Daily Archives

January 6, 2024

ଅଯୋଧ୍ୟାରୁ ଆସିଲା ବଡ ଖବର । ଗର୍ଭଗୃହରେ ପ୍ରତିଷ୍ଠା ହେବ କଳାରଙ୍ଗ ପଥର ନିର୍ମିତ ରାମଲାଲା ବିଗ୍ରହ, ୫୧ଇଂଚ ରହିବ…

କନକ ବ୍ୟୁରୋ : କିଛି ଦିନର ଅପେକ୍ଷା । ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଶୋଭା ପାଇବ ରାମଲାଲାଙ୍କ ବିଗ୍ରହ । ୨୨ ତାରିଖ ପ୍ରାଣପ୍ରତିଷ୍ଠା ପରେ ୨୩ ତାରିଖଠୁ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିପାରିବେ । କିଭଳି ସୁରୁଖୁରରେ ଭବ୍ୟ ପ୍ରାଣପ୍ରତିଷ୍ଠା ଆୟୋଜନ କରାଯିବ ଏନେଇ ଉତରପ୍ରଦେଶ ସରକାରଙ୍କ…

ବଢ଼ିଲା ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବଘେଲଙ୍କ ନାଁ, ଜେରା ପାଇଁ ମିଳିପାରେ…

କନକ ବ୍ୟୁରୋ : ମହାଦେବ ବେଟିଂ ଆପ ଦୁର୍ନୀତି ମାମଲାରେ ବଢ଼ୁଛି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବାଘେଲଙ୍କ ନାଁ ରହିଥିବା ଜଣାପଡିଛି । ଚାର୍ଜସିଟରେ ବଘେଲଙ୍କ ନାଁ ରହିବା ପରେ ଖୁବ ଶିଘ୍ର ସମନ ପଠାଯାଇ ତାଙ୍କୁ ଜେରା ପାଇଁ ଡକାଯାଇପାରେ ।…

ପୁଣି ଇତିହାସ ରଚିଲା ଇସ୍ରୋ । ଭାରତର ‘ସୂର୍ଯ୍ୟମିଶନ’କୁ ସଫଳତା, ଲକ୍ଷ୍ୟସ୍ଥଳରେ ପହଁଚିଲା ‘ଆଦିତ୍ୟ ଏଲ-ୱାନ’

କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ ପରେ ଲକ୍ଷ୍ୟସ୍ଥଳରେ ପହଁଚିଛି ଆଦିତ୍ୟ-ଏଲ-ୱାନ । ଏଲ୍-ୱାନ ପଏଂଟରେ ୫ ବର୍ଷ ଯାଏଁ କାମ କରିବ ଆଦିତ୍ୟ ଏଲ…

ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା

କନକ ବ୍ୟୁରୋ: ଦଶପଲ୍ଲା ରେଳଷ୍ଟେସନର ହେଲା ଲୋକାର୍ପଣ । ଲୋକେ ଏଣିକି ଦଶପଲ୍ଲା ଯାଏଁ ଟ୍ରେନରେ ଯାଇପାରିବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କରିଛନ୍ତି । ଏଥିସହ ଟ୍ରେନ ଚଳାଚଳର ଶୁଭାରମ୍ଭ ବି ହୋଇଛି । ଦଶପଲ୍ଲାକୁ ଏଣିକି ଦୈନିକ ୪ଟି…

ବିଜେପି ଦେବ ଆଗୁଆ ଟିକେଟ ! ‘୨୪’ରେ ସରକାର ଗଢିବାକୁ ରାଉରକେଲାରୁ ରଣନୀତି ।

କନକ ବ୍ୟୁରୋ: ୨୪ ପାଇଁ ବିଜେପିର ରୋଡ ମ୍ୟାପ ପ୍ରସ୍ତୁତ । ଶୁକ୍ରବାର ରାଉରକେଲାରେ ବିଜେପିର ଚିନ୍ତନ ବୈଠକରେ ରାଜ୍ୟରେ ସରକାର କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏବେ ଅପେକ୍ଷା କେନ୍ଦ୍ରୀୟ ନେତୃତ୍ୱର ଗ୍ରୀନ ସିଗନାଲକୁ । ସବୁ ଠିକଠାକ ରହିଲେ ଖୁବଶୀଘ୍ର ଆଗୁଆ ଟିକେଟ ଘୋଷଣା…

ବାଟରେ ଅଟକିଲେ ରାଜ୍ୟପାଳ, ବୁଝିଲେ ସମସ୍ୟା । ମହିଳାଙ୍କ ଭଙ୍ଗା ଘର ଦେଖି, ତୁରନ୍ତ ଘର ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ…

କନକ ବ୍ୟୁରୋ: ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀ । ଏହାକୁ ବି ଲୋକାଭିମୁଖୀ କରିହେବ, ଏକଥା ପୁଣି ଥରେ ପ୍ରମାଣ କରିଛନ୍ତି ରାଜ୍ୟପାଳ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଜଣେ ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗାଘରକୁ ଯାଇଥିଲେ ରଘୁବର ଦାସ । ଘରର ଦୟନୀୟ ସ୍ଥିତି…