Daily Archives

January 2, 2023

ବିମୁଦ୍ରାକରଣରେ ‘ସୁପ୍ରିମ’ ମୋହର: କେନ୍ଦ୍ର ସରକାରଙ୍କ ନିଷ୍ପତିକୁ କ୍ଲିନଚିଟ୍

କନକ ବ୍ୟୁରୋ: ୨୦୧୬ ନଭେମ୍ବର ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ସାମ୍ନାକୁ ଆସି ବଡ ନୋଟ ଅଚଳ ହୋଇଗଲା ବୋଲି ଘୋଷଣା କରିବା ନିଷ୍ପତି ଭୁଲ ଥିଲା ବୋଲି ବିରୋଧୀ ଅଭିଯୋଗ କରି ଆସୁଥିଲେ । କାରଣ ବିମୁଦ୍ରାକରଣ ଯୋଗୁଁ ଦେଶର ଜନତାଙ୍କ ଲମ୍ବା ଲାଇନ ବ୍ୟାଙ୍କ ଆଗରେ ଲାଗିଥିଲା…

ଓସିଏସ ଆଶାୟୀଙ୍କୁ ଆଉ ଏକ ସୁଯୋଗ: ବୟସ ଗଡିଥିଲେ ବି ଦେଇପାରିବେ ପରୀକ୍ଷା

କନକ ବ୍ୟୁରୋ: ଓଡିଶା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବୟସ୍କ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଓସିଏସ ଆଶାୟୀଙ୍କୁ ପୁଣି ଏକ ସୁଯୋଗ ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ରିଜୋଲ୍ୟୁସନ ଜାରି କରି ଏହି ସୂଚନା ଦେଇଛି ସାଧାରଣ ପ୍ରଶାସନ ବିଭାଗ । ତିନିଟି ସୁଯୋଗ ସରିଥିଲେ…

ଭର୍ତ୍ତୃହରିଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ସମୟ ଆସିଲେ ୪ଟି ପ୍ରସଙ୍ଗରେ ରଖିବେ ଉତ୍ତର, ଉଠିଲା ପ୍ରଶ୍ନ…

କନକ ବ୍ୟୁରୋ : ବିଜେଡି ପ୍ରତିଷ୍ଠା ଦିବସରୁ ଦୂରେଇ ରହିଥିବା କଟକ ସାଂସଦଙ୍କ ବୟାନ ବଢାଇଲା ଚର୍ଚ୍ଚା । କାହିଁକି ସାମିଲ ହେଲେନି ଏ ନେଇ ଗଣମାଧ୍ୟମ ପ୍ରଶ୍ନରେ ସେ ସିଧାସଳଖ ଉତ୍ତର ନଦେଇ ବୁଲାଇ ବଙ୍କାଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଗାମୀ ଦିନରେ ୪ଟି ପ୍ରସଙ୍ଗରେ ନିଜର ମତ ରଖିବେ ।…

ଓଡ଼ିଶାର ବେକାରୀ ହାର ତଥ୍ୟକୁ ନେଇ ଦ୍ୱନ୍ଦ୍ୱ: ସିଏମଆଇଇରେ ଦେଶରେ ବଢ଼ିଛି, ଓଡିଶାରେ କମିଛି ବେରୋଜଗାରୀ

କନକ ବ୍ୟୁରୋ: ଓଡ଼ିଶାରେ ବେକାରୀଙ୍କ ପରିସଂଖ୍ୟାନ ନେଇ ଯେଉଁ ତଥ୍ୟ, ରିଜର୍ଭ ବ୍ୟାଙ୍କ୍ ଅପ୍ ଇଣ୍ଡିଆର ରିପୋର୍ଟ କହୁଛି, କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି, ଏବଂ ଇକୋନୋମିକ୍ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସୁଛି, ତା’ର ଠିକ୍ ଓଲଟା କଥା କହୁଛି- ସିଏମ୍ଆଇଇ ବା ସେଂଟର ଫର୍ ମନିଟରିଂ ଇଣ୍ଡିଆନ୍୍…

ଏହା ନୃଂଶସ ହତ୍ୟା, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ । ଦିଲ୍ଲୀ ଯୁବତୀଙ୍କ ମୃତ୍ୟୁକୁ ନେଇ କିଛି ଏମିତି କହିଲେ ଗୌତମ…

କନକ ବ୍ୟୁରୋ : ଦିଲ୍ଲୀରେ ୨୩ ବର୍ଷୀୟ ଯୁବତୀଙ୍କ ଛାତିଥରା ମୃତ୍ୟୁକୁ ନେଇ ପୂରା ଦେଶ ବିଚଳିତ । କାର ସହ ଦୁର୍ଘଟଣା ପରେ ଯୁବତୀ ଜଣକ କାର ଚକରେ ଫଶିବା କାରଣରୁ ଅନେକ ବାଟ ଘୋଷାଡି ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏପରିକି ଯୁବତୀଙ୍କ କ୍ଷତାକ୍ତ ଶରୀର…

ଯୋଡ଼ା ଡାକ୍ତର ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଲୋଡନ: ସାମନାକୁ ଆସିଲା ଜିରୋନାଇଟ୍ ସେଲିବ୍ରେସନର ଭିଡିଓ

କନକ ବ୍ୟୁରୋ: କେନ୍ଦୁଝର ଯୋଡା ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଖବର ଆଲୋଡନ ସୃଷ୍ଟି କରିଛି । ସହକର୍ମୀମାନଙ୍କ ସହ ଜିରୋନାଇଟ୍ ସେଲିବ୍ରେସନ ପରେ ନୂଆବର୍ଷ ସକାଳ ଦେଖିବା ପୂର୍ବରୁ, କେମିତି ଶୁଭଶ୍ରୀଙ୍କର ମୃତ୍ୟୁ ହେଲା ତାହା ସନ୍ଦେହ ସୃଷ୍ଟି କରିଛି । ଏସବୁ…