Daily Archives

December 28, 2023

ସିକ୍ରେଟ ମିଟିଂ ପରେ ଜେଡିୟୁ ଅର୍ନ୍ତକନ୍ଦଳରେ ଲାଗିଲା ବିରାମ । ବୈଠକରେ ନୀତୀଶ କୁମାର ଓ ଲଲନ ସିଂଙ୍କ ମଧ୍ୟରେ ଆପୋଷ…

କନକ ବ୍ୟୁରୋ : ବୈଠକ ପରେ ତୁଟିଲା ବିବାଦ । ଜେଡିୟୁ ଅର୍ନ୍ତକନ୍ଦଳରେ ଲାଗିଲା ବିରାମ । ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲଲନ ସିଂଙ୍କ ମଧ୍ୟରେ ବୈଠକ ବସିଥିବାବେଳେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ରହିଛି । ଆରଜେଡି ସହ ନୀତୀଶଙ୍କ ଘନିଷ୍ଠତାକୁ ନେଇ ଅସନ୍ତୋଷ…

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ

କନକ ବ୍ୟୁରୋ : ଗତ ୩ବର୍ଷ ହେବ ସମସ୍ତଙ୍କୁ ଯେଉଁ ଭୟ ଘାରିଛି ସେହି ଭୟ ପୁଣି ମନକୁ ଆନ୍ଦୋଳିତ କଲାଣି । କାରଣ ଦେଶରେ କରୋନା ସଂକ୍ରମଣ ଦ୍ରୁତି ଗତିରେ ମାଡି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରୁ ୨୪ଘଂଟାରେ ୬୯୨ ସଂକ୍ରମିତ ଚିହ୍ନଟ ହେବା ସହ ୬ଜଣଙ୍କ ମୃତ୍ୟୁ…

ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳ ଗୋଡରେ ବାଜିଲା ଗୁଳି, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ରଘୁ ନାଁରେ ରହିଛି…

କନକ ବ୍ୟୁରୋ: ଅପରାଧୀ ଗୋଡରେ ପୋଲିସର ଗୁଳି । ରାତି ୩ଟାରେ କମିଶନରେଟ ପୋଲିସର ଏନକାଉଣ୍ଟର । ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ଅପରାଧୀ ରଘୁ ବିଶ୍ୱାଳ । ଅନ୍ୟ ଜଣେ ଫେରାର ରହିଛି । ଡକାୟତି ଓ ରାହାଜାନୀ ଭଳି ୧୦ଟି ମାମଲା ରହିଛି ରଘୁ ନାଁରେ । ରାଜଧାନୀରେ ଏନକାଉଣ୍ଟର…

କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ

କନକ ବ୍ୟୁରୋ : କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିବ ନାହିଁ । କତାରର କୋର୍ଟ ମୃତ୍ୟୁଦଣ୍ଡା ଦେଶ ଦେଇଥିଲା । ଏବେ ଏହା ଉପରେ ରୋକ୍ ଲଗାଯାଇଛି । ଯାହା ଭାରତର କୂଟନୀତିକୁ ବଡ ସଫଳତା । ଭାରତ କତାର କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଥିଲା । ଏବେ ଦଣ୍ଡ କୋହଳ…

ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବମୁଖର ଅଯୋଧ୍ୟା । ଦେଶବିଦେଶରୁ ଛୁଟୁଛି ଉପହାର ଓ ଦାନ

କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା । ଶେଷ ପର୍ଯ୍ୟାୟରେ ପହଁଚିଲାଣି ପ୍ରସ୍ତୁତି । ସେପଟେ ଦେଶ ବିଦେଶରୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉପହାର ଓ ଦାନର ସୁଅ ଛୁଟୁଛି । ସୂଚନା ଅନୁସାରେ ବିହାର ପଟନା ମହାବୀର ଟ୍ରଷ୍ଟ ପକ୍ଷରୁ…

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । ଦାଦନ ଶ୍ରମିକଙ୍କ ଯାତାୟାତକୁ ନେଇ ଗଞ୍ଜାମରେ ବଢ଼ିଲା ଭୟ ।

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ଏତେ ମାରାତ୍ମକ ନୁହେଁ ବୋଲି କୁହାଯାଉଥିବା ବେଳେ, କିଛି ଦୃଶ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । କାରଣ ଜଣାଶୁଣା ତାମିଲ ଅଭିନେତା ବିଜୟକାନ୍ତଙ୍କ ୭୧ ବର୍ଷ ବୟସରେ କରୋନାରେ ଦେହାନ୍ତ ହୋଇଛି । କଫ ଓ ଗଳା ଦରଜ ଭଳି ଲକ୍ଷଣ ଦେଖାଯିବା ପରେ ତାଙ୍କୁ…