Daily Archives

January 3, 2024

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଉପବାସ ରହି ବ୍ରତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସରୟୁ ନଦୀରେ ପକାଇବେ ପବିତ୍ର ବୁଡ଼

କନକ ବ୍ୟୁରୋ : ଅପେକ୍ଷା ଜାନୁଆରୀ ୨୨କୁ । ଶୁଭ ମୁହୁର୍ତରେ ଅଯୋଧ୍ୟା ଶ୍ରୀରାମନ୍ଦିରର ଗର୍ଭଗୃହରେ ହେବ ରାମଲାଲା ବା ପ୍ରଭୁ ଶ୍ରୀରାମଙ୍କ ବାଳକ ରୂପ ବିଗ୍ରହର ପ୍ରାଣପ୍ରତିଷ୍ଠା । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସୁରୁଖୁରରେ ପ୍ରାଣପ୍ରତିଷ୍ଠା କାମ ସାରିବାକୁ ଉତରପ୍ରଦେଶ ସରକାରଙ୍କ…

ଇଡିକୁ ନାକେଦମ୍ କଲେଣି ୨ ମୁଖ୍ୟମନ୍ତ୍ରୀ । ସମନ୍ ସତ୍ୱେ ହାଜର ହେଉ ନାହାଁନ୍ତି ସୋରେନ୍, କେଜ୍ରିୱାଲ, ଇଡିକୁ ଚିଠି…

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଫସିଥିବା ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ଚିନ୍ତାରେ ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବିରୋଧରେ ଦୁର୍ନୀତି ଓ ଘୋଟାଲାର ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର…

ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀଙ୍କ ମାଆ । କହିଲେ, ପ୍ରସବ ବେଳେ ଠିକ୍ ନଥିଲା ମାନସିକ…

କନକ ବ୍ୟୁରୋ: ରେଙ୍ଗାଲି ଲାରିପାଲିର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଝିଅର ମାର ପରିଚୟ ମିଳିଛି । ଏବେ ସେ କହିଥିବା କଥାକୁ ନେଇ ଚର୍ଚ୍ଚା ବଢିଛି । ଯଦିଓ ସେ ନିଜେ ସ୍ୱୀକାର କରିଛନ୍ତି ମାନସିକ ଭାରସାମ୍ୟ ହରାଇ ଝିଅକୁ ବୋରୱେଲକୁ ଫିଙ୍ଗିଦେଇଥିଲେ । କିନ୍ତୁ ଡାକ୍ତର ଏହାକୁ…

ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲା : ସେବି ତଦନ୍ତକୁ ସମର୍ଥନ କଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତ ନେଇ ହୋଇଥିବା…

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ…

୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଭି କେ ପାଣ୍ଡିଆନ୍ । ପ୍ରଥମ ଦିନରେ ସଭାମଞ୍ଚରୁ ସମସ୍ୟା ସମାଧାନର ଦେଲେ ହିସାବ

କନକ ବ୍ୟୁରୋ: ସୁନ୍ଦରଗଡରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସମାବେଶ କରି ଲୋକଙ୍କୁ ଦେଇଛନ୍ତି କାମର ହିସାବ । ୧୬୦ଟି ଅଭିଯୋଗ ଆସିଥିବା ବେଳେ ୧୪୦ଟିର ସମାଧାନ ହୋଇଛି ବୋଲି ସେ ସମାବେଶରେ କହିଛନ୍ତି । ସୁ୍ନ୍ଦରଗଡରେ ଭି.କେ.ପାଣ୍ଡିଆନ ସମସ୍ୟା ସମାଧାନର ଦେଲେ ହିସାବ ଦୁଇ…

‘ମୋ ବସ୍’ରୁ ଲୁଟ ପଛରେ ତିନ୍ ପାହାଡ଼ି ଗ୍ୟାଙ୍ଗ୍ । ମୋବାଇଲ୍ ନୁହେଁ ସିମ୍ କାର୍ଡକୁ କରୁଥିଲେ ଟାର୍ଗେଟ୍

କନକ ବ୍ୟୁରୋ: ୟୁପିଆଇ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ନୂଆ ତରିକା । କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରାଙ୍କ କାହାଣୀକୁ ନେଇ ବେଶ ଚର୍ଚ୍ଚା । ଏମାନେ ଅନ୍ତଃରାଜ୍ୟ ଲୁଟେରା । ବିଭିନ୍ନ ରାଜ୍ୟରେ ଲୁଟ୍ କରୁଥିବାର ଅଭିଯୋଗ ରହିଛି । ରାଜ୍ୟରେ ସକ୍ରିୟ ତିନ୍ ପାହାଡ଼ି…