Daily Archives

December 3, 2023

ପୁଣି ଚାଲିଲା ମୋଦୀ ମ୍ୟାଜିକ । ଏବେ ବି ଅକ୍ଷୂର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ପଛରେ…

କନକ ବ୍ୟୁରୋ : ୫ ବର୍ଷ ତଳେ ଯେଉଁ ତିନି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ କରିଥିଲା, ଆଜି ସେହି ରାଜ୍ୟରେ କଂଗ୍ରେସକୁ ଲାଗିଛି ଗ୍ରହଣ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କର ନଜର ଥିଲା । ବିଶେଷକରି ଚଳିତ ବର୍ଷ ରାହୁଲ…

ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ

କନକ ବ୍ୟୁରୋ : ତେଲେଙ୍ଗାନା କଂଗ୍ରେସରେ ଉତ୍ସବ । ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ମନାଉଛନ୍ତି ତେଲେଙ୍ଗାନା କଂଗ୍ରେସର ଦଳୀୟ ନେତା ଓ କର୍ମୀ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାସ୍ତାକୁ ବାହାରି ଖୁସି ମନାଉଛନ୍ତି କଂଗ୍ରେସ କର୍ମୀ ।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ: ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଗେହଲଟ । ଆଜି ସେ ରାଜ୍ୟପାଳ କଲରାଜ ମିଶ୍ରାଙ୍କ ବାସଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୧୧ ଘଣ୍ଟାର ଭୋଟ ଗଣତି ପରେ ବିଜେପି ବହୁମଚ ପାଇଥିଲା । ଆଉ ଏହାରି…

ସବୁ ଆକଳନକୁ ଭୁଲ ପ୍ରମାଣିତ କରି ସମସ୍ତଙ୍କୁ ଚକମାଇ ଦେଲା ଛତିଶଗଡ । ଭୂପେଶ ବାଘେଲଙ୍କ ସରକାରକୁ ପ୍ରତ୍ୟାଖାନ କଲେ ଜନତା

କନକ ବ୍ୟୁରୋ : କିଛି କଥା ସହଜରେ ବିଶ୍ୱାସ କରି ହୁଏନି । ଠିକ୍ ଯେମିତି ଏହି ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ । ଫଳାଫଳ ନଆସିବା ଯାଏଁ ଲାଗୁଥିଲା, କଂଗ୍ରେସ ଜିତିବ । ଶେଷ ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସେଇଆ କହୁଥିଲା । ହେଲେ ନିର୍ବାଚନ ଫଳାଫଳ ଯେତେବେଳେ ଆସିଲା, ଯେତେବେଳେ…

୨୪ ପୂର୍ବରୁ ସେମିଫାଇନାଲରେ ବଡ଼ ବିଜୟ ଅଭିମୁଖେ ବିଜେପି । ପ୍ରମାଣିତ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପଦ୍ମ ଦଳର ପ୍ରଭାବ

କନକ ବ୍ୟୁରୋ : ଆସିଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ବଡ ବିଜୟ ଆଡକୁ ଅଗ୍ରସର ହୋଇଛି । ତେଲେଙ୍ଗାନାରେ କେସିଆରଙ୍କ ୧୦ ବର୍ଷର ଶାସନ ଶେଷ ହୋଇଛି । କଂଗ୍ରେସ ଏଠାରେ କେସିଆରଙ୍କଠାରୁ କ୍ଷମତା ଛଡାଇଆଣିଛି । ଏବେ ଆସନ୍ତୁ ଦେଖିବା କଣ ରହିଛି ୪…

ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ବିଜୟୀ । ରାୟପୁର ଉତ୍ତରରୁ ପୁରେନ୍ଦ୍ରଙ୍କୁ ମୈଦାନକୁ ଓହ୍ଲାଇଥିଲା…

କନକ ବ୍ୟୁରୋ : ଛତିଶଗଡରେ ଫୁଟିଛି ପଦ୍ମ । ପୁଣିଥରେ ସରକାର ଗଢିବ ବିଜେପି । ଛତିଶଗଡରେ କଂଗ୍ରେସକୁ ଝଟକା ଲାଗିଥିବା ବେଳେ ବିଜେପି ବିଜୟୀ ବାନା ଉଡାଇଛି । ଏହି ବିଜୟୀ ବିଧାୟକଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ୨୩ ହଜାରରୁ…