Daily Archives

May 15, 2023

ରେଡିଓ ଚକଲେଟ୍ ୧୦୪ ଏଫଏମକୁ ପୂରିଲା ୧୬ ବର୍ଷ । ଷୋଳ ପାଲା ଆୟୋଜନ କଲା ରେଡିଓ ଚକଲେଟ ।

କନକ ବ୍ୟୁରୋ: ରେଡିଓ ଚକଲେଟର ଷୋଳ ପାଲା । ୧୬ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଉତ୍ସବ ପାଳନ କରିଛି ରେଡିଓ ଚକଲେଟ୍ ୧୦୪ ଏଫଏମ୍ । ଓଡ଼ିଆ ଘରେ ପିଲାଙ୍କୁ ଷୋଳ ବର୍ଷ ପୂରିଲେ ଯେପରି ଷୋଳ ପୂଜା ହୋଇଥାଏ, ସେହିପରି ସମ୍ବାଦ ଭବନ ପରିସରରେ ଷୋଳ ପାଲା ଅନୁଷ୍ଠିତ ହୋଇଛି । ବିଶିଷ୍ଟ ପାଲା ଗାୟକ…

‘ଯଦି କାମ କରିପାରୁନ, ଚାକିରି ଛାଡି ଦିଅ’ । ଜନ ଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ ।

କନକ ବ୍ୟୁରୋ: ଜନ ଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ । ଯଦି କାମ କରିପାରୁନ, ଚାକିରି ଛାଡି ଦିଅ ବୋଲି ସଫାସଫା ଶୁଣାଇ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଜିଲ୍ଲାପାଳ ପଚାରୁଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି । କୋରାପୁଟ…

କୋହିନୂର ହୀରାକୁ ନେଇ ବ୍ରିଟେନରେ ବଡ ବିତର୍କ । ଟିଭି ଡିବେଟରେ ୟୁକେ ନାଗରିକ ମାନିଲେ ଭାରତରୁ ଆସିଛି କୋହିନୂର ।

କନକ ବ୍ୟୁରୋ: ବ୍ରିଟେନ୍ ଟିଭି ଚ୍ୟାନେଲ୍ରେ କୋହିନୂର ହୀରାକୁ ନେଇ ବିତର୍କ । ବ୍ରିଟେନ୍ର ଏକ ନ୍ୟୁଜ୍ ଚାନେଲ୍ରେ କୋହିନୂର ହୀରାକୁ ନେଇ ବିତର୍କବେଳେ ପ୍ୟାନେଲରେ ବସିଥିବା ବିଶେଷଜ୍ଞ ଅତିଥି କୋହିନୂର ହୀରା ଭାରତର ବୋଲି ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଏବେ…

କିଛି ଘଣ୍ଟାର ଶାନ୍ତି ପରେ ପୁଣି ପାକିସ୍ତାନରେ ଅଶାନ୍ତ ମାହୋଲ । ଇମ୍ରାନ ଖାନଙ୍କ ଜାମିନକୁ ବିରୋଧରେ ସୁପ୍ରିମକୋର୍ଟକୁ…

କନକ ବ୍ୟୁରୋ: କିଛି ଘଣ୍ଟାର ଶାନ୍ତିପରେ ପୁଣି ଜଳୁଛି ପାକିସ୍ତାନ । ଲାହୋର କୋର୍ଟରେ ମୁହାଁମୁହିଁ ହୋଇଛନ୍ତି ଇମ୍ରାନଙ୍କ ସମର୍ଥକ ଓ ବିରୋଧୀ । ଇସଲାମାବାଦ କୋର୍ଟ ସମସ୍ତ ମାମଲାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଉ ଏହାକୁ ବିରୋଧ କରି ଲାହୋର କୋର୍ଟ ବାହାରେ ହଙ୍ଗାମା କରିଛନ୍ତି…

ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ମୁମ୍ବାଇର ସେସନ୍ସ କୋର୍ଟ । କହିଲେ, ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ମା’ କ୍ଷୀର…

କନକ ବ୍ୟୁରୋ: କାହା ପାଖରେ ରହିବ ଶିଶୁ? ଶିଶୁଟିର ବୟସ କମ ହୋଇଥିବାରୁ ନିଜେ ପାଖରେ ରଖିବାକୁ ଚାହୁଁଥିଲେ ମାଆ । ନିଜ ପିଲାକୁ ନିଜ ପାଖରେ ରଖିବାକୁ ଦାବି କରୁଥିଲେ ବାପା । ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା, କୋର୍ଟ କହିଲେ, ଶିଶୁଟି ତାଙ୍କ ମା’ ପାଖରେ ରହିବ । କୋର୍ଟ କହିଥିଲେ,…

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସମନ୍ । ବଜରଙ୍ଗ ଦଳ ବିରୋଧରେ ବୟାନ ଦେଇ ଫସିଲେ ।

କନକ ବ୍ୟୁରୋ: ବଜରଙ୍ଗ ଦଳ ବିରୋଧରେ ବୟାନ ଦେଇ ଫସିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବଜରଙ୍ଗ ଦଳକୁ ପିଏଫଆଇ ସହ ତୁଳନା କରିବା ମାମଲାରେ ଖଡଗେଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ହୋଇଥିଲା । ଆଉ ଏହି ମାମଲାରେ ପଞ୍ଜାବର ସଙ୍ଗରୁର ଜିଲ୍ଲା କୋର୍ଟ…