Daily Archives

July 5, 2023

ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ଶରଦ ପାୱାରଙ୍କୁ ହଟେଇ ଅଜିତ ପାୱାର ନୂଆ ଏନସିପି ଅଧ୍ୟକ୍ଷ । ପଢନ୍ତୁ, କଣ କହିଲେ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୀତିର ମହାନାଟକ । ଉଭୟ ଅଜିତ୍ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀ ନିଜକୁ ଏନସିପି ବୋଲି ଦାବି କରୁଥିବାବେଳେ, ସେମାନଙ୍କ ଭିତରୁ କିଏ ଏନସିପି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ତେବେ ଏହାରି ଭିତରେ ଉଭୟ ଗୋଷ୍ଠୀ ଆଜି ନିଜର ନିଜର…

ବିଶ୍ୱାସରେ ବିଷ ଦେଇ ଲୁଟି ନେଲେ ଟଙ୍କା: ଡ୍ର’ ଖୋଲି ୯ହଜାରରୁ ଅଧିକ ଟଙ୍କା ଲୁଟ୍

କନକ ବ୍ୟୁରୋ: ବିଶ୍ୱାସରେ ବିଷ । ଡ୍ର ଖୋଲି ଟଂକା ନେଇଗଲା ଯୁବକ । ଭୁବନେଶ୍ୱର ପାହାଳ ମାର୍କେଟରେ ଅଜିତ କୁମାର ସାହୁଙ୍କ ଦୋକାନ । ଅଜିତଙ୍କ ଦୋକାନକୁ ନୀଳ ଟି-ଶାର୍ଟ ପିନ୍ଧିଥିବା ଯୁବକ ଗତ ୧ମାସ ହେବ, ପ୍ରତିଦିନ ସଂଧ୍ୟା ୭ଟାରୁ ୮ଟା ଦୋକନକୁ ଆସିଥାନ୍ତି । ଧୀରେ ଧୀରେ ଅଜିତଙ୍କ ସହିତ…

ଅଜିତ ପାୱାର ସ୍ପଷ୍ଟ କଲେ ନିଜର ମତ । କହିଲେ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି, କାରଣ …

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଅଜିତ ପାୱାର ନିଜର ରାଜନୈତିକ ମହତ୍ୱାକାଂକ୍ଷା ଖୁଲାସା କରିଛନ୍ତି । ଅଜିତ ପାୱାର କହିଛନ୍ତି କି, ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କାରଣ ଜନତାଙ୍କ…

ସାର୍ଟିଫିକେଟ୍ ବଦଳରେ ଟଙ୍କା ମାଗୁଥିଲେ ପ୍ରଧାନଶିକ୍ଷକ । ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ।

କନକ ବ୍ୟୁରୋ: ମାଟ୍ରିକ ସାର୍ଟିଫିକେଟ୍ ବଦଳରେ ଟଙ୍କା ଆଦାୟ କରି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳଧର ବେହେରା ନିଲମ୍ବିତ ହୋଇଛନ୍ତି । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ ଜିଲ୍ଲା…

ହ୍ୱାଇଟ ହାଉସରୁ ଜବତ ହୋଇଥିବା ଧଳାପାଉଡର କୋକିନ ବୋଲି ପ୍ରମାଣିତ, ବାଇଡେନଙ୍କ ପୁଅ ହଣ୍ଟରଙ୍କ ଉପରେ ସନ୍ଦେହ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ରେସିଡେଣ୍ଟ ହ୍ୱାଇଟ ହାଉସରୁ ରବିବାର ରାତିରେ କିଛି ଧଳା ପାଉଡର ଜବତ ହୋଇଥିଲା । ଏହି ପାଉଡରକୁ ପରୀକ୍ଷା କରିବା ପରେ ଏହା ନିଶାଦ୍ରବ୍ୟ କୋକିନ ବୋଲି ପ୍ରମାଣିତ ହୋଇଛି । ଏନେଇ ଆମେରିକାର ଖବରକାଗଜ ‘ୱାସିଂଟନ ପୋଷ୍ଟ’ ମଙ୍ଗଳବାର ଦିନ ଖବର…

ବନବିଭାଗ କର୍ମଚାରୀଙ୍କୁ ମିଳିଲା ବଳ । ଆତ୍ମରକ୍ଷା ପାଇଁ ଚଳାଇପାରିବେ ଗୁଳି । ରାଜ୍ୟ ସରକାର ଦେଲେ ଅନୁମତି

କନକ ବ୍ୟୁରୋ: ବନ କର୍ମଚାରୀଙ୍କୁ ମିଳିଲା ବଳ । ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ନିକଟରେ ଶିମିଳିପାଳରେ ଦୁର୍ବୃତଙ୍କ ଆକ୍ରମଣରେ ବନ ଅଧିକାରୀ ପ୍ରାଣ ହରାଇଥିଲେ । ଏହାପରେ ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ…