Daily Archives

December 19, 2023

ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର: ଦେଶରେ ୨୦.୬%, ଓଡ଼ିଶାରେ ୪୯.୯%, ବିହାରକୁ ପଛରେ ପକାଇଲା ଓଡ଼ିଶା

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର । ଦଶମ ଶ୍ରେଣୀରେ ପାଠ ଛାଡୁଛନ୍ତି ଅଧା ଛାତ୍ରଛାତ୍ରୀ । ସଂସଦରେ ଏ ନେଇ ତଥ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ଡ୍ରପଆଉଟ୍ ହାର ୨୦.୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୯.୯% ପ୍ରତିଶତ । ଏପରିକି ବିହାରକୁ…

ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି ।

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ମହୁଆଙ୍କ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ତୁରନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଏହି ମାମଲାର ଶୁଣାଣୀ ଜାନୁଅ।।ରୀ ୪ରେ କରାଯିବ । ଏନେଇ ମଙ୍ଗଳବାର ହାଇକୋର୍ଟ…

ପ୍ରକ୍ସି ସରପଞ୍ଚ ସାବଧାନ! ଚେତାବନୀ ଦେଲା ପଂଚାୟତିରାଜ ବିଭାଗ

କନକ ବ୍ୟୁରୋ: ରାଜ୍ୟର ଅନେକ ପଂଚାୟତରେ ସ୍ତ୍ରୀ ହେଉଛନ୍ତି ସରପଂଚ । କିନ୍ତୁ  ପଂଚାୟତ ସମ୍ଭାଳୁଛନ୍ତି ସରପଂଚଙ୍କ ସ୍ୱାମୀ । ଏବେ ଏହାକୁ ନେଇ ଆକ୍ସନ ମୋଡକୁ ଆସିଛି ପଂଚାୟତି ରାଜ ବିଭାଗ । ପ୍ରକ୍ସି ସରପଂଚଙ୍କ ସଂପର୍କରେ ଅଭିଯୋଗ ଆସିଲେ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ । ଦୁଇ ଦିନରେ ୭ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ ହେବା ସହ ୨ ଦିନରେ ୭ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୫ଜଣ, ଉତ୍ତରପ୍ରଦେଶରେ ଜଣେ ଓ କର୍ଣ୍ଣାଟକରେ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।…

ରାଉରକେଲାକୁ ଘାରିଛି ହଇଜା ଡର! ଚିନ୍ତା ବଢ଼ାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି

କନକ ବ୍ୟୁରୋ: ରାଉରକେଲାରେ ଥମୁନି ହଇଜା ଆତଙ୍କ । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାର ରହିଥିଲେ ବି ସ୍ଥିତି ବେକାବୁ ହୋଇଛି । ବିଶେଷକରି ବସ୍ତି ଅଂଚଳ ଚିନ୍ତା…

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି: ଲୋକଙ୍କ ସମସ୍ୟା ନେଇ କଲେ ଅବଗତ, ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ସେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ…