Daily Archives

January 7, 2023

ହାତୀ ଆକ୍ରମଣରେ ଗଲା ୪ ଜଣଙ୍କ ଜୀବନ: ଅନଗୁଳ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଲୋକେ

କନକ ବ୍ୟୁରୋ: ବନ ବିଭାଗର ଅବହେଳାରୁ ଅନଗୁଳରେ ଜଙ୍ଗଲୀ ହାତୀ ଗୋଡାଇ ଗୋଡାଇ ୪ ଜଣଙ୍କୁ ଦଳି ଦେଇଛି । ଏଭଳି ଅଭିଯୋଗ ଆଣି ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରଖି ବିକ୍ଷୋଭ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ବନବିଭାଗ ବିରୋଧରେ…

ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ: ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

କନକ ବ୍ୟୁରୋ: ରାଜ୍ୟରେ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ତାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି । ରାଜ୍ୟର ସଡ଼କ ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆଯାଇଛି ଏ ନେଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି…

ପୁଣି ଦୁଇ ଫାଳ ହୋଇଯିବ କି ପାକିସ୍ତାନ? ଉତର ପାକିସ୍ତାନରେ ସମାନ୍ତରାଳ ସରକାର ଗଢ଼ିଲା ତେହରିକ୍-ଏ-ତାଲିବାନ ସଂଗଠନ

କନକ ବ୍ୟୁରୋ: ପାକିସ୍ତାନର ଉତର ଭାଗରେ ତେହେରିକ-ଇ-ତାଲିବାନ ସ୍ୱତନ୍ତ୍ର ସରକାର ଘୋଷଣା କରିବା ପରେ, ଏମିତି ସ୍ଥିତି ସୃଷ୍ଟି ହୋଇଛି । ତେହେରିକ୍ ଇ-ତାଲିବାନ ଓ ବେଲୁଚ ବିଛନ୍ନତାବାଦୀମାନେ ମିଶି ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ, ଗିଲଗିଟ୍-ପାକସ୍ତାନ, ଖାଇବର ପଖତୁନଖ୍ୱା, ପେଶାୱର, କେହାଟ…

ଶନିବାର ଠାରୁ ବିହାରରେ ଆରମ୍ଭ ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା, ଜାଣନ୍ତୁ କଣ କହିଲେ ତେଜସ୍ୱୀ ଯାଦବ ?

କନକ ବ୍ୟୁରୋ : ବିହାରରେ ଶନିବାର ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା ଆରମ୍ଭ ହୋଇଛି । ଶନିବାର ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଏହି ଜନଗଣନାରେ କେବଳ ଜାତି ପଞ୍ଜିକୃତ ହେବ । ଉପ- ଜାତି ପଞ୍ଜିକୃତ ହେବ ନାହିଁ । ଏହା ଦ୍ୱାରା ସରକାର ଗରିବମାନଙ୍କ ପାଇଁ କରୁଥିବା…

ଦିଲ୍ଲୀରେ ସର୍ବନିମ୍ନ ୨ ଡିଗ୍ରୀକୁ ଖସିଲା ପାରଦ । ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନ ଜୀବନ, ଘନ କୁହୁଡି ଯୋଗୁଁ ଟ୍ରେନ ଓ…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଆଜି ରେକର୍ଡ ଥଣ୍ଡା ଅନୁଭତ ହୋଇଛି । ସର୍ବନିମ୍ନ ତାପମାତ୍ରା ୨ ଦଶମିକ୍ ୨ ଡିଗ୍ରୀକୁ ଖସିଆସିଥିବା ବେଳେ ହାରାହାରି ତାପମାତ୍ରା ୫ ଡିଗ୍ରୀର ତଳେ ରେକର୍ଡ କରାଯାଇଛି । ଯାହାକି ଚଳିତ ଥର ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।…

ପୁଟିନଙ୍କ ଯୁଦ୍ଧବିରତିକୁ ୟୁକ୍ରେନର ପ୍ରତ୍ୟାଖାନ । ସୀମାରେ ମୁହାଁମୁହିଁ ଦୁଇଦେଶର ସେନା

କନକ ବ୍ୟୁରୋ : ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ୩୬ ଘଂଟିଆ ଯୁଦ୍ଧବିରତିକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍ । ଅସ୍ତ୍ରବିରତି ସ୍ୱତେ ୟୁକ୍ରେନ ପକ୍ଷରୁ ସୀମାରେ ଆକ୍ରମଣ କରାଯାଇଥିବା ରୁଷ ଅଭିଯୋଗ କରିଛି । ହେଲେ ରୁଷର ଏହି ଅଭିଯୋଗକୁ ୟୁକ୍ରେନ ପ୍ରତ୍ୟାଖାନ କରିଛି । ୟୁକ୍ରେନ ପକ୍ଷରୁ…