Monthly Archives

October 2022

ଝୁଲାପୋଲ ଦୁର୍ଘଟଣା ପାଇଁ ଦାୟୀ କିଏ? ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧୀ ମନେପକାଇଲେ କୋଲକାତା ଫ୍ଲାଇଓଭର ଦୁର୍ଘଟଣା…

କନକ ବ୍ୟୁରୋ: ପୂର୍ବରୁ କୋଲକାତାର ଫ୍ଲାଇଓଭର ଘଟଣାରେ ଅନ୍ୟ ଦଳକୁ ଅନେକ କଟାକ୍ଷ କରିିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ଏବେ ମୌରବୀ ଝୁଲାପୋଲ ଦୁର୍ଘଟଣାରେ କାହାକୁ ଦୋଷଦେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଏହି କ୍ରମରେ କୋଲକାତାର ଫ୍ଲାଇଓଭର ଭୁଷୁଡିବା ବେଳେ ମୋଦୀ ଯେଉଁଭଳି…

ଗୋଟିଏ ଦିନ ପାଇଁ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ । ଗୁଜରାଟ ଦୁର୍ଘଟଣା ପରେ ହଠାତ୍ ତତ୍ପର ହେଲା କଟକ ଜିଲ୍ଲା ପ୍ରଶାସନ…

କନକ ବ୍ୟୁରୋ: ଗୁଜରାଟରେ ଝୁଲାପୋଲ ଭୁଶୁଡି ଶତାଧିକ ପ୍ରାଣ ଯିବା ପରେ ହଠାତ୍ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ । କଟକ ଧବଳେଶ୍ୱର ମନ୍ଦିର ପାଖରେ ଥିବା ଝୁଲାପୋଲକୁ ଗୋଟିଏ ଦିନ ପାଇଁ ପ୍ରଶାସନ ବନ୍ଦ କରିଦେଇଛି । ତେବେ ପୋଲର ସ୍ଥିତି ଦୁର୍ବଳ ଥିବା ନେଇ ଖବର ପ୍ରସାରଣ ପରେ ପୋଲର ଯାଞ୍ଚ…

ସାମ୍ନାକୁ ଆସିଲା ଗୁଜରାଟ ଝୁଲାପୋଲ ଭାଙ୍ଗିବାର ଚିତ୍ର : ମଜାମସ୍ତି କରୁଥିବା ବେଳେ ହଠାତ୍ ଛିଡ଼ି ପଡ଼ିଥିଲା ପୋଲ

କନକ ବ୍ୟୁରୋ: ୩୫ ସେକେଣ୍ଡେର ଭିଡିଓ, ଆଖି ପିଛୁଳାକେ ଅଘଟଣ । ପାଣିରେ ଚାଲିଗଲା ଅନେକ ଜୀବନ । ସାମନାକୁ ଆସିଛି ଗୁଜୁରାଟ ମୌରବୀ ଝୁଲାପୋଲ ଦୁର୍ଘଟଣାର ସିସିଟିଭି ଫୁଟେଜ୍ । ପୋଲ ଛିିଡିବା ଠିକ୍ ପୂର୍ବରୁ ସେଠାରେ ଲୋକେ କ’ଣ କରୁଥିଲେ. ପୋଲ ଉପରେ କ’ଣ ସ୍ଥିତି ଥିଲା ସିସିଟିଭିରେ କଏଦ ହୋଇଥିବା…

ଜୟପୁର ସହରକୁ ଆରମ୍ଭ ହେଲା ବିମାନ ସେବା । ଟିକେଟର ମୂଲ୍ୟ ୯୯୯ ଟଙ୍କା ।

କନକ ବ୍ୟୁରୋ: ରାଜ୍ୟର ଆଉ ଏକ ସହରକୁ ଆରମ୍ଭ ହୋଇଛି ବିମାନ ସେବା । ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡିବା ଆରମ୍ଭ କରିଛି ବିମାନ । । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ…

ଧବଳେଶ୍ୱର ଝୁଲା ପୋଲକୁ ନେଇ ଚିନ୍ତା । ପୋଲରେ ସୃଷ୍ଟି ହୋଇଛି ଏକାଧିକ ବଡଗର୍ତ୍ତ ।

କନକ ବ୍ୟୁରୋ: ଗୁଜରାଟରେ ବଡ଼ ଦୁର୍ଘଟଣା ପରେ ବଢିଲା ଚିନ୍ତା । ସବୁ ଝୁଲାପୋଲ ଗୁଡିକର ସୁରକ୍ଷା ନେଇ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଜିନ୍ତା ବଢିଛି । ଏହି କ୍ରମରେ ଧବଳେଶ୍ୱର ଝୁଲାପୋଲକୁ ନେଇ ମଧ୍ୟ ଚିନ୍ତା ବଢିଛି । ଗୁଜୁରାଟ ଅଘଟଣ ପରେ କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା । କୋଲକାତା…

ବରଗଡ ବନ୍ଦ ଘରେ ୪ ମୃତଦେହ ମିଳିବା ଘଟଣା: ପ୍ରାଥମିକ ତଦନ୍ତ ପରେ ନିଜ ଆଡ଼ୁ ହତ୍ୟା ମାମଲା ରୁଜୁକଲା ପୋଲିସ ।

କନକ ବ୍ୟୁରୋ: ବରଗଡ଼ ଭେଡେନ୍ ଜାମଡୋଲ ଗାଁରେ ବନ୍ଦ ଘରୁ ୪ଣଙ୍କ ମୃତଦେହ ଘଟଣା ମିଳିବା ଘଟଣାରେ ତତ୍ପର ହୋଇଉଠିଛି ପୋଲିସ । ଏହି ଘଟଣାରେ ନିଜ ଆଡୁ ମାମଲା ଦାଏର କରିଛି । ଏହାସହ ଘଟଣାସ୍ଥଳରେ ମାଜିିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଛାନବିନ୍ କରିଛି । କନ୍ଦପଡ଼ାରେ ରହୁଥିବା ଗୋଟିଏ…