Daily Archives

November 23, 2023

ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ଫସିଲେ ରାହୁଲ ଗାନ୍ଧୀ । କାରଣ ଦର୍ଶାଅ ନୋଟିସ ଜାରି କରି ୨୫ ତରିଖ ସୁଦ୍ଧା ଜବାବ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପନୌତି ଏବଂ ପକେଟମାର କହି କଟାକ୍ଷ କରିବା ରାହୁଲ ଗାନ୍ଧୀଙ୍କୁ ମହଂଗା ପଡିଛି । ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ ଏବେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ କରିଛନ୍ତି । ୨୫ ତାରିଖରେ ନୋଟିସର ଜବାବ ରଖିବାକୁ କୁହାଯାଇଛି । ନିକଟରେ…

ସମୟ ଗଡୁଛି , ଉତ୍କଣ୍ଠା ବଢୁଛି । ସବୁ କିଛି ଠିକ ରହିଲେ, ଶୁକ୍ରବାର ସକାଳ ସୁଦ୍ଧା ସୁଡଙ୍ଗରୁ ଉଦ୍ଧାର ହୋଇପାରନ୍ତି…

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ । ଆବଶ୍ୟକ ପଡିଲେ ଅସୁସ୍ଥ ଶ୍ରମିକଙ୍କୁ ଏୟାରଲିଫ୍ଟ ପାଇଁ ବି ପ୍ରସ୍ତୁତ ରହିଛି ହେଲିକପ୍ଟର । ଏପଟେ ହସ୍ପିଟାଲରେ ବି ସଜଡା ଯାଇଛି ୪୧ଟି ବେଡ୍ । ଏସବୁ ପ୍ରସ୍ତୁତି, ଖୁବଶୀଘ୍ର…

ଡିପଫେକ୍ ଭିଡ଼ିଓ କରୁଥିଲେ ସାବଧାନ ! ଦୋଷ ପ୍ରମାଣ ହେଲେ ଦଣ୍ଡିତ ହେବେ ଫ୍ଲାଟଫର୍ମ ଓ ପ୍ରସ୍ତୁତକର୍ତା

କନକ ବ୍ୟୁରୋ : ଡିପଫେକ୍ ଭିଡିଓ କଲେ ଓ ଏହାର ପ୍ରଚାର ପ୍ରସାର କରାଇଲେ ଭୋଗିବାକୁ ପଡିବ କଠୋର ଦ ଣ୍ଡ । ଏନେଇ ଚେତାଇ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ସ୍ୱତନ୍ତ୍ର ଆଇନ ଆଣି ଦ ଣ୍ଡ ବିଧାନ କରିବାକୁ ଯାଉଛନ୍ତି ସରକାର । ଡିପଫେକ୍ ଭିଡିଓ କରୁଥିବା ବ୍ୟକ୍ତିଙ୍କୁ…

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭିଡ: ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କନକ ବ୍ୟୁରୋ: ଆରମ୍ଭ ହେଲା ପଂଚୁକ । ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି । ନୀତିକାନ୍ତି ଶୃଙ୍ଖଳିତ ରହିଥିବା ବେଳେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ଭକ୍ତ କିପରି ସୁରକ୍ଷିତ ଓ ସୁବିଧାରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେ,…

ପ୍ରତିବାଦର ପରିଣାମ କି ଫାଇନ୍? ରାଜ୍ୟରେ ଘରୋଇ ବସରେ ଯାଞ୍ଚ ଜୋରଦାର, ଦେଢ ହଜାର ବସରୁ ଆଦାୟ ହେଲା ଫାଇନ । ସାଂଘାତିକ…

କନକ ବ୍ୟୁରୋ : ଗୋଟିଏ ପଟେ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ କରିବାକୁ ଚେତାବନୀ ଦେଉଛି । ସରକାର କଥା ନବୁଝିଲେ ଆନ୍ଦୋଳନ କରିବ ବୋଲି କହିଛି ସଂଘ । ଆଉ ଏତିକି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘରୋଇ ବସରେ ଜୋରଦାର ଯାଂଚ କରାଯାଉଛି । ଏହାସହ ଫାଇନ୍ ଆଦାୟ ହେଉଛି । ଯାହାକୁ ନେଇ ଘରୋଇ ବସ୍…

ନାବାଳକଙ୍କ ଜରିଆରେ ହେଉଛି ଚୋରି, ମାଷ୍ଟରମାଇଣ୍ଡ ଘରେ ବସି କରୁଛନ୍ତି ଅପରେଟ । କମିଶନରେଟ ପୋଲିସର ଉଡିଗଲାଣି ନିଦ ।

କନକ ବ୍ୟୁରୋ : ରାଜଧାନୀରେ ବଢ଼ୁଛି ନାବାଳକ ଅପରାଧ ମାମଲା । କେଉଁଠି ଲୁଟ୍ ତ କେଉଁଠି ସଂଗୀନ ଅପରାଧରେ ଧରାପଡ଼ୁଛନ୍ତି ନାବାଳକ । ହେଲେ କାହିଁକି ଅପରାଧରେ ସମ୍ପୃକ୍ତ ହୋଇପଡ଼ୁଛନ୍ତି କମ୍ ବୟସର ପିଲା? ଜୁଭେନାଇଲ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ନାହିଁ । ସଙ୍ଗୀନ ଅପରାଧରେ ଦଣ୍ଡବିଧାନ ବେଳେ ବୟସ…