Daily Archives

January 16, 2024

ଆପର ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ, ବିଜେପି, କଂଗ୍ରେସ, ଏଆଇଏମଆଇଏମର କଟାକ୍ଷ: କହିଲେ ବିଜେପି ଆରଏସଏସ…

କନକ ବ୍ୟୁରୋ: ଅଯୋଧ୍ୟା ରାମଲାଲା ପ୍ରାଣପ୍ରତିଷ୍ଠାର ସେହି ଶୁଭ ସମୟ ଆସିବାକୁ ଯାଉଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ବଡ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଦିଲ୍ଲୀର ମୋଟ ୨୬ଶହ ସ୍ଥାନରେ ୧୬ ତାରିଖଠୁ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରିଛି ଆମ ଆଦମୀ ପାର୍ଟି । ପ୍ରଥମ ଦିନରେ ଦିଲ୍ଲୀ…

ଗୋପାଳପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ: ଗୋଟିଏ ମଂଚରେ ହେଭିୱେଟ୍ ନେତା

କନକ ବ୍ୟୁରୋ: ଆଗକୁ ନିର୍ବାଚନ । ଆଉ ସବୁଥର ଭଳି ବିଜେଡି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବ୍ରହ୍ମପୁରରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଦଳର ହେଭିୱେଟ୍ ନେତା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବା ପାଇଁ ରଣନୀତି ଆରମ୍ଭ କରିଛି ଦଳ । ମକର ମହୋତ୍ସବ ପାଳନ…

୧୭ ଓ ୨୨ରେ ଜଳିବ ଦୀପ: ମୋଦି, ନବୀନଙ୍କ ଆହ୍ୱାନରେ ଲାଗିଲା ରାଜନୀତିର ରଙ୍ଗ

କନକ ବ୍ୟୁରୋ: ରାଜନୀତିରେ ଦୀପ ଉତ୍ସବ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକଙ୍କ ଧାର୍ମିକ ଭାବନାକୁ ନେଇ ଧ୍ରୁବୀକରଣ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲଲା ମନ୍ଦିର ପ୍ରତିଷ୍ଠାରେ ସାରା ଦେଶରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ କରିଥିଲେ । ଆଉ ଏବେ…

ରକ୍ତରେ ଭିଜିଲା ଶୁଲିଆ ପୀଠ: ବଳି ପଡିଲେ ଶହ ଶହ ପଶୁ, ପକ୍ଷୀ

କନକ ବ୍ୟୁରୋ: ପ୍ରଶାସନର ବାରଣ ସତ୍ୱେ ଶୁଲିଆ ପୀଠରେ ବଳି ପଡିଛି । ମଣିଷର ମନୋକାମନା ପୂରଣ ପାଇଁ ନୀରିହ ପଶୁ ପକ୍ଷୀଙ୍କ ରକ୍ତରେ ଲାଲ ହୋଇଛି ଶୁଲିଆ ପୀଠ । ସବୁଥର ଭଳି ଏଥର ମଧ୍ୟ ଯାତ୍ରା ପୂର୍ବରୁ ଲୋକଙ୍କୁ ବଳି ନଦେବାକୁ ବୁଝାସୁଝା କରିଥିଲେ ପ୍ରଶାସନିକ ଅଧିକାରୀ । ହେଲେ ପରଂପରା ଓ ଉପସନା…

ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରାନଗରୀ: ଦୈବୀବାଣୀ ପରେ ବିଚଳିତ ମଥୁରା ନରେଶ 

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଂଚରେ ଶୁଭୁଛି ମହାରାଜ କଂସଙ୍କ ଅଟ୍ଟହାସ୍ୟ । ପିତା ଉଗ୍ରସେନଙ୍କୁ ବନ୍ଦୀ କରି ରାଜଗାଦି ଅକ୍ତିଆର ପରେ ଉଗ୍ର ହୋଇଛନ୍ତି ତ୍ରିପୁର ବିଜୟୀ କଂସ ମହାରାଜ । ଦୈବୀବାଣି ପରେ ବ୍ୟସ୍ତ ବିବ୍ରତ କଂସ ମୃତ୍ୟୁକୁ ମାତ ଦେବାକୁ ମନ୍ତ୍ରୀ ପାରିଷଦଙ୍କ ସହ…

ଖୋଲିଲା ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ରହସ୍ୟ: ଅବୈଧ ସମ୍ପର୍କ, ଝଗଡ଼ାକୁ ନେଇ ହତ୍ୟା କରିଥିଲେ…

କନକ ବ୍ୟୁରୋ: ଅବୈଧ ପ୍ରେମର କରୁଣ ପରିଣତି । ବାଲିଅନ୍ତାରେ ହୋଟେଲ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ପଛରେ ରହିଛି ଏମିତି ଏକ ଲୋମଟାଙ୍କୁରା କାହାଣୀ । ଯାହାକୁ ପ୍ରେମ କରୁଥିଲେ, ସେହି ହିଁ ଶେଷରେ ଜୀବନ ନେଇଛି । ବିବାହ ପାଇଁ ଜିଦ୍ କରି ସଫଳ ନହେବାରୁ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ…