Daily Archives

April 23, 2023

ପାର୍ଲର କରି ଆତ୍ମନିର୍ଭରଶିଳ ହେଉଛନ୍ତି ମହିଳା । ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ : ପାଦ ଓ ହାତରେ ଚାଲିଛି ମେହେନ୍ଦୀର ତୁଳି । ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ସଜେଇବାରେ ବ୍ୟସ୍ତ ଅଛନ୍ତି । ସୁନ୍ଦର ସୁନ୍ଦର ମେହେନ୍ଦି ଡିଜାଇନରେ ପୁରିଉଠିଛି ମହିଳା ହାତ ଓ ପାଦ । ସେହିପରି ଫେସ ମେକଅପ୍, ସୁନ୍ଦର ହେୟାରଷ୍ଟଇଲ ଓ ବ୍ରାଇଡାଲ ଗେଟଅପ୍ରେ ସଜେଇ ହୋଇଛନ୍ତି ଅନ୍ୟ…

ବିଭିନ୍ନ ପ୍ରତିଯୋଗୀତା ପାଇଁ କାଠରେ ଟ୍ରଫି ତିଆରି କରି ଚର୍ଚ୍ଚାରେ ମନୋଜ, ବଢୁଛି ତାଙ୍କ ହାତ ତିଆରି ଟ୍ରଫିର ଚାହିଦା

କନକ ବ୍ୟୁରୋ : କ୍ରିକେଟ୍ ହେଉ କିମ୍ବା ଭଲିବଲ, ବାସ୍କେଟ୍ ବଲ ହେଉ ଅବା ଖୋ ଖୋ ସବୁ ଖେଳରେ ପ୍ରତିଯୋଗୀତା ଥାଏ । ପ୍ରତିଯୋଗୀତା ପାଇଁ ସବୁବେଳେ ଟ୍ରଫିର ଆବଶ୍ୟକତା ପଡ଼ିଥାଏ । ଆପଣମାନେ ବ୍ରୋଞ୍ଜ, ପିତଳ ଓ ପ୍ଲାଷ୍ଟିକରେ ତିଆରି ଟ୍ରଫି ଦେଖିଥିବେ । କିନ୍ତୁ କାଠରେ ଟ୍ରଫି ତିଆରି କରି…

ଚାଷୀଙ୍କୁ ତୈଳବୀଜ ଚାଷ ପାଇଁ ପ୍ରୋତ୍ସାହନ ଦେଉଛି କୃଷି ବିଭାଗ, ଏକର ଏକର ଜମି ସୂର୍ଯ୍ୟମୁଖୀ ଚାଷକରି ସ୍ୱାବଲମ୍ବୀ…

କନକ ବ୍ୟୁରୋ : ପୂର୍ବରୁ ଚାଷୀମାନେ ଧାନ ଓ ମାଣ୍ଡିଆ ଚାଷ ସହ ସୂର୍ଯ୍ୟମୁଖୀ, ରାଶି, ସୋରିଷ, ବାଦାମ ଭଳି ଅନେକ ତୈଳବୀଜ ଚାଷ କରୁଥିଲେ । ଏହାଦ୍ୱାରା ସେମାନେ ସୁଦ୍ଧ ତେଲ ପାଇପାରୁଥିଲେ । ଏବେ ଏହି ସବୁ ଚାଷ କମ୍ ପରିମାଣରେ କରୁଛନ୍ତି ଚାଷୀ । ତେଣୁ ଚାଷୀମାନେ କିଭଳି ତୈଳବୀଜ ଜାତୀୟ ଫସଲ କରି…

ସୁଧୁରୁଛି ସମ୍ବଲପୁରର ସ୍ଥିତି, କୋହଳ ହେଉଛି କଟକଣା । ୧୧ ଦିନ ପରେ ଫେରିଲା ମୋବାଇଲ୍ ଇଣ୍ଟରନେଟ୍ ସେବା ।

କନକ ବ୍ୟୁରୋ: ଆଜିର ଦିନରେ ମୋବାଇଲ ନିହାତି ଜରୁରୀ ସାମଗ୍ରୀ ଭିତରୁ ଗୋଟିଏ । ସେ ଶିକ୍ଷକ ହୁଅନ୍ତୁ କି ଛାତ୍ର, ଗ୍ରାହକ ହୁଅନ୍ତୁ କି ବ୍ୟବସାୟୀ । ମୋବାଇଲ ଉପରେ ନିର୍ଭରଶୀଳ ହୋଇପଡିଥିବା ମଣିଷଙ୍କ ପାଇଁ ୧୧ ଦିନ କାଳ ମୋବାଇଲ ଇଣ୍ଟରନେଟ ବନ୍ଦ କରିଦିଆଗଲେ କେତେ ଯେ ଅସୁବିଧା ହୁଏ । ଏହା…

ଆଦିବାସୀ ଅଧ୍ୟୁଷିତ ରାୟଗଡା ଅଞ୍ଚଳରେ ମହିଳାଙ୍କ ନିଆରା ପ୍ରୟାସ, ସେବତି, ଗୋଲାପ ଓ ମଖମଲ୍ଲୀ ଫୁଲ ଚାଷ କରି ହୋଇଛନ୍ତି…

କନକ ବ୍ୟୁରୋ : ମହିଳାଙ୍କୁ ରୋଜଗାର ଦେଉଛି ସେବତି ଚାଷ । ଧଳା ରଙ୍ଗର ସେବତି ଫୁଲରେ ଭର୍ତି ହୋଇଛି କ୍ଷେତ । କିଏ ଗଛରେ ପାଣି ଦେଉଛି ତ ପୁଣି କିଏ ଫୁଲ ସଂଗ୍ରହ କରୁଛି । ମହିଳା ମାନେ ଏକାଠି ହୋଇ ଫୁଲ ଚାଷକୁ ଆପଣାଇଛନ୍ତି । ଏ ଦୃଶ୍ୟ ହେଉଛି ରାୟଗଡ଼ା କୋଲନରା ବ୍ଲକ ସରାବୁଗୁଡ଼ା ଗାଁର । ଖାଲି…

ଦିନେ ପେଟପାଟଣା ପାଇଁ ବାହାର ରାଜ୍ୟରେ ଖଟୁଥିଲେ ଦାଦନ, ଏବେ ୭ ଏକର ଜମି ଲିଜରେ ନେଇ କରୁଛନ୍ତି ଛତୁଚାଷ

କନକ ବ୍ୟୁରୋ : କୁହାଯାଏ କଠିନ ପରିଶ୍ରମ କଲେ ସଫଳତା ମିଳିଥାଏ । ଯାହା ପ୍ରମାଣିତ କରିଛନ୍ତି ନିଆଳି ମାଧବ ବାଲିଲାଞ୍ଜି ଗାଁର ସୁଶାନ୍ତ ପରିଡ଼ା । ଦିନେ ପେଟପାଟଣା ପାଇଁ ସୁରଟ୍ ଯାଇ ଦାଦନ ଖଟୁଥିଲେ । ଏବେ ନିଜେ ରୋଜଗାର କରିବା ସହ ଅନ୍ୟ ୨୫ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ସୁଶାନ୍ତ । ଅଳ୍ପ…