Daily Archives

January 28, 2023

ଅଟା ହେଉଛି ମହଙ୍ଗା, ବର୍ଷକରେ ବଢ଼ିଲାଣି ୪୦ପ୍ରତିଶତ। ୪୦ରୁ ୪୫ଟଙ୍କାରେ ପହଞ୍ଚିଲା କିଲୋ ପିଛା ପ୍ୟାକେଟ ଅଟା ଦାମ।

କନକ ବ୍ୟୁରୋ: ଦେଶରେ ଅଟାଦର ବଢୁଛି । ଯାହା ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସବୁଠାରୁ ବଡ କଥା ହେଲା, ଯଦି ସରକାର ଆଗକୁ ଖୋଲା ବଜାରରେ ଗହମ ନ ଛାଡନ୍ତି ହୁଏତ ଅଟାର ଦାମ ଆହୁରି ବଢିପାରେ । ବର୍ତ୍ତମାନ ବଜାରରେ ଖୋଲା ଅଟା କିଲୋପ୍ରତି ୩୮ରୁ ୪୦ଟଙ୍କାରେ ବିକ୍ରି ହେଉଥିବା ବେଳେ…

ବିଶ୍ୱ ଧନୀ ତାଲିକାରେ ୭ ନମ୍ବରକୁ ଖସିଲେ ଗୌତମ ଆଦାନୀ । ଦୁଇ ଦିନରେ ହରାଇଲେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ।

କନକ ବ୍ୟୁରୋ: ଧନୀ ତାଲିକାରୁ ଖସିଲେ ଦେଶର ଅନ୍ୟତମ ଶିଳ୍ପପତି ଆଦାନୀ । ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ସେୟାରରେ ବଡ଼ ହ୍ରାସ ହୋଇଛି । ଫଳରେ ବିଶ୍ୱ ଧନୀ ତାଲିକାରେ ୭ ତମ ସ୍ଥାନକୁ ଖସିଛନ୍ତି । ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା ହରାଇଛନ୍ତି ଗୌତମ ଆଦାନୀ ।…

କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା । ରୋଡ ସୋ’ରେ ଶକ୍ତି ପ୍ରଦର୍ଶନ କଲେ ଭୁବନେଶ୍ୱର ସାଂସଦ । ହେଲେ ଆସିଲେନି…

କନକ ବ୍ୟୁରୋ: କେନ୍ଦ୍ରାପଡାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଶକ୍ତି ପ୍ରଦର୍ଶନ । ବଳଦେବଜୀଉଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଅପରାଜିତାଙ୍କ ରୋଡ ସୋ’ରେ ଶହ ଶହ ସମର୍ଥକ ସାମିଲ ହୋଇଛନ୍ତି । ତେବେ ଏହି ରୋଡ ସୋ’ରେ ଜିଲ୍ଲା ସଭାପତି କିମ୍ବା ଅନ୍ୟ ପଦାଧିକାରୀ ସାମିଲ ହୋଇନାହାନ୍ତି ।…

କେସିଆରଙ୍କ ‘ବିରିୟାନି’ ରାଜନୀତି । ଓଡିଆ ନେତାଙ୍କୁ ଖୁଆଇଲେ ହାଇଦ୍ରାବାଦ ବିରିୟାନୀ । ଓଡିଶାରେ କାମ ଦେବ କି…

କନକ ବ୍ୟୁରୋ: କେସିଆରଙ୍କ ‘ବିରିୟାନି’ ରାଜନୀତି । ହାଇଦ୍ରାବାଦରେ ଓଡ଼ିଆ ନେତାଙ୍କୁ ବିରିୟାନି ଖୁଆଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଓଡିଆ ନେତାଙ୍କୁ କେସିଆର ବିରିୟାନି ଖୁଆଇବାର ଫଟୋ ସାମନାକୁ ଆସିଛି । ତେବେ ଓଡ଼ିଶାରେ ସ୍ଥିତି ମଜବୁତ୍ କରିବାକୁ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର…

ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ସମ୍ବଲପୁର କୃଷି ମେଳାରେ ଦେଖାଇଲେ କଳା ।

କନକ ବ୍ୟୁରୋ: ମହିଳା ଏବେ ଆଉ ଚାରିକାନ୍ଥ ଭିତରେ ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହିତ ବଢାଇଛନ୍ତି କାରବାର । ଏମିତି କିଛି ଦୃଶ୍ୟ ସମ୍ବଲପୁର କୃଷି ମେଳାରେ ଦେଖିବାକୁ ମିଳିଛି । ୧୦ଟି ଜିଲ୍ଲାର ମହିଳାମାନେ ଏଥିରେ ସାମିଲ ହେବା ସହିତ ହାତ ତିଆରି ସାମଗ୍ରୀ ପ୍ରଦର୍ଶନ କରିଛନ୍ତି ।…

ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ୍ତ, ପାରାଦୀପରେ କରାଗଲା ମକଡ୍ରିଲ୍।

କନକ ବ୍ୟୁରୋ: ଆମୋନିଆ ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ । ଏନେଇ ଇଫକୋ ସାର କାରଖାନା ପରିସରରେ ମକ୍ ଡ୍ରିଲ୍ । ଅଳ୍ପ ସମୟ ଭିତରେ କିଭଳି ଏହି ଲିକ୍ ଗ୍ୟାସ ଆୟତ କରାଯିବ ସେ ନେଇ ମକଡ୍ରିଲ କରାଯାଇଥିଲା । ବନ୍ଦର ନଗରୀ ପାରାଦୀପରେ ରହିଛି ଦୁଇ ଦୁଇଟି ସାରକାରଖାନାର ଆମୋନିଆ ଗ୍ୟାସ୍…