Daily Archives

January 22, 2023

ଡ଼ିଜିଟାଲ ଯୁଗରେ ବଢ଼ୁଛି ଶିଳ ଓ ଚକିର ଚାହିଦା । ଗ୍ରାମାଂଚଳରେ ପଡ଼ୁଥିବା ମେଳା ମହୋତ୍ସବରୁ ପଥର ଖୋଦିତ ଶିଳ କିଣିବାକୁ…

କନକ ବ୍ୟୁରୋ : ଜମୁଛି ଯାଜପୁରର ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ୱର ମେଳା । ଆଉ ଏହି ମେଳାରେ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରୁଛି ପଥର ଖୋଦିତ ପେଶା ଆଉ ଶିଳ । ଆଜିର ଆଧୁନିକ ଯୁଗରେ ଲେକମାନେ ଗ୍ରାଇଣ୍ଡର ବ୍ୟବହାର କରୁଛନ୍ତି । କିନ୍ତୁ କମିନି ଶିଳର ଚାହିଦା । ପୂର୍ବରୁ ଇଲେକ୍ଟ୍ରିକ୍ କରେଣ୍ଟ ନଥିବା…

ମାଥିଲି ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ଉପକୃତ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଲୋକେ । ମାଛ ଚାଷ ଓ କ୍ଷୁଦ୍ର ବ୍ୟବସାୟ…

କନକ ବ୍ୟୁରୋ : ଗାଁରେ ନାହିଁ ଋଣ ବୋଝ । କ୍ଷୁଦ୍ର ବ୍ୟବସାୟ କରି ପରିଚୟ ସୃଷ୍ଟି କରିଛନ୍ତି ମାଲକାନାଗିରିର ଆଦିବାସୀ ଅଧ୍ୟୁଷିତ ଲୋକେ । ଏମାନେ ଋଣ ଟଙ୍କାକୁ କ୍ଷୁଦ୍ର ବ୍ୟବସାୟ ଓ ଚାଷ କ୍ଷେତ୍ରରେ ବିନିଯୋଗ କରି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆଉ ସହଯୋଗର ହାତ ବଢ଼ାଇଛିି…

ଗୋଶାଳା ବୁଲିଲେ, ଯତ୍ନ ନେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ରାଜନୀତିର ଗନ୍ଧ ବାରିଲା ବିଜେପି । କହିଲା, ଲୋକ…

କନକ ବ୍ୟୁରୋ: ରାଜନୀତିରେ ଗୋମାତା । ମୁଖ୍ୟମନ୍ତ୍ରୀ ଗତକାଲି ନବୀନ ପଟ୍ଟନାୟକ ଜାମୁକୋଳିସ୍ଥିତ ବିଏମସି ଗୋଶାଳା ପରିଦର୍ଶନ କରିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସମୟରେ ନବଜାତ ବାଛୁରୀର ନାମ କ୍ରିଷ୍ଣା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହା ସାଧାରଣ କାର୍ଯ୍ୟକ୍ରମ…

ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଜମିଲା ଆଦିବାସୀ ମହିଳାଙ୍କ ବେପାର । ୫ ଦିନ ଭିତରେ ସାଢ଼େ ୪କୋଟି ଟଙ୍କାର ବ୍ୟବସାୟ…

କନକ ବ୍ୟୁରୋ : ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଆଦିବାସୀ ମହିଳାଙ୍କ ଦ୍ୱାରା ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟ କିଣିବାକୁ ଗ୍ରାକଙ୍କ ଅହେତୁକ ଭିଡ଼ । ସୁଆଁ, ମାଣ୍ଡିଆ, ବିରି, ମୁଗ, ହଳଦି, କ୍ଷୀରି ଚାଉଳ, ଝାଡୁ କିଣିବାକୁ ପ୍ରବଳ ଗହଳି ଲାଗିଥିଲା । ଚଳିତ ବର୍ଷ ମିଶନ ଶକ୍ତିର ବ୍ରାଣ୍ଡିଙ୍ଗ…

କୋରାପୁଟ କୋଟିଆ ମାଟିରେ ଷ୍ଟ୍ରବେରୀ ଚାଷ । ପାହାଡ଼ିଆ ଜମି ଓ ଝରଣା ପାଣିରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି ଚାଷ

କନକ ବ୍ୟୁରୋ : ଷ୍ଟ୍ରବେରି ଏକ ଦାମିିକିଆ ଫଳ । ଏହାର ବଜାରରେ ଚାହିଦା ମଧ୍ୟ ଅଧିକ । ହେଲେ ଲୋକଙ୍କୁ ସୁହାଇଲା ଭଳି ମିଳୁନାହିଁ । ଏହି ଫଳ ଦେଖିବାକୁ ଯେତିକି ସୁନ୍ଦର, ଖାଇଲେ ତାଠୁ ଅଧିକା ସୁଆଦ । ବିଦେଶ ମାଟିରେ ଭଲ ହେଉଥିଲେ ମଧ୍ୟ ଏହା ଆମ ମାଟିରେ ଭଲ ରୁପେ ଚାଷ ହୋଇ ପାରୁଛି । ତାହା ମଧ୍ୟ…

କଳା ହଳଦୀ ଚାଷ କରି ଚର୍ଚ୍ଚାରେ ନିମାପଡ଼ା ପାର୍ବତୀପୁର ଗାଁର ଯୁବଚାଷୀ । ୨କିଲୋ ମଂଜିରୁ ଅମଳ ହୋଇଛି ୨୦ରୁ ୩୦ କିଲୋ…

କନକ ବ୍ୟୁରୋ : ରୋଜଗାର ଦେଉଛି ହଳଦୀ ଚାଷ । ବିଶେଷକରି ହଳଦୀଆ ରଙ୍ଗର ହଳଦୀ ପ୍ରାୟ ସମସ୍ତେ ବ୍ୟବହାର କରିଥାଆନ୍ତି । କିନ୍ତୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପାର୍ବତୀପୁର ଗାଁର ଯୁବଚାଷୀ ପରେଶ ଗୁରୁ କଳା ରଙ୍ଗର ହଳଦୀ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି । ୟୁଟ୍ୟୁବରୁ କଳା ହଳଦୀ ଚାଷ ବିଷୟରେ…