Daily Archives

January 20, 2024

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି । ଯୋଗଦେବେ ୫୪ଟି ଦେଶର ଶହେ ପ୍ରତିନିିଧି

କନକ ବ୍ୟୁରୋ : ଏବେ ରାମମୟ ଅଯୋଧ୍ୟା ନଗରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପୁରା ଅଯୋଧ୍ୟା ନଗରୀ ନୂଆ ରୂପରେ ସଜେଇ ହେଉଛି । ଯେପରି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସୁରୁଖୁରୁରେ ଓ ଭବ୍ୟ ଆକାରରେ ସମାପନ ହେବ, ଏଥିପାଇଁ ସବୁ ଦିଗ ପ୍ରତି ନଜର…

୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ଟି ସ୍କୁଲ ଲୋକାର୍ପିତ । ଚତୁର୍ଥ…

କନକ ବ୍ୟୁରୋ: ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡା ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି…

ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଲୀଳା: ମନ ମୋହିଲା କାଳୀୟ ଦଳନ

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଂଚଳ ବରଗଡ ସହର । ମଥୁରା ନଗରୀ ମହାରାଜ କଂସ ବ୍ୟସ୍ତ ବିବ୍ରତ ଥିବା ବେଳେ ଗୋପପୁରରେ ଚାଲିଛି କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା । ଧନୁଯାତ୍ରାର ଷଷ୍ଠ ଦିନରେ ଆଜି ମଥୁରାରେ କୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିବେ ମହାରାଜ କଂସ ।…

ତୃତୀୟ ଦିନରେ ଆଇଟି ରେଡ୍: ୩ କୋଟି ଓ କେଜିଏ ସୁନା ଜବତ!

କନକ ବ୍ୟୁରୋ: କୁବେର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ଜାରି ରହିଛି । ତିନି ଦିନ ଧରି ଚଢାଉ ଚାଲିଥିବା ବେଳେ ନଗଦ ୩ କୋଟି ଟଙ୍କା ଓ ପୁଳା ପୁଳା ସୁନା ଜବତ ହୋଇଛି । ଚଢାଉ ଜାରି ରହିଥିବା ବେଳେ ଆଗକୁ ସଂପତିର ପରିମାଣ ବଢିବା ସମ୍ଭାବନା ରହିଛି ।…

ଫୁଲକୋବିର ଅଭାବୀ ବିକ୍ରି: କିଲୋକୁ ମାତ୍ର ୨ ଟଙ୍କା

କନକ ବ୍ୟୁରୋ: ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ବଜାରରେ ଯେଉଁ ଫୁଲକୋବି ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା । ସେହି ଫୁଲକୋବିକୁ ଏବେ କିଲୋ ପିଛା ୨ ଟଙ୍କାରେ ବିକ୍ରି କଲେ ବି କେହି ନେଉ ନାହାନ୍ତି । ଗଂଜାମ ଜିଲ୍ଲା ଛତ୍ରପୁରରୁ ଆସିଛି ଫୁଲକୋବି ଅଭାବୀ ବିକ୍ରିର ଖବର…

ବିପଦ ଆଣୁଛି ଆଣ୍ଟିବାୟୋଟିକ୍ସ । ବଢୁଛି ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ । ବର୍ଷକୁ ଯାଉଛି ପ୍ରାୟ ୭ ଲକ୍ଷ ଲୋକଙ୍କ ଜୀବନ

କନକ ବ୍ୟୁରୋ: ଆଣ୍ଟିବାୟୋଟିକ୍ସର ଉଦ୍ଭାବନ ମାନବ ସମାଜ ପାଇଁ ବରଦାନ କୁହାଯାଉଥିବା ବେଳେ ଏହାର ଅତ୍ୟଧିକ ବ୍ୟବହାର ଏବେ ଘାତକ ହେବାରେ ଲାଗିଛି । ଡାକ୍ତରଙ୍କ ବିନା ପରାମର୍ଶରେ ବି ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି ଲୋକ । ଫଳରେ ଶରୀରରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ ବୃଦ୍ଧି ପାଇବାରେ…