Daily Archives

January 21, 2024

ସରୁନି ଦାଦନ ଦୁଃଖ: ୧୨ ଦିନ ହେଲା ମୃତ ପୁଅର ଶବ ପାଇଁ ସଂଘର୍ଷ କରୁଛି ଗରିବ ପରିବାର

କନକ ବ୍ୟୁରୋ: କଳାହାଣ୍ଡିରୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ । ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିବା ଜୟପାଟଣାର ଉମାଶଙ୍କର ଭଏଁସାଲଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୁଅର ମୃତ୍ୟୁକୁ ୧୨ ଦିନ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ମୃତଦେହ ପହଂଚିପାରିଲାନି…

ଡାଇକେନ କରେନ୍ସି ନାଁରେ ଠକେଇ: ବଲାଙ୍ଗୀରରେ ଠାବ ହେଲା ଗ୍ୟାଙ୍ଗ

କନକ ବ୍ୟୁରୋ: ମିଛ କରେନ୍ସି ନାଁରେ ସତ ଠକେଇ । ଏମିତି ଠକେଇ କରୁଥିବା ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ବଲାଙ୍ଗୀରରେ ୭ ଜଣ ଠକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ପ୍ରାୟ ୨ ହଜାର ଲୋକଙ୍କ ଠାରୁ ୧୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଡାଇକେନ୍ ନାଁରେ କ୍ରିପ୍ଟୋ କରେନ୍ସୀ…

ଟଙ୍କା ଦିଅ ଟିକେଟ୍ ନିଅ! କଂଗ୍ରେସରେ ଚାଲେ କି ଭିତିରି କାରବାର? ଦଳୀୟ ନୋଟିସକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ରାଜନୈତିକ ଦଳରେ ଟିକେଟ ଆଶାୟୀଙ୍କ ତାଲିକା ଲମ୍ବୁଛି । ଦଳିୟ ଟିକେଟ୍ ଆଶାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଆଶାୟୀ । ଏହାରି ଭିତରେ ଟଙ୍କା ଦିଅ କଂଗ୍ରେସ ଟିକେଟ ନିଅ ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଛି…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଭିତରେ ମାହାଲ ମାଣ୍ଡା ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି: ବିଜେପି-ବିଜେଡି…

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଓ ଫେକ୍ ଆଡମିଟ୍ କାର୍ଡ ପ୍ରସଙ୍ଗ ଥମିବାରେ ନାଁ ନେଉନାହିଁ । କେନ୍ଦ୍ରମନ୍ତ୍ରୀ, ବିଜେଡି ସଂଗଠନ ସଂପାଦକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଅନ୍ୟପଟେ ଦାବି ପୂରଣ ନହେଲେ ୨୭…

ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ, ଓଡ଼ିଶାର ଗାଁଠୁ ସହର ପ୍ରବଳ ଉତ୍ସାହ: କେଉଁଠି ହୋମଯଜ୍ଞ, କେଉଁଠି ବାହାରିଲା ରାଲି

କନକ ବ୍ୟୁରୋ: ସାରା ଦେଶ ଯେତେବେଳେ ରାମ ହୋଇଯାଇଛି, ଏଥିରୁ ଓଡିଶା ବାଦବା କେମିତି ପଡିଥାନ୍ତା । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଭକ୍ତିର ମାର୍ଗ ବାଛିଛନ୍ତି ଭକ୍ତ । ନୟାଗଡ ଓ ପାରାଦୀପରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ ହୋଇଛି ।…

ଚାଲିଛି ରୀତିନୀତି: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା, ସେପଟେ ରାମସ୍ୱାମୀ ମନ୍ଦିରରେ ମୁଖ୍ୟ ଯଜମାନ ମୋଦୀଙ୍କ…

କନକ ବ୍ୟୁରୋ: ରାମମୟ ଅଯୋଧ୍ୟା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଲାଗୁଛି ଯେମିତି, ଅଯୋଧ୍ୟାରେ ଏକାଠି ହୋଇଛି ପୁରା ଭରାତ ବର୍ଷ । ସାଧୁ, ସନ୍ଥ ଓ ସେଲିବ୍ରେଟିଙ୍କ ଭିଡ ଭିତରେ ଶୁଭୁଛି ଜୟ ଶ୍ରୀରାମ ନାରା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ଉତରପ୍ରଦେଶ ସରକାର ପକ୍ଷରୁ କଡା…