Daily Archives

July 5, 2023

ଅଙ୍ଗନବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର । ୫ ଜଣ ଛାତ୍ରଛାତ୍ରୀ ଓ ଜଣେ ଦିଦି ଆହତ

କନକ ବ୍ୟୁରୋ: ଅଙ୍ଗନବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର । ଛାତରୁ ପ୍ଲାଷ୍ଟର ଖସିବା ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହେବା ସହିତ ଅଙ୍ଗନବାଡି କେନ୍ଦ୍ରର ଜଣେ ଦିଦି ମଧ୍ୟ ଆହତ ହୋଇଛନ୍ତି । ତେବେ ଆଠମଲ୍ଲିକ ଝିଲ୍ଲିମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରୁ ଏହି ଖବର ଆସିଛି । ତେବେ ଛାତରୁ ପ୍ଲାଷ୍ଟର…

ବୌଦ୍ଧରେ ଫାଇଭ-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ: ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା

କନକ ବ୍ୟୁରୋ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି ମଧ୍ୟ ବିରୋଧ କରିଛି । କଂଟାମାଲ ବ୍ଲକ ଗସ୍ତରେ ଥିବା ବେଳେ…

ବନ୍ଧୁକ ମୂନରେ ଲୁଟିଥିଲେ ୪ହଳ ଜୋତା, ଏବେ କୋର୍ଟ ଶୁଣାଇଲେ ୭ବର୍ଷ ଜେଲଦଣ୍ଡ

କନକ ବ୍ୟୁରୋ : ହରିଆଣା ରେବାଡି ଠାରେ ଥିବା ଏକ ଜୋତା ଦୋକାନରୁ ୪ ହଳ ଜୋତା ଚୋରି କରିଥିବା ଅଭିଯୋଗରେ ଲୁଟେରାଙ୍କୁ ୭ବର୍ଷ ଜେଲ ଦଣ୍ଡିରେ ଦଣ୍ଡିତ କରିଛନ୍ତି କୋର୍ଟ । କେବଳ ଜେଲ ଦଣ୍ଡ ନୁହେଁ ଅପରାଧୀଙ୍କ ଉପରେ କୋର୍ଟ ୪୧ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ସୂଚନା ମୁତାବକ ୨୦୨୧…

ବଡ ଚେହେରା ଦେଖାଇ ବଡ଼ ଠକେଇ । ବଲିଉଡ୍ ଷ୍ଟାର ଓ ବିଜନେସମ୍ୟାନଙ୍କ ଫଟୋ ଦେଖାଇ ଲୁଟୁଥିଲେ

କନକ ବ୍ୟୁରୋ: ବଡ଼ ଚେହେରା ଦେଖାଇ ବଡ଼ ଠକେଇ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଠକେଇର ହୋଇଛି ପର୍ଦ୍ଦାଫାସ । ଏହି ଲୁଟ୍ ଗ୍ୟାଙ୍ଗକୁ ଠାବ କରିଛି ଅର୍ଥନୈତିକ ଅପରାଧିକ ଶାଖା ବା ଇଓଡବ୍ଲୁ । ଇଓଡବ୍ଲୁ ଏହି ଘଟଣାରେ ୧୪ଟି ଅଲଗା ଅଲଗା ଆକାଉଂଟରୁ ପ୍ରାୟ ୭୫ଲକ୍ଷ ଟଙ୍କା ଫ୍ରି୍ଜ୍ କରିଛି । ଏହି ଠକ…

ରାଜଧାନୀରୁ ନିଖୋଜ ଦୁଇ ଛାତ୍ର ଟିଟିଲାଗଡରୁ ଠାବ । ସ୍କୁଲ ଯାଇ ନିଖୋଜ ହୋଇଥିଲେ ନିଖୋଜ ।

କନକ ବ୍ୟୁରୋ: ମିଳିଲା ୨ ନାବାଳକ ଛାତ୍ର ନିଖୋଜଙ୍କ ଠିକଣା । ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ଉଭୟଙ୍କୁ ବେହୋସ କରି ଭୁବନେଶ୍ୱରରୁ ନିଆଯାଉଥିଲା । ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଖବର…

ବିଜେପିର ୨୦୨୪ ରଣନୀତିକୁ ନେଇ ବିଜେଡିର ଜବାବ । ପ୍ରଶାନ୍ତ କହିଲେ, ଘରର ଚାରି କାନ୍ଥ ଭିତରେ ରାଜନୀତିର ଅଙ୍କ କଷା…

କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ବିଜେପିର ମିଶନ ୮୦+ ଟାର୍ଗେଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଘରର ଚାରି କାନ୍ଥ ଭିତରେ ରାଜନୀତିର ଅଙ୍କ କଷା ଯାଏନି । ବିଜେପି ଦଳ ଓଡ଼ିଶା ରାଜନୀତିକୁ ଅନେକ ଡାଏଲଗ ଦେଇଛନ୍ତି । କିନ୍ତୁ ଗାଁ…