Daily Archives

January 18, 2024

ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ସାରା ଦେଶ । ଏହି ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି । ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ନ୍ଦ୍ର ସରକାରୀ ଅଫିସ, କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ଶିଳ୍ପ…

ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ଚାଲିଲା ସ୍ୱତନ୍ତ୍ର ରୀତିନୀତି,…

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି କରାଯିବା ସହ ବିଗ୍ରହକୁ ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ମୂର୍ତିକାର ଅରୁଣ ଯୋଗୀରାଜ ବିଗ୍ରହ ସ୍ଥାପନ ସମୟରେ ଉପସ୍ଥିତ ଥିଲେ । ୨୨…

ବାହନଗା ଦୁର୍ଘଟଣାକୁ ପୂରିଲାଣି ୮ ମାସ, ହେଲେ ଏବେ ଆହତ ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ଏମ୍ସରେ ସହାୟତା ଅପେକ୍ଷାରେ…

କନକ ବ୍ୟୁରୋ : ସେଦିନର ସେଇ ଅଘଟଣକୁ ସିନା ଦୁନିଆ ଭୁଲି ଯାଇଛି, ହେଲେ ଯିଏ ଅଙ୍ଗେ ନିଭେଇଛି, ଯନ୍ତ୍ରଣାକୁ ଅନୁଭବ କରିଛି, ଯେତେ ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ପାରୁନି । ଜୀବନ ବଂଚି ଯାଇଥିବାରୁ ଭଗବାନକୁ ଧନ୍ୟବାଦ ଦେବେ ନା’ ଯନ୍ତ୍ରଣା ପିଛା ଛାଡୁନଥିବାରୁ ଅଭିମାନ କରିବେ ଜାଣି…

କମିଶନରେଟ ପୋଲିସ୍ ହାତରେ ଅନ୍ତଃରାଜ୍ୟ ଆପାର୍ଟମେଂଟ ଲୁଟିଆ ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଂଟେଡ, ୬ଟି ରାଜ୍ୟରେ…

କନକ ବ୍ୟୁରୋ : ଦେଖିବାକୁ ଜଣେ ଅଫିସରଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ କିଛି ବ୍ରାଣ୍ଡେଡ୍ । ଅଫିସର ଠାଣୀରେ କଥାବାର୍ତା । କିନ୍ତୁ କଥାବାର୍ତା ଆରମ୍ଭ କରିବା ବେଳେ ହିଁ ଆରମ୍ଭ ହୋଇ ଯାଇଥିବ ଅପରେସନ ଆପାର୍ଟମେଂଟ ଲୁଟ । ଏମାନେ ଆଖି ପିଛୁଳାକେ ଏମାନେ…

ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଚଳଚଂଚଳ ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଏକ ପ୍ରକାର ରାମମୟ ହୋଇପଡିଛି । ଜୟ ଶ୍ରୀରାମ ନାରା ଦେଇ ଶ୍ରଦ୍ଧାଳୁ ଏବେ ପ୍ରଭୁ ରାମଙ୍କୁ ସ୍ମରଣ କରିବା ଆରମ୍ଭ କରିଛନ୍ତି । ଆଉ ଗୁରୁବାର ଗର୍ଭ ଗୃହରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ରାମଲଲା । ମନ୍ତ୍ର…

କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେଫା ଅଫିସ ଆଗରେ ଶହ ଶହ ପରୀକ୍ଷାର୍ଥୀ

କନକ ବ୍ୟୁରୋ : କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି, ତାହା ଜାଣିବା ପାଇଁ ଓସେଫା ଅଫିସ ସାମ୍ନାରେ ଭିଡ଼ ଜମିଛି । କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ । ୨୦ ହଜାର ପଦବୀ ପାଇଁ ଆବେଦନ…