Daily Archives

January 5, 2024

ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଗାଡିକୁ ଚାରିପଟୁ ଘେରି ଇଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ୨୪ ପ୍ରଗଣାରୁ ଆସିଛି ଅଭାବନୀୟ ଘଟଣା । ଟିଏମସି ନେତାଙ୍କ ଘରକୁ ଚଢ଼ାଉ ପାଇଁ ଯାଉଥିବା ସମୟରେ ଇଡି ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ପ୍ରାୟ ୨ଶହ ଗ୍ରାମବାସୀ ଚାରିପଟୁ ଘେରିବା ସହ ନିସ୍ତୁକ ମାଡ ମାରିଥିବା…

ଚୀନ ଖବରକାଗଜରେ ଭାରତର ପ୍ରଂଶସା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସାରେ ପୋତିଲା ଗ୍ଲୋବାଲ ଟାଇମ୍ସ

କନକ ବ୍ୟୁରୋ : ଚୀନ ଖବରକାଗଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା । ଗ୍ଲୋବାଲ ଟାଇମ୍ସରେ ମୋଦୀଙ୍କ ନୀତିକୁ ପ୍ରଂଶସା କରିବା ସହ ବିଶ୍ୱ ଦରବାରରେ ଭାରତ ଶକ୍ତି ବଢ଼ୁଥିବା ଏକ ଆଲେଖ୍ୟ ପ୍ରକାଶ ପାଇଛି । ଭାରତର ବିକାଶ ଓ ପ୍ରଗତିି ପଛରେ ମୋଦୀଙ୍କ ବିଦେଶ ନୀତି, କୁଟନୀତି ସମ୍ପର୍କ, ନେତୃତ୍ୱ…

ମେଣ୍ଟଫାଟ କମ କରିବାକୁ ନରମିଲା କଂଗ୍ରେସ । କେବଳ ୨୫୫ ଆସନ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି

କନକ ବ୍ୟୁରୋ : ଆଗକୁ ଲୋକସଭା ନିର୍ବାଚନ । ଏଯାଏଁ ଇଣ୍ଡିଆ ମେଂଟରେ ଛିଣ୍ଡିପାରୁନି ଆସନ ଭାଗବଂଟା । ସହଯୋଗୀ ଦଳ ନିଜ ନିଜ ଆସନ ପାଇଁ ଜିଦରେ ଅଟଳ ଥିବାବେଳେ କଂଗ୍ରେସ ନରମ ପଡୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ କଂଗ୍ରେସ ଏଥରକ କେବଳ ୨୫୫ ଆସନରେ ଲଢ଼ିବ ।…

ହାତରେ ଆଉ ସମୟ କମ୍: ୧୧ ତାରିଖ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଚଳଚଂଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଏହି ପରିପ୍ରେକ୍ଷୀରେ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆସନ୍ତାକାଲି ଠାରୁ ପ୍ରତି ପଂଚାୟତରେ ବୁଲିବ ପ୍ରଚାର ରଥ । ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦିନ…

୨୪ ପାଇଁ ରଣନୀତି କରୁଛନ୍ତି ଶାସକ, ବିରୋଧୀ: ଫୋକସରେ ପଶ୍ଚିମ ଓଡିଶା

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଅଛି । ହେଲେ ଏବେ ଠୁ ରାଜ୍ୟ ରାଜନୀତି ଉଷ୍ଣ ହେଲାଣି । ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ନେତା ଆଗାମି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କଲେଣି । ନେତାମାନେ ଗାଁ ମୁହାଁ ହେଲେଣି । କିନ୍ତୁ ସବୁ ଦଳର ଫୋକସରେ ରହିଛି…

ନିର୍ଣ୍ଣାୟକ ହେବେ ୭ ଲକ୍ଷରୁ ଅଧିକ ନୂଆ ଭୋଟର! ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ଭୋଟର ତାଲିକା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଏଥିରେ ୭ ଲକ୍ଷରୁ ଅଧିକ ଯୁବ ଭୋଟର ଯୋଡି ହୋଇଛନ୍ତି । ଯେଉଁମାନେ ପ୍ରଥମ ଥର ନିଜର ମତାଧିକାର ସାବ୍ୟସ୍ତ କରିବେ । କୁହାଯାଉଛି, ଏମାନଙ୍କ ଭୋଟ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ…