Daily Archives

December 4, 2023

ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି…

କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । ଆଉ ଗୃହରେ ଦେଖିବାକୁ ମିଳିଛି ବିଜେପି ବିଜୟର ପ୍ରଭାବ । ମୋଦୀ ମୋଦୀ ନାରା ସହ କମ୍ପି ଉଠିଥିଲା ସଂସଦ ଭବନ । ସେପଟେ, ପରାଜୟର ରାଗ ଗୃହରେ ନ ବାହାର କରିବାକୁ ବିରୋଧୀ ସାଂସଦଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।…

ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି ‘ମିଗଜୋମ୍’ । ଏହାର ବଡ଼ ପ୍ରଭାବ ପଡିଛି ତାମିଲନାଡୁ ଉପକୂଳ ଅଞ୍ଚଳରେ । ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ…

ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ୩ଟି ରାଜ୍ୟରେ ବିଜେପିର ଦମଦାର ବିଜୟ ପରେ କିଏ ହେବ ମୁଖମନ୍ତ୍ରୀ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୁରୁଖା ନେତାଙ୍କ ଉପରେ ବିଜେପି ଭରସା କରିବ ନା ନୂଆ ମୁହଁ ଆଣି ସରପ୍ରାଇଜ ଦେବ ତା ଉପରେ ସାରା ଦେଶର ନଜର ରହିଛି । ଆଉ ଏହାରି ଭିତରେ ତେଲେଙ୍ଗାନାରେ ବି…

ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସବମୁଖର ବିଜେପି । ମୋଦୀ ମୋଦୀ ନାରାରେ କମ୍ପିଲା ସଂସଦ ଭବନ । ସଂସଦରେ…

କନକ ବ୍ୟୁରୋ: ତିନି ରାଜ୍ୟରେ ବିଜୟ ପରେ ଭାରତୀୟ ଜନତା ପାର୍ଟି ଉତ୍ସାହିତ । ସଡକରୁ ସଂସଦ ଉତ୍ସବ ମନାଉଛନ୍ତି ବିଜେପି ନେତା । ଗତକାଲିଠାରୁ ବିଜେପି ନେତା ଓ କର୍ମୀ ସାରଦେଶରେ ଉତ୍ସବ ମନାଉଥିବାବେଳେ ଆଜି ସଂସଦରେ ଦେଖିବାକୁ ମିଳିଥିଲା ତାର ଝଲକ । ଶୀତକାଳିନ ଅଧିବେଶନରେ ଯୋଗଦେବାକୁ…

ନିର୍ବାଚନ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଢ଼ିଲା…

କନକ ବ୍ୟୁରୋ : ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ରାଜ୍ୟରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି-ବିଜେପି…

୩ ରାଜ୍ୟରେ ପରାଜୟ ପରେ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା । ବିରୋଧୀଙ୍କ ବୈଠକରେ ସାମିଲ ହେବନି ତୃଣମୂଳ କଂଗ୍ରେସ ।

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବଡ ବିଜୟ ପରେ ଏବେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ ଝଟକା । ଆସନ୍ତା ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବେନି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ତେବେ ଏହି ବୈଠକରେ ତୃଣମୂଳ କଂଗ୍ରେସର କୌଣସି…