Daily Archives

May 15, 2023

କଂଗ୍ରେସ ବମ୍ପର ବିଜୟରେ ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ଚର୍ଚ୍ଚା । କର୍ଣ୍ଣାଟକବାସୀଙ୍କ ମନ ଜିଣିବାରେ ସହାୟକ ହୋଇଛି…

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଚର୍ଚ୍ଚାରେ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ । କର୍ଣ୍ଣାଟକରେ ୨୧ ଦିନ ଧରି ଭାରତ ଯୋଡ଼ ଯାତ୍ରା ବେଳେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ରାହୁଲ । ଆଉ ଏହି ଯାତ୍ରା ରାହୁଲଙ୍କ ଭିତରେ ବଡ଼ ପରିବର୍ତନ ଆଣିଥିଲା । କର୍ଣ୍ଣାଟକ…

ଦିଲ୍ଲୀ ଦରବାରରେ ହେବ କର୍ଣ୍ଣାଟକ ଫଇସଲା । ୧୭ ସୁଦ୍ଧା ଶେଷ ହୋଇପାରେ ସସପେନ୍ସ । ମେ ୧୮ରେ ନୂଆ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଜାରି ରହିଛି ସସପେନ୍ସ । ସିଦ୍ଧରମୈୟାଙ୍କ ହାତକୁ ଆସିବ ଶାସନ ଡୋରି ନା କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ମୁଖ୍ୟ ଶିବକୁମାର ପାଇବେ କ୍ଷମତା । ଏନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ବିଧାୟକ ଦଳ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି…

ବଦଳିଲା କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ନିୟମ । ହାଇରିସ୍କ ପୋଜିସନରେ ଏବେ ହେଲମେଟ୍ ବାଧ୍ୟତାମୂଳକ । କ୍ରିକେଟରୁ ବିଦାୟ…

କନକ ବ୍ୟୁରୋ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ କ୍ରିକେଟର ନିୟମରେ ପରିବର୍ତନ ଆଣିଛି । କ୍ରିକେଟ୍ ଖେଳରେ ଏବେ ସାମିଲ ହୋଇଛି ୩ଟି ଗୁରୁତ୍ୱପୂର୍ଣ୍ଣ ନିୟମ । ଏହି ନୂଆ ନିୟମ ଅନୁସାରେ, ଏଣିକି ଆଉ ଅମ୍ପାୟାର୍ସଙ୍କ ସଫ୍ଟ ସିଗନାଲ ରହିବ ନାହିଁ । ତା ସହିତ ରିସ୍କ ପୋଜିସନରେ ବ୍ୟାଟିଂ,…

୨୦୨୪ରେ ବି ଆଇପିଏଲ ଖେଳିବେ ଧୋନୀ! ସିଏସକେ ସିଇଓ ଦେଲେ ବଡ ଅପଡେଟ୍

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ ୨୦୨୩ । ଆଉ ଅଳ୍ପ କେଇଟା ଲିଗ୍ ମ୍ୟାଚ ପରେ ଆରମ୍ଭ ହେବ ଫାଇନାଲ ପାଇଁ ଲଢେଇ । ଆଉ ଏହାରି ଭିତରେ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନମାନଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲକୁ ଅଲବିଦା…

ସମ୍ବଲପୁର ଟ୍ରିପଲ ମର୍ଡରର ଖୋଲୁନି ରହସ୍ୟ: ମାଆ ଓ ଦୁଇ ପିଲାଙ୍କୁ କିଏ କଲା ହତ୍ୟା, ୨ ଦିନ ପରେ ବି ଅଭିଯୁକ୍ତ ପାଖରେ…

କନକ ବ୍ୟୁରୋ: ସମ୍ବଲପୁର ଟ୍ରିପଲ ମର୍ଡର ଘଟଣାକୁ ଏହା ଭିତରେ ଦୁଇ ଦିନ ବିତିଲାଣି । ହେଲେ, କିଏ ଓ କାହିଁକି ମାରିଲା? ତାହା ଏବେ ବି ରହସ୍ୟରେ ରହିଛି । ସମ୍ବଲପୁର ପୋଲିସ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ କରୁଥିଲେ ବି ହତ୍ୟାକାରୀ ପାଖରେ ପହଁଚି ପାରିନି । ହତ୍ୟାର କାରଣ ସମ୍ପର୍କରେ ମଧ୍ୟ କିଛି…

ବିଧାୟକ ଭାବେ ଶପଥ ନେଲେ ଦୀପାଳି ଦାସ: ନୂଆ ବାଚସ୍ପତି ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ବାପାଙ୍କ ରେକର୍ଡକୁ ଭାଙ୍ଗି ଝାରସୁଗୁଡାରେ ବିଜୟ ହେବା ପରେ ବିଧାୟିକା ବନିଛନ୍ତି ଦୀପାଳି । ଝାରସୁଗୁଡାର ନବ-ନିର୍ବାଚିତ ବିଧାୟିକା ଭାବେ ସେ ଶପଥ ନେଇଛନ୍ତି । ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ନୂଆ ଦାୟିତ୍ୱ ପାଇବା ପରେ…