ ଆଡକୁ କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ରାଜ୍ୟର ଜିଲ୍ଲା ଓ ମଣ୍ଡଳ ସ୍ତରରେ ପଛୁଆ…