Daily Archives

December 17, 2023

ନାଗପୁରରେ ଭୟଙ୍କର ବିସ୍ଫୋରଣ । ବଢିପାରେ ମୃତାହତଙ୍କ ସଂଖ୍ୟା

କନକ ବ୍ୟୁରୋ : ମହାରାଷ୍ଟ୍ର ନାଗପୁରର ଏକ୍ଲପ୍ଲୋସିଭ କାରଖାନା ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେର ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର ହୋଇଛନ୍ତି   । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୬ଜଣ ପୁରୁଷ । କାରଖାନାରେ ବିସ୍ଫୋରଣ ଖବର ପାଇବା ପରେ…

ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀଙ୍କ ସମ୍ପର୍କରେ ଚାଂଚଲ୍ୟକର ତଥ୍ୟ । ଧର୍ମଶାଳାର ନେଉଳପୁର ମିଲତନଗରରେ ଗ୍ରାଉଣ୍ଡ ଜିରୋ…

କନକ ବ୍ୟୁରୋ : ଯାଜପୁରର ଧର୍ମଶାଳା ଅଂଚଳର ନେଉଳପୁର ମିଲତ ନଗର । ଏଠାରେ ବୁଖାରୀଙ୍କ ସ୍ତ୍ରୀ ଓ ଝିଅ ରହୁଥିଲେ ଓ ବୁଖାରୀ ସମୟ ସମୟରେ ଆସି କିଛି ଦିନ ରହୁଥିଲା । ଚାଲିଚଳନ ଓ ହାବଭାବକୁ କେହି ବି ଜାଣିଥିଲେ ବୁଖାରୀ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି । ଏବେ କ୍ରାଇମବ୍ରାଚ ଏସଟିଏଫ ଦ୍ୱାରା…

ହ୍ୟାକରଙ୍କ ଟାର୍ଗେଟରେ ସାମସଙ୍ଗ ମୋବାଇଲ୍ । କିଛି ଭର୍ସନ ଅସୁରକ୍ଷିତ ଥିବା ନେଇ ସତର୍କ କଲେ ସରକାର

କନକ ବ୍ୟୁରୋ : ସାମସଙ୍ଗ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି କି? ସାବଧାନ! ଆପଣଙ୍କ ଫୋନରୁ ହୋଇପାରେ ତଥ୍ୟ ଚୋରି । ତୁରନ୍ତ କରନ୍ତୁ ସିକ୍ୟୁରିଟି ଅପଡେଟ୍ । ଯଦି ଆପଣଙ୍କର ସାମସଙ୍ଗ ମୋବାଇଲ୍ ଆଣ୍ଡ୍ରଏଡ୍ ଭର୍ସନ ୧୧, ୧୨, ୧୩ କିମ୍ବା ୧୪ ରହିଛି, ତା’ହେଲେ ତୁରନ୍ତ ସିକ୍ୟୁରିଟି ପ୍ୟାଚ୍…

ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ଫାଇଭ-ଟି ଅଧ୍ୟକ୍ଷ । କହିଲେ, କିଛି ଲୋକଙ୍କୁ ଦେଖାଯାଉନି ରୂପାନ୍ତରୀକରଣ, ଜବାବ…

କନକ ବ୍ୟୁରୋ : ଶାସକ ଦଳ ବିଜେଡିରେ ଯୋଗଦେବା ପରେ ପ୍ରଥମ ଥର ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଭି.କେ. ପାଣ୍ଡିଆନ୍ । ପ୍ରାୟତଃ ସିଧାସଳଖ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଉନଥିବା ପାଣ୍ଡିଆନ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ଚାକିିରୀରୁ ଭିଆରଏସ ନେଇ ରାଜନୀତିରେ ଯୋଗ ଦେବା…

ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ । ୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

କନକ ବ୍ୟୁରୋ : ଡରାଇଲାଣି ଝାଡାବାନ୍ତି ରୋଗ । ୩ ଦିନରେ ଗଲାଣି ୬ ଜୀବନ । ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୨୦୦ ଆକ୍ରାନ୍ତ । ହସ୍ପିଟାଲରୁ ଆସିଛି ବିକଳ ଚିତ୍ର । ହସ୍ପିଟାଲରେ କିଏ ରୋଗୀଙ୍କ ଗୋଡ ଘଷି ଦେଉଛି । କିଏ କପଡା ଘୋଡେଇ ଦେଉଛି । ପୁଣି କିଏ ଡାକ୍ତର ନର୍ସଙ୍କୁ ଡାକିବାକୁ ଯାଉଛି…

ଅଟୋକୁ ଚାପିଦେଲା ହାଇୱା । ଧ ୫ ଜଣଙ୍କ ମୃତ୍ୟୁ, ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ୨ ଜଣ ଭର୍ତି

କନକ ବ୍ୟୁରୋ : ହୃଦୟ ବିଦାରକ ଦୃଶ୍ୟ । ଛାତିକୁ ଚହଲାଇ ଦେଲା ଭଳି ଚିତ୍ର । ମୃତକଙ୍କ ଭିତରୁ ପରିଚିତଙ୍କୁ ଖୋଜିବା କେତେ ଯନ୍ତ୍ରଣା ଦାୟକ, ସୁନ୍ଦରଗଡ଼ରୁ ଆସିଥିବା ଦୁର୍ଘଟଣାର ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ରାସ୍ତାକଡ଼ରେ ପଡ଼ିଥିବା ଶବ ଭିତରୁ ସମ୍ପର୍କୀୟ କିଏ ଏବଂ ପରିଚିତ କିଏ,…