Daily Archives

January 12, 2023

ସୁନୀଲ ସେଟ୍ଟୀଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି କ୍ରିକେଟର କେଏଲ ରାହୁଲ, ବିବାହକୁ ନେଇ ଜାଣନ୍ତୁ କଣ ରହିଛି ଯୋଜନା

କନକ ବ୍ୟୁରୋ : ବଲିଉଡ଼ରେ ଷ୍ଟାରଙ୍କ ବିବାହ ସିଜନ ଆରମ୍ଭ ହୋଇଗଲାଣି । ତେବେ ନିକଟରେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ବିହାକୁ ନେଇ ଖବର ସାମ୍ନାକୁ ଆସିଛି । ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଜଣାଶୁଣା ଲଭବାର୍ଡ଼ କେଏଲ ରାହୁଲ ଓ ଆଥିୟା ସେଟ୍ଟୀ । ଏହି ଖବର…

ନନ୍ଦନକାନନରେ ଦୁଇ ମୃତ ଶାବକକୁ ଖାଇଦେଲା ସିଂହୀ । ୪ ଶାବକକୁ ଜନ୍ମ ଦେଇଥିଲା ଏସୀୟ ପ୍ରଜାତିର ସିଂହୀ ରେୱା ।

କନକ ବ୍ୟୁରୋ: ନନ୍ଦନକାନନରୁ ଆସିଲା ଅଭାବନୀୟ ଖବର । ନନ୍ଦନକାନନରେ ସିଂହୀ ରେୱା ଜନ୍ମ ଦେଇଥିବା ନିଜ ଛୁଆକୁ ଖାଇ ଦେଇଛି । ସୂଚନା ଅନୁସାରେ ମଙ୍ଗଳବାର ଦିନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ  ଏସୀୟ ସିଂହୀ ରେୱା ୪ ଶାବକଙ୍କୁ ଜନ୍ମ ଦେଇଥିଲା । ତେବେ ଜନ୍ନ ହେବା ବେଳେ ହିଁ ଦୁଇ ଶାବକଙ୍କ…

ଦାୟିତ୍ୱ ନେବା ପରେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଲେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍କକମଲ ଦହଲ ପ୍ରଚଣ୍ଡ । କହିଲେ…

କନକ ବ୍ୟୁରୋ : ନେପାଳରେ ନୂଆ ସରକାର ଗଠନ ହୋଇଛି । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପୁଷ୍ପ କମଳ ଦହଲ । ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଭାରତକୁ ନେଇ ବଡ ବୟାନ ଦେଇଛନ୍ତି ନେପାଳର ନୂଆ ପ୍ରଧାନମନ୍ତ୍ରୀ । ଲିମ୍ପିଆଧୁରା, କାଲାପାନି, ଲିପୁଲେଖକୁ ପୁଣି ଥରେ ନେପାଳରେ ମିଶାଯିବ ବୋଲି…

ପାକିସ୍ତାନରେ ହାତଗଣତି କିଛି ଦିନର ଖର୍ଚ୍ଚ ପାଇଁ ବଂଚିଛି ଅର୍ଥ,ସେପଟେ ଦେଶବାସୀଙ୍କ ଉପରେ ବଢୁଛି ମହଙ୍ଗାମାଡ

କନକ ବ୍ୟୁରୋ : ପାକିସ୍ତାନରେ ଘୋର ସଙ୍କଟ । ଆର୍ଥିକ ସଙ୍କଟ ଭୀତରେ ହୁ ହୁ ହୋଇ ବଢୁଛି ଦରଦାମ । ଦୁଇମୁଠା ଖାଦ୍ୟ ମିଳିବା ବି ଏଠି ଦିବା ସ୍ୱପ୍ନ ହେଲାଣି । ପାକିସ୍ତାନରେ ପିଆଜ କେଜି ୫ଶହ ଟଙ୍କାରେ ପହଁଚିଛ । ଡିଜେଲ ଓ ପେଟ୍ରୋଲ ଦାମ ୬୧ ପ୍ରତିଶତ ବୃଦ୍ଧି ପାଇଛି । ଚାଉଳ, ଅଟା, ଆଳୁ, ପିଆଜ,ର…

ମନ୍ତ୍ରୀଙ୍କ ଆଗରେ ମୁହାଁମୁହିଁ ହେଲେ ବିଧାୟକ ଓ ଜିଲ୍ଲାପାଳ । ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଝି ବିଧାୟକ ଓ…

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ମନ୍ତ୍ରୀଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଝି ବିଧାୟକ ଓ ଜିଲ୍ଲାପାଳ । ବଲାଙ୍ଗୀର ଜିଲ୍ଲାପାଳ ମନଇଛା କାମ କରୁଥବା ଅଭିଯୋଗ କରିବା ସହ ବୈଠକରେ ହଙ୍ଗାମା କରିଛନ୍ତି ବିଧାୟକ । ତେବେ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି…

ଭୟ ବଢାଇଲା ବର୍ଷା ଓ ତୁଷାରପାତ । ଘର ଛାଡୁଛନ୍ତି ଲୋକେ, ସ୍ଥାୟୀ ଆଶ୍ରା ପାଇଁ ବଢୁଛି ଦାବି

କନକ ବ୍ୟୁରୋ : ବୋଝ ଉପରେ ନଳିତା ବିଡା ପରି ସମସ୍ୟା ଦେଇ ଗତିକରୁଛି ହିମାଳୟର ଦ୍ୱାରଦେଶ ଯୋଶୀମଠ । ସହର ଦବିବା ବଡ ସମସ୍ୟା ନେଇ ଆସିଛି । ଏହା ଭିତରେ ତୁଷାରପାତ ଓ ବର୍ଷା ଆରମ୍ଭ ହେବା ନୂଆ ଆଶଙ୍କା ସୃଷ୍ଟି କରିଛି । ଯଦି ଭୁସ୍ଖଳନ ହୁଏ ଯୋଶୀମଠର ସ୍ଥିତି ଯେ କେତେ ଭୟଙ୍କର ହେବ ତାହା ସହଜରେ…