Daily Archives

December 26, 2023

ନିୟୋଜିତ ହେଲା ଆଇଏନଏସ୍ ଇମ୍ଫାଲ । ସ୍ୱଦେଶୀ ଜ୍ଞାନରେ ବିଧ୍ୱଂଶକାରୀ ଯୁଦ୍ଧ ଜାହାଜ

କନକ ବ୍ୟୁରୋ : ଭାରତ ମହାସାଗରରେ ଚୀନ ସହ ବିବାଦ ଭିତରେ ବଡ଼ ପଦକ୍ଷେପ ନେଇଛି ପ୍ରତିରକ୍ଷା ବିଭାଗ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଂୟଚାଳିତ ମିଶାଇଲ ବିଧୋଂଶକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ଇମ୍ଫାଲକୁ ମଙ୍ଗଳବାର କାର୍ଯ୍ୟରେ ନିୟୋଜିତ କରିଛି । ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ବିରୋଧ କରିବାରୁ ମାଡ! ଲୋକପ୍ରତିନିଧିଙ୍କୁ ଅଧିକାରୀଙ୍କ ମାଡ ଭିଡିଓ ଭାଇରାଲ

କନକ ବ୍ୟୁରୋ : ୫ଟି ଅଧିନରେ ବଲାଙ୍ଗୀରର ପବିତ୍ର ଶୈବପୀଠ ହରିଶଙ୍କରରେ ବିକାଶ କାମ ଚାଲିଛି । ଏଥିପାଇଁ ୧୨୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଙ୍ଗରିଆ ପଂଚାୟତର ସରପଂଚ ସୁଶୀଲ ଗୁରୁ ହରିଶଙ୍କର ଦେବୋତ୍ତର କମିଟିର ସଦସ୍ୟ ଅଛନ୍ତି । ଏଠାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ନେଇ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଲକ୍ଷଣ ଦେଖା ଦେଲେ ଟେଷ୍ଟ କରିବାକୁ ପରାମର୍ଶ

କନକ ବ୍ୟୁରୋ : ଚିନ୍ତା ବଢାଇଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦେଶରେ କରୋନା ମାମଲା ବଢୁଛି । ଓଡିଶାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ରାଜ୍ୟରେ ସଂକ୍ରମଣ ସ୍ଥିତି ଉଦବେଗଜନକ ନାହିଁ । ଗତ ୨୪ ଘଂଟାରେ ଓଡିଶାରେ ଆଉ ଏକ କରୋନା…

ରାଜଧାନୀର ଜାଗା ପଜେସନ । ବିଲଡରଙ୍କୁ ପିଟିଲେ ବାଉଁସର !

କନକ ବ୍ୟୁରୋ : ଭୁବନେଶ୍ୱ୍ୱର ଚନ୍ଦ୍ରଶେଖରପୁର ଥାନା ଅଧିନ ଡମଣା ନିକଟରେ ରହିଛି ଭୂମି ଇନଫ୍ରା ପ୍ରାଇଭେଟ ଲିମିଟେଡ । ଜାଗାକୁ ରାସ୍ତା ଖୋଲିବାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ଜୋର ଜବରଦସ୍ତ ରାସ୍ତାକୁ ବାଟ ଫିଟାଇବା ପାଇଁ ଠିକା ନେଇଥିଲେ ବାଉଁସର । ଆଉ ଏଠାରେ ସତେ ଯେମିତି ଚାଲିଥିଲା ଜୋର…

ଭୁବନେଶ୍ୱର ସାଂସଦଙ୍କୁ ଅଟକାଇଲା କିଏ? ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅପରାଜିତା । ୨ ଘଣ୍ଟା ଅଟକ ନେଇ ସାଂସଦ…

କନକ ବ୍ୟୁରୋ: ସାଂସଦଙ୍କୁ ଅଟକାଇଲା କିଏ? ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ ନେଇ ରାଜନୀତି ତେଜିଛି । ଖୋଦ୍ ସାଂସଦ ଆଜି କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି, ତାଙ୍କର ଯେଉଁ ୨ ଘଣ୍ଟା ସମୟ ନଷ୍ଟ ହେଲା ସେଥିପାଇଁ…

ଚାଷୀଙ୍କ ପାଇଁ ଗାଡ଼ିରୁ ଓହ୍ଲାଇ ଆସିଲେ ରାଜ୍ୟପାଳ । ଚାଷୀଙ୍କୁ ଭେଟି ଆଲୋଚନା କଲେ ରଘୁବର ଦାସ

କନକ ବ୍ୟୁରୋ : ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ଅଟକି ରଖିଥିଲେ ବରଗଡ଼ ଜିଲ୍ଳା ଅତାବିରା ଅଂଚଳ ଚାଷୀ ।ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ ମଧ୍ୟ କରିଥିଲେ । ହେଲେ କୌଣସି କାରଣରୁ ରାଜ୍ୟପାଳଙ୍କୁ ଭେଟିବାକୁ ମନା କରିଦେଇଥିଲା ପ୍ରଶାସନ । ତେବେ ରାଜ୍ୟପାଳ…